Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗର ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ରେ ଶପଥ ପାଠ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ଭଞ୍ଜନଗର ବ୍ଲକ ଓସ୍ଓ୍ବାନ କକ୍ଷରେ ଆଜି ଅକ୍ଟୋବର ୨୮ ତାରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆଜି ସୋମବାର…
ବାଲିଯାତ୍ରା ପରିଚାଳନା ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ
ଭୁବନେଶ୍ୱର/କଟକ: ନିକଟରେ ହେବାକୁଥିବା ବିଶ୍ୱ ପ୍ରଶିଦ୍ଧ କଟକ ବାଲିଯାତ୍ରା ଟେଣ୍ଡରରେ ଅନିୟମିତତାନେଇ ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ଆଣିଛନ୍ତି ପ୍ରିଲ୍ୟୁଡ଼ ଏଜେନ୍ସି ଏବଂ ଏଥି ସହିତ ସଂସ୍ଥା ପକ୍ଷରୁ ରାଜ୍ୟ ରାଜସ୍ୱ ଏବଂ ପରିଚାଳନା ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ସୂଚନା…
ବିଜେପୁର ରେ ସ୍ୱାମୀ ଦୟାନନ୍ଦ ସରସ୍ବତୀ ଙ୍କ ୨୦୦ ତମ ଜୟନ୍ତୀ ପାଳିତ
ବିଜେପୁର :-ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ଅବସରରେ ୨୦୦ କୁଣ୍ଡୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସ୍ଥାନୀୟ ଶଙ୍କର୍ଷଣ ଟିଓୟୁପି ସ୍କୁଲ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଜେପୁର ଆର୍ଯ୍ୟ…
ଲୋକସଭା ବାଚସ୍ପତିଙ୍କ ଦ୍ୱାରା କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉଦଘାଟିତ
ଲୋକନୀତି ନିର୍ଦ୍ଧାରଣରେ ଲୋକଙ୍କ ଭାଗୀଦାରି ରହୁ: ଓମ୍ ବିର୍ଲା
ଭୁବନେଶ୍ୱର, ୨୭ ।୧୦: ଦେଶ ଓ ରାଜ୍ୟରେ ସରକାର ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିବା ଲୋକନୀତିରେ ସାଧାରଣ ଲୋକଙ୍କ ଭାଗୀଦାରି ରହିବା ଉଚିତ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ଆଜି କିଟ୍ ସ୍କୁଲ୍ ଅଫ୍…
ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୯୮ ପ୍ରତିଶତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ସ୍ବାଭାବିକ
ପ୍ରଭାବିତ ଅଞ୍ଚଳର ପୌର ସଂସ୍ଥା ଗୁଡ଼ିକରେ ସଫେଇ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଣ ପ୍ରଭାବିତ ଅଞ୍ଚଳରୁ ସଫେଇ କର୍ମଚାରୀ ଆଣିବାକୁ ନିର୍ଦ୍ଦେଶ
କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର…
ବରିଷ୍ଠ କମ୍ୟୁନିଷ୍ଟ ନେତା ହରିକୃଷ୍ଣ ସାହୁଙ୍କ ଅକାଳ ବିୟୋଗ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ବରିଷ୍ଠ କମ୍ୟୁନିଷ୍ଟ ନେତା ହରିକୃଷ୍ଣ ସାହୁଙ୍କ ୭୦ ବର୍ଷ ବୟସରେ ଅକାଳ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛନ୍ତି ସାହି ବାସିନ୍ଦା ଓ ସଂଘ ର ବିଭିନ୍ନ ସଦସ୍ୟ ଗଣ। ସେ ଜଣେ କର୍ତ୍ତବ୍ୟବାନ ଡାକ କର୍ମଚାରୀ ସହ ଜଣେ କମ୍ୟୁନିଷ୍ଟ ମାର୍କ୍ସ ବାଦୀ…
ବିଧାୟକ ସନତ କୁମାର ଗଡ଼ତିଆ ନୂତନ ରାସ୍ତା ଅଗ୍ରଗତି ଉପରେ ଅନୁଧ୍ୟାନ କଲେ
ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତ ଅନୁଧ୍ୟାନ କରିଛନ୍ତି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡତୀୟା।ପୁଞ୍ଜି ପଥରରୁ ଲାଉମୁଣ୍ଡା ରାସ୍ତା ଓ…
କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସାମୁଦ୍ରିକ ଝଡ଼ ଦାନା ର ପ୍ରଭାବରେ ବହୁ ଗରିବ ଅସହାୟ ପରିବାର ବର୍ଗଙ୍କ କ୍ଷତି ଘଟିଛି l କ୍ଷତିଗ୍ରସ୍ତ ପରିବାର ଙ୍କ ଦୁଃଖ ବୁଝିପାରି ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ…
ପ୍ରେସକ୍ଲବ ସଦସ୍ୟଙ୍କ ପିତୃ ବିୟୋଗ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ତଥା ପ୍ରେସକ୍ଲବ ର ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ବାପା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ମହେଶ୍ଵର ବିଷୋୟୀ ଗାଙ୍ଗପୁର ସ୍ଥିତ ସ୍ଵବାସଭବନରେ ଶନିବାର ରାତି ଦଶ ଘଣ୍ଟା ସାତ ମିନିଟ୍ ସାମୟରେ ଇହଲୀଳା ସମ୍ବରଣ…
ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ଡି ଇ ଓ
ନୂଆଗାଁ: ନୂଆଗାଁ ବିରୁପାଖେସ୍ୱର ମନ୍ଦିର ନିକଟରେ ନିର୍ମାଣ ଧିନ ଚାଲିଥିବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ। ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଶ୍ରେଣୀଗୃହ ଅଭାବରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପିଲାମାନଙ୍କ ଭବିଷ୍ୟତ କୁ…