ଅମରାବତୀ ଡ୍ରୋନ ସମ୍ମିଳନୀରେ ବିଜୟ ହାସଲ କଲା ଓଡ଼ିଶା ସ୍ଥିତ ବନଭିଏରୋ

  ଭୁବନେଶ୍ୱର: ଅମରାବତୀ ଡ୍ରୋନ୍ ସମ୍ମିଳନୀ ଅବସରରେ ଆୟୋଜିତ ଭାରତର ଅନ୍ୟତମ ବୃହତମ ଡ୍ରୋନ ହ୍ୟାକାଥନରେ ଓଡ଼ିଶା ସ୍ଥିତ ବନଭିଏରୋ ବିଜୟ ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ଏବଂ ସେମାନେ ଡ୍ରୋନ ପ୍ରଯୁକ୍ତିରେ ରହିଥିବା ଆହ୍ୱାନଗୁଡ଼ିକର ଅଭିନବ…

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…

ସ୍ଥିତି ନିୟନ୍ତ୍ରଣାଧୀନ, ପୁନଃରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି : ଶ୍ରୀ ସିଂହଦେଓ ଭୁବନେଶ୍ଵର: ୨୫/୧୦/୨୦୨୪: ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ…

ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ପୂର୍ବାହ୍ନରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ କରାଯାଇଛି । ସେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (KKBN)…

ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଉତ୍ସର୍ଗୀକୃତ ସେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର-ତା ୨୫.୧୦.୨୦୨୪- ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ…

ଭଞ୍ଜନଗର ଫୁଲବାଣୀ ରାସ୍ତାରେ ଗଞ୍ଜେଇ ସହ ବୋଲେରୋ ଜବତ,୪ଗିରଫ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଏକ ବୋଲେରୋ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର-ଫୁଲବାଣୀ ଘାଇ ରାସ୍ତା ଦଣ୍ଡାସି ବନ୍ଦର ନିକଟରେ ଚଢ଼ାଉ କରି ୩୦ କେଜି ଗଞ୍ଜେଇ ସହ ଏକ ବୋଲେରୋ କୁ ଜବତ କରିଛି ଭଞ୍ଜନଗର ଅବକାରୀ ବିଭାଗ। ଏହି…

ବେଲଗୁଣ୍ଠା ଥାନା ପରିସରରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଥାନାକୁ ଆସୁଥିବା ଲୋକଙ୍କ ପାନୀୟଜଳ ସମସ୍ୟାକୁ ଆଖିଆଗରେ ରଖି ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ଆଜି ବେଲଗୁଣ୍ଠା ଥାନା ପରିସରରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଯୋଗାଇ ଦେଇଥିଲେ l ଏହାକୁ ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଦ୍ୱାରା ଉଦଘାଟିତ…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଅକ୍ଟୋବର ୨୮ ରିଖ ଠାରୁ ନଭେମ୍ବର ୩ ରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବ।…

ଅଞ୍ଚଳ ମହାବିଦ୍ୟାଳୟ ରେ ଅର୍ଥନୀତି ବିଭାଗର ପାଠ ଚକ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ।

ପଦ୍ମପୁର:- ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ବିରଞ୍ଚି ସାହୁ ଙ୍କ ସଭାପତିତ୍ବରେ ଏକ ସଂପାନ୍ନ ଅନୁଷ୍ଠିତ ହୋଇଥିଲା। ସଂପାନ୍ନର ଶୀର୍ଷକ "ଭାରତୀୟ ଅର୍ଥନୀତିରେ ସମସ୍ୟା ଏବଂ ଆହ୍ବାନ" ଥିଲା। ପ୍ରଥମେ ବିଭାଗୀୟ ମୁଖ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ…

ଆଶା ଦିଦି ଶିବାନୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: ଉଚ୍ଚ ପ୍ରଶଂସା କଲେ, ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ…

https://youtu.be/x_h67h_aojg କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ, ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ ଭୁବନେଶ୍ଵର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ…

ବାତ୍ୟା ପରବର୍ତ୍ତୀ ପଦକ୍ଷେପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ମରାମତି କାର୍ଯ୍ୟ

ଭୁବନେଶ୍ୱର:୨୫/୧୦/୨୦୨୪: ଓଡ଼ିଶାରେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବୈଦୁତିକ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ DISCOM ଗୁଡ଼ିକ ଆବଶ୍ୟକ ମାନବ ସମ୍ବଳ ଓ ବୈଦ୍ୟୁତିକ…