Sign in
Sign in
Recover your password.
A password will be e-mailed to you.
ଗୁଣପୁର ଠାରୁ କେରଳ ର ଶାବରୀ ମାଳା ଅଭିମୁଖେ ପଦଯାତ୍ରା।
୨ ହଜାରରୁ ଊର୍ଦ୍ଧ୍ଵ କିଲୋମିଟର ଖାଲି ପାଦରେ ଚାଲିବେ ତିନି ଆୟ୍ୟାପା ଶ୍ରଦ୍ଧାଳୁ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣୁପୁର ଠାରୁ କେରଳର ଶାବରୀ ମାଳା ଅଭିମୁଖେ ଗୁଣୁପୁର ସହରର ଜେ. ଭେଙ୍କେଟି ରାବଣା, ଓ ଭି ଶ୍ରୀନୁ ଏବଂ ରାଜେନ୍ଦ୍ର ନାୟକ ଏହି ତିନି ଜଣ ଆୟ୍ୟାପା…
ଓଡିଶାର ବିଶିଷ୍ଟ ମଞ୍ଚ ଅଭିନେତା ଓ ଶିକ୍ଷକ ଙ୍କ ପରଲୋକ
ପୁରୀ (ଅନିମେଶ ପଟ୍ଟନାୟକ) -ଓଡ଼ିଶା ମଞ୍ଚନାଟ୍ୟ ଆନ୍ଦୋଳନର ମହାରଥି,ବିଶିଷ୍ଟ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ, ବିଶିଷ୍ଟ ବେତାର ଶିଳ୍ପୀ ଲଷ୍ମୀଧର ତ୍ରିପାଠୀ ଙ୍କ ପରଲୋକ ଘଟିଛି | ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା,ଆଦର୍ଶ ଶିକ୍ଷକ,ଓଷ୍ଟାର ପୁରୀ ଜିଲ୍ଲା ପୂର୍ବତନ ସଭାପତି, ରାଜ୍ୟସ୍ତରୀୟ…
ଜିଓର ଦୀପାବଳି ଧମାକା, ମାତ୍ର ୬୯୯ ଟଙ୍କାରେ ମିଳିବ ‘ଜିଓଭାରତ’ ୪ଜି ଫୋନ୍
- ସୀମିତ ସମୟ ଅଫର୍: ୩୦% ରିହାତି ସହିତ ଉପଲବ୍ଧ ହେଉଛି ଜିଓଭାରତ ଫୋନ
- ମାସିକ ରିଚାର୍ଜରେ ହେବ ୪୦ ପ୍ରତିଶତ ସଞ୍ଚୟ
- ଜିଓମାର୍ଟ, ଆମାଜନ ଏବଂ ନିକଟସ୍ଥ ଷ୍ଟୋରଗୁଡିକରେ ଉପଲବ୍ଧ
ଭୁବନେଶ୍ୱର, ଅକ୍ଟୋବର ୨୬, ୨୦୨୪: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ…
ସମ୍ ହସ୍ପିଟାଲରେ ମଲିକ୍ୟୁଲାର ପରୀକ୍ଷଣ ଏବଂ ଜେନୋମିକ୍ସକୁ ନେଇ ସିଏମ୍ଇ ଆୟୋଜିତ
ଭୁବନେଶ୍ୱର, ଅକ୍ଟୋବର ୨୬: କର୍କଟ ରୋଗର ନିର୍ଣ୍ଣୟ, ପୂର୍ବାନୁମାନ ଓ ଚିକିତ୍ସା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଥିବା ମଲିକ୍ୟୁଲାର ହେମାଟୋଲଜି କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ସଂପର୍କରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଠାରେ ଏକ ବିଶେଷ…
ମାନବସେବାକୁ ଗୁରୁତ୍ୱ ଦେଇ ଟିମ୍ ଅର୍ବାନ୍ ବାତ୍ୟାରେ ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିଛି
ସମୁଦାୟ କାର୍ଯ୍ୟକଳାପରେ ମାନବସେବାକୁ ପ୍ରାଥମିକତା
ଭୁବନେଶ୍ୱର, ୨୬/୧୦/୨୦୨୪: ‘ଦାନା’ ବାତ୍ୟାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ଟିମ୍ ଅର୍ବାନ୍’ର ପ୍ରଭାବୀ କାର୍ଯ୍ୟକଳାପ ଓ ପ୍ରତିରୋଧୀ ପଦକ୍ଷେପ ଫଳପ୍ରଦ ହୋଇଛି । ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ…
ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ…
ବାତ୍ୟାର ସଫଳ ପରିଚାଳନା ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ଯଥେଷ୍ଟ ହ୍ରାସ କରିପାରିଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଲେ ମନ୍ତ୍ରୀ
ବାଲେଶ୍ଵର, ତା: ୨୬/୧୦: ବାଲେଶ୍ୱର ଜିଲ୍ଲାରେ ବାତ୍ୟା ‘ଦାନା’ ର ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଆକଳନ ଓ ପୁନରୁଦ୍ଧାର ସୁଦୃଢ଼ୀକରଣ ନିମନ୍ତେ ଆଜି…
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୯୨ ପ୍ରତିଶତ ରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରାଯାଇଛି
ସମୁଦାୟ ୮,୦୯,୫୧୩ ଜଣ ଆଶ୍ରୟ ସ୍ଥଳରେ ଥିଲେ, ପରିସ୍ଥିତି ସ୍ବାଭାବିକ ହେବା ପରେ ଏବେ ଆଉ ୧,୧୦,୭୭୦ ଜଣ ଅଛନ୍ତି
ବାଲେଶ୍ଵର ଓ ମୟୂରଭଞ୍ଜର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ସେଠାକୁ ଅତିରିକ୍ତ power boat ପଠାଯାଇଛି
ବନ୍ୟା ପାଇଁ ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର…
ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ମହିଳା ଗୁରୁତର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଏଗାର କେଭି ବିଦ୍ୟୁତ୍ ତାରରେ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି I ସୂଚନା ପ୍ରକାରେ ଆଜି ଅପରାହ୍ନରେ ବେଲଗୁଣ୍ଠା ବ୍ଳକ୍ ଠେଙ୍ଗାଧରା ଗ୍ରାମର ପଦ୍ମା ନାଇକ (75) ନିଜ ଝିଅ ସହିତ ଜାଳେଣୀ କାଠ ସଂଗ୍ରହ ପାଇଁ…
ସ୍ତନ କର୍କଟ ଏବଂ ଚିକିତ୍ସା ବିଷୟରେ ସଚେତନତା କାର୍ଯ୍ୟକ୍ରମ
ବିଜେପୁର/ ସୁଶାନ୍ତ ସାହୁ :ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ, ଯାହାକୁ ପ୍ରାୟତଃ "ପିଙ୍କ ଅକ୍ଟୋବର" କୁହାଯାଏ। ଫାଇଟର୍ସ ଗ୍ରୁପ୍ ପକ୍ଷରୁ ଶନିବାର ଦିନ ବରଗଡର ଗାନ୍ଧୀ ଭବନରେ ଏକ ପ୍ରେରଣାଦାୟକ ତଥା ସୂଚନାପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା | ସ୍ତନ କର୍କଟ…
ତାଳପଦର ଗ୍ରାମକୁ ପରିଦର୍ଶନ ରେ ଆସିଲେ ଉଠାଜଳସେଚନ ବିଭାଗର କାର୍ଯ୍ୟନିର୍ବାହି ଯନ୍ତ୍ରୀ
ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମକୁ ଉଠାଜଳସେଚନ ବିଭାଗର କାର୍ଯ୍ୟନିର୍ବାହି ଯନ୍ତ୍ରୀ ସୂର୍ଯ୍ୟନାରାୟ ତ୍ରିପାଠୀ ପରିଦର୍ଶନ ରେ ଆସିଥିଲେ l ଚାଷୀମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଓ ଏଲ ଆଇ ସି ର କାର୍ଯ୍ୟ ସମ୍ପୂର୍ଣ…