Sign in
Sign in
Recover your password.
A password will be e-mailed to you.
ପି.ଏମ ପୋଷଣ ପାଚିକା ଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ
ସୁବର୍ଣ୍ଣପୁର,୨୬/୧୨/୨୦୨୪ଶାସକ ପ୍ରଶାସକ(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପି ଏମ ପୋଷଣ ରେ କାର୍ଯ୍ୟ କରୁଥିବା ପାଚିକା ମାନଙ୍କ ପ୍ରଥମ ପର୍ଯ୍ୟାୟ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ…
୨୮ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପୌର ପରିଷଦ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ବିଜେଡ଼ି ନେତା ଦେବ ଦର୍ଶନ ଦାସ ଙ୍କ ସଂଯୋଜନା କରିଥିବା ବେଳେ ପୂର୍ବତନ ବିଧାୟକ ବିଷ୍ଣୁ…
ପଦ୍ମପୁର ରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ।
ପଦ୍ମପୁର :- ସ୍ଥାନୀୟ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଟାଉନ୍ ସଭାପତି ନବ…
ଗାଈସିଲାଟରେ ଫକିର ମୋହନ ପଟ୍ଟନାୟକ ସୁରତା ଉଚ୍ଛବ
https://youtu.be/JW-V_xdxQ68
ଗାଈସିଲାଟ:- ଗାଈସିଲାଟ ୟୁଥ୍ କ୍ଲବ ପରିସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଜ୍ୟ ସରକାର, ନୂପୁର କ୍ଲବ ବରପାଲି ଓ ୟୁଥ୍ କ୍ଲବ୍ ଗାଈସିଲାଟ ସୌଜନ୍ୟରେ ଏକାଦଶ ଫକିର ମୋହନ ପଟ୍ଟନାୟକ ସୁର୍ତା ଉଚ୍ଛବ ପାଳିତ ହୋଇଛି। ଅବସରରେ ଡ. ସୁନୀଲ…
ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ରେ
ରାଉରକେଲା,(ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ତାରିଖରେ ଝିରପାଣି ର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସେକ୍ଟର ୧୯ସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତ,…
ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ବସନ୍ତପୁର ଦ୍ୱାରା ଚିତ୍ରାଙ୍କନ ସଂଗୀତ ଓ ନୃତ୍ୟ ପ୍ରତିଯୋଗୀତl
ଭୁବନେଶ୍ୱର =ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ବିଶିଷ୍ଟ ସାଇଭକ୍ତ ତଥା ସାଇ ଅଧ୍ୟାତ୍ମଦର୍ଶନର ବିଶିଷ୍ଟ ପ୍ରଚାରକ, ଅଧ୍ୟାତ୍ମିକ ଗୁରୁ, ଗୁରୁଜୀ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ ତମ ଜନ୍ମଦିନ ଉପଲକ୍ଷେ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ୟୁନିଟ-1,…
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ
ବାସୁଦେବପୁର - ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ଵ ରେ ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ରେ ପାଳନ ହୋଇ ଯାଇଛି। ଏହି ଅବସର ରେ ବାସୁଦେବପୁର ରେ ବିଭିନ୍ନ…
ଅଗ୍ରଣୀ କୃଷକ ତଥା କର୍ମଯୋଗୀ ସ୍ବର୍ଗତ ରବି ପାଢ଼ିଙ୍କ ୮୧ ତମ ଜୟନ୍ତୀ ପାଳିତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ ତଥା ସ୍ବାଭିମାନୀ କୃଷକ ନେତା ସ୍ବର୍ଗତ ରବି ପାଢି ଙ୍କ ୮୧ ତମ ଜୟନ୍ତୀ ଆଜି ସ୍ଥାନୀୟ ପଣସ ଗୁଡ଼ା ସ୍ଥିତ ସ୍ୱାଭିମାନ ଛକ ଠାରେ ପାଳିତ ହୋଇଯାଇଛି । ଏହି ଅବସର ରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ…
ସରସ୍ଵତୀ ପୂଜାରେ ସରିବ ବଂଶଧାରା ବସନ୍ତ ମହୋତ୍ସବ
ଜନଜାତି କଳା ସଂସ୍କୁତି ଓ ପ୍ରତିଭା ପ୍ରଦର୍ଶନକୁ ଦିଆଯିବ ଗୁରୁତ୍ବ
ପରୀକ୍ଷା ରୁତୂ ପୁର୍ବରୁ ସାରିବାକୁ ଯୋଜନା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଏଥର ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜାରେ ସରିବ ରାୟଗଡା ଜିଲ୍ଲା ଗୁଣପୁର ର ତ୍ରୟୋଦଶ ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ…
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୁଶାସନ ଦିବସ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପାରଳାଖେମୁଣ୍ଡି ଠାରେ ମହା ଆଡ଼ମ୍ବରରେ ପାଳିତ…