Sign in
Sign in
Recover your password.
A password will be e-mailed to you.
ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରିଣୀ
ନୂଆଗାଁ: ନୂଆଗାଁ ବ୍ଲକ୍ ରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୭୫ ଜଣ ଛାତ୍ର ଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ନାମ ପଞ୍ଜୀକୃତ କରିବାକୁ ଥିବାବେଳେ ୧୭୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଥାଉକି ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୪୯ ଜଣ ଛାତ୍ର ଛାତ୍ରୀ ଙ୍କ…
ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ବିଶ୍ୱସ୍ତରୀୟ: ମନମୋହନ ସାମଲ
ବାତ୍ୟା ମୁକାବିଲା ଓ ସୁପରିଚାଳନା ପାଇଁ ମୁଖ୍ୟମନ୍ତୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୁରା ଟିମ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି
…
ୟୁ.ଏମ୍.ଆଇ.-୨୦୨୪ ରେ କ୍ରୁଟ୍ “ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର” ପୁରସ୍କାରରେ ସମ୍ମାନିତ ହୋଇଅଛି
• 'ମୋ-ବସ୍' ଏବଂ 'ମୋ-ଇ ରାଇଡ୍' ସେବା ଜାତୀୟ ସ୍ତରରେ ସହରାଞ୍ଚଳ ପରିବହନରେ ଉତ୍କର୍ଷତା ପାଇଁ ଭାରତ ସରକାରଙ୍କ 'ଗୃହ ନିର୍ମାଣ ଓ ନଗର ବ୍ୟାପାରମନ୍ତ୍ରାଳୟ' ଦ୍ୱାରା ପୁରସ୍କୃତ ହୋଇଅଛି।
• ଡିଜିଟାଲ୍ ନେଟୱାର୍କ ପାଇଁ 'ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ ନେଟୱାର୍କ' (ONDC) ସହିତ…
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ ଶରୀର ସ୍ଥାନାନ୍ତରଣ; ପୈତୃକ ଗ୍ରାମରେ ଶେଷକୃତ୍ୟ
ଭୁବନେଶ୍ୱର, (୨୭/୧୦) : ଉତ୍ତରାଖଣ୍ଡ ସ୍ଥିତ କେଦାରନାଥକୁ ତୀର୍ଥଯାତ୍ରାରେ ଯାଇଥିବା ଜଣେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ତାଙ୍କ ମୃତଦେହକୁ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନନ୍ତରଣ କରି ଶେଷକୃତ୍ୟ ସମ୍ପାଦନ କରିବା ଦିଗରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫରୁ…
ଭଞ୍ଜନଗର ରେ ଘୁମସର ଗବେଷଣା ପ୍ରତିଷ୍ଠାନ ର ପରିଚାଳନା ସମିତି ବୈଠକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରରେ ୨୦୧୭ ମସିହାରେ ପ୍ରତିଷ୍ଠିତ ଐତିହାସିକ ଗବେଷଣା ପାଇଁ ଉଦ୍ଦିଷ୍ଟ "ଘୁମସର ଗବେଷଣା ପ୍ରତିଷ୍ଠାନ" ର ପାରିଚାଳନା ସମିତି ବୈଠକ ଲଣ୍ଡେଇସାହିସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଆଜି ୨୭ ଅକ୍ଟୋବର ୨୦୨୪ ରବିବାର ଦିନ ଅନୁଷ୍ଠିତ ହେଇଯାଇଛି । ଉକ୍ତ…
ଗୁଣପୁରରେ ଦୁଇ ଘରେ କଳାକନା ବୁଲାଇ ଲୁଟିଲେ ଦୁର୍ବୃତ୍ତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚାବି ପଡିଥିବା ଘରେ ଗୁରୁବାର ବିଳମ୍ବିତ ରାତ୍ରରେ ସ୍ଥାନୀୟ କ୍ରିଷ୍ଣା ନଗର ୫ମ ଲାଇନରେ ଦୁଇଟି ଘରେ ଦୁର୍ବୁତ୍ତ ମାନେ ପଶି ଚୋରି କରିଛନ୍ତି। ଏହି ସମ୍ପର୍କରେ ଖବର ପାଇ ଗୁଣପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶୁକ୍ରବାର…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଯୋଜନାର ସ୍ବେଚ୍ଛାସେବୀ ମାନେ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ଦିର ପରିସର ପଡିରହିଥିବା…
ଘୁମୁସରୀ ଗୋପାଳଙ୍କୁ ଭାରତର ଗୋ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରରେ, ପଞ୍ଚଗବ୍ୟ ପ୍ରାସାଧନି ପ୍ରଶିକ୍ଷଣ ପ୍ରଦାନ
ଭଞ୍ଜନଗର{ ଉଦୟନାଥ ପଣ୍ଡା }: ଆଜିକାଲି ଦେଶରେ କସମେଟିକ୍ସ ବଜାରରେ ମିଳୁଥିବା ପଦାର୍ଥ ସ୍କ୍ରିନ, ହେୟାର ଓ ଶରୀର ସୌନ୍ଧରିକରଣ ନିମିତ୍ତ ପ୍ରାସାଧନିକ ସାମଗ୍ରୀଗୁଡିକରେ ମାରାତ୍ମକ ରାଷୟାନିକ ଟକ୍ସିକ୍ଟ ଅକ୍ସିନାଲ,ପିଇଜି,କୋଲଟI,ଅକ୍ସିବେଞ୍ଜୋନେ,ବେଞ୍ଜୋଫେନୋ, ନେରୋ ଟକସିକ ବ୍ୟବହାର ଦ୍ଵାରା…
ସ୍ୱାମୀର ନାରକୀୟ କାଣ୍ଡ: ଟଙ୍କା ନ ଦେବାରୁ ସ୍ତ୍ରୀର ଗଳା କାଟି ହତ୍ୟା କଲା ମଦ୍ୟପ ସ୍ୱାମୀ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ନୃଶଂସ ସ୍ୱାମୀର ଅମାନୁଷିକ କାଣ୍ଡ l ମଦ୍ୟପାନ ପାଇଁ ସ୍ୱାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରୀରେ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୁଆଁମୁଣ୍ଡା ଗାଁରେ ଘଟିଛି ଏପରି ବିଭତ୍ସ…
ଓଡ଼ିଆ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ମହାବିଦ୍ୟାଳୟ,ଗୁଣପୁରର ଓଡ଼ିଆ ବିଭାଗଦ୍ଵାରା ଓଡ଼ିଆ ସମ୍ମାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗତ ତା. ୨୫ ଅକ୍ଟୋବର ୨୦୨୪ରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଓ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର…