ସ୍ତନ କର୍କଟ ଏବଂ ଚିକିତ୍ସା ବିଷୟରେ ସଚେତନତା କାର୍ଯ୍ୟକ୍ରମ

 ବିଜେପୁର/ ସୁଶାନ୍ତ ସାହୁ :ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ, ଯାହାକୁ ପ୍ରାୟତଃ "ପିଙ୍କ ଅକ୍ଟୋବର" କୁହାଯାଏ। ଫାଇଟର୍ସ ଗ୍ରୁପ୍ ପକ୍ଷରୁ ଶନିବାର ଦିନ ବରଗଡର ଗାନ୍ଧୀ ଭବନରେ ଏକ ପ୍ରେରଣାଦାୟକ ତଥା ସୂଚନାପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ​​| ସ୍ତନ କର୍କଟ…

ତାଳପଦର ଗ୍ରାମକୁ ପରିଦର୍ଶନ ରେ ଆସିଲେ ଉଠାଜଳସେଚନ ବିଭାଗର କାର୍ଯ୍ୟନିର୍ବାହି ଯନ୍ତ୍ରୀ

ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମକୁ ଉଠାଜଳସେଚନ ବିଭାଗର କାର୍ଯ୍ୟନିର୍ବାହି ଯନ୍ତ୍ରୀ ସୂର୍ଯ୍ୟନାରାୟ ତ୍ରିପାଠୀ ପରିଦର୍ଶନ ରେ ଆସିଥିଲେ l ଚାଷୀମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଓ ଏଲ ଆଇ ସି ର କାର୍ଯ୍ୟ ସମ୍ପୂର୍ଣ…

ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ଦୁଃଖ ବୁଝିପାରି ସହାୟତାର କିଟ୍ ବଂଟନ କଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସବୁବେଳେ ସବୁ ସମୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀଙ୍କ ସୁଖ ଦୁଃଖରେ ସହଯୋଗର ହାତ ବଢାଇ ଆସଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନା l ସେହିପରି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଲି…

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ୨୫ ତମ ବାର୍ଷିକ ଉତ୍ସବ ।।

ଝାରବନ୍ଧ-ମନୋହର ଦାଶ: ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ବ୍ରାହ୍ମଣ ସମାଜର ସଂସ୍କୃତି ମଣ୍ଡପ ଠାରେ ୨୫ ତମ ବାର୍ଷିକ ଉତ୍ସବ ( ରୌପ୍ୟ ଜୟନ୍ତୀ ) ଶନିବାର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ପାଇକମାଲ ଶିବ ମନ୍ଦିର…

ଇବ ସେତୁ ନିର୍ମାଣ କାର୍ଯ୍ୟ : ଡ଼ିସେମ୍ବର ଶେଷ ସୁଦ୍ଧା କାର୍ଯ୍ଯାରମ୍ଭ : ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼,୨୬ ୵ ୧୦: ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଦୀପ ପୁରୋହିତ ଆଜି ଜାତୀୟ ରାଜପଥ କର୍ତୃପକ୍ଷର ଓଡିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂ ଙ୍କ ସହିତ କେତେଗୁଡିଏ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ସଫଳତାର ସହ ସମ୍ପୂର୍ଣ୍ଣ କରିବା ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତିରେ…

ବାତ୍ୟା ଦାନା ପରେ ରାସ୍ତା ସଫା ଓ ବିଦ୍ୟୁତ୍ ଖୁଣ୍ଟି ସଜଡ଼ିବାରେ ତପ୍ତରତା ଦେଖାଇଲା ପ୍ରଶାସନ।

  ବାସୁଦେବପୁର - ବାତ୍ୟା ଦାନା   ବାସୁଦେବପୁର ରେ ପ୍ରତି ଟି ପଞ୍ଚାୟତ ଓ ପୌର ପରିଷଦ ର ପ୍ରତି ଟି ୱାର୍ଡ ରେ ତାଣ୍ଡବ ରଚି ନଷ୍ଟ କରି ଦେଇଛି ଅନେକ ଗଛ ଓ ଘର। ଅନେକ ଲୋକ ଙ୍କବାଡ଼ିରେ ଗଛ ଉପୁଡ଼ି ଘର ଉପରେ ପଡ଼ି ଥିବା ବେଳେ ବିଭିନ୍ନ ସ୍ଥାନ ରେ ମୁଖ୍ୟ ରାସ୍ତା, ଗାଁ ରାସ୍ତା ଉପରେ ଗଛ…

ପାଇକମାଳ ହାଇସ୍କୁଲ ରେ ସାଇନିଂଙ୍ଗ ଷ୍ଟାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ 'ସାଇନିଂଙ୍ଗ ଷ୍ଟାର' ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ରାଧେଶ୍ୟାମ ମେହେର ଯୋଗଦାନ କରି, ଗୋଟିଏ ହାତରେ ପୁସ୍ତକ ଧରି ଅନ୍ୟ ହାତରେ ଗୁରୁଙ୍କୁ ଧରି ଅଗ୍ରସର ହେବା ପାଇଁ…

ବିଜେପୁର ରେ ମରୁଡିସ୍ଥିତି, ହାରାହାରି ୨୭ପ୍ରତିଶତ କମ ବର୍ଷା: ଚିନ୍ତାରେ ଚାଷୀ

 ବିଜେପୁର:-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ରେ ପାଣି ଅଭାବରୁ ଚାଷ ସ୍ଥିତି ଉତ୍କଟ ହେଲାଣି l ସୁନାଭଳି ଧାନ ଭର୍ତ୍ତୀଗଛରେ ପାଣି ଅଭାବରୁ ମାଉଲିବାକୁ ବସିଲାଣି l ବଡ଼ଧାନକୁ ଅତିକମରେ ଦୁଇ ରୁ ତିନି ଥର ପାଣି ମଡ଼ାଇବାକୁ ଆବଶ୍ୟକ କିନ୍ତୁ ଜଳସେଚନ ଅଭାବରୁ ଚାଷୀର…

ପଦ୍ମପୁର ସ୍ଥିତ ବାଳିକା ହାଇସ୍କୁଲରେ ରେଡ଼କ୍ରସ ପରାମର୍ଶଦାତା ଶିବିର ଅନୁଷ୍ଠିତ। :

ପଦ୍ମପୁର:- ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବାଳିକା ହାଇସ୍କୁଲରେ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକ ର କାଉନସିଲର ମାନଙ୍କୁ ନେଇ ଆଜି ଏକ ଦିବସୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀଙ୍କ…

ପଦ୍ମପୁରରେ ସଂଜୀବନୀ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

  ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସଂଜୀବନୀ ହସ୍ପିଟାଲ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଦ୍ମପୁର ବ୍ଲକ, ଝାରବନ୍ଧ ବ୍ଲକ, ପାଇକମାଲ ବ୍ଲକ, ଗାଇସିଲେଟ ବ୍ଲକ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ଆଖ ପାଖ ଗାଁ ରୁ…