ଦୁର୍ନୀତି ନିବାରଣ ସପ୍ତାହ ପାଳନ: ଦୁର୍ନୀତି ବିରୋଧରେ ଶପଥ ନେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ

ଭୁବନେଶ୍ୱର, ୨୮ ସେପ୍ଟେମ୍ବର ୨୦୨୪:  ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସାମାଜିକ ପ୍ରତିବଦ୍ଧତାର ପ୍ରଦର୍ଶନ ନେଇ ଶପଥ ପାଠ କରିଛନ୍ତି । ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଆଜି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ପଞ୍ଚାୟତ ର କରଲାପିଟା ଗ୍ରାମ ର ଅନନ୍ତ ଅଦା ପରିବାର ମୌଳିକ ସୁବିଧା ରୁ ବଞ୍ଚିତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ):  କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ପଞ୍ଚାୟତ ର କର୍ଲା ପିଟା ଗ୍ରାମର ଅନ୍ତ ଅଦା ଓ ରାଧେଶ୍ୟାମ ପରିବାର ର ପ୍ରାୟ 12 ଜଣ ପରିବାର ସରକାରୀ ମୌଳିକ ସୁବିଧା ଯାହା ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଆଲୋକ ଇତ୍ୟାଦି…

ଭଙ୍ଗା କୁଡ଼ିଆ ରେ ଜୀବନ ବିତାଉଛନ୍ତି ଭୁଜନ ହରିଜନ; ମୌଳିକ ଅଧିକାର ସାତସପନ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଜୀବନ ଜଞ୍ଜାଳ ରେ ପରିସ୍ଥିତି କୁ ମୁକାବିଲା କରିବା ସମସ୍ତ ଙ୍କ ପକ୍ଷେ ସମାନ ନୁହଁ. ଏପରି ଏକ ଗ୍ରାମ ଗୁର୍ଜୁଙ୍ଗ, ଜିଲ୍ଲା ସଦର ମହକୁମା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗୁରଜୁଙ୍ଗ ର ରାମ ଭୁଜନ ହରିଜନ ଙ୍କ ପରିବାର ପ୍ରାୟ ୮ ଜଣ ଭଙ୍ଗା ଦଦରା…

ଘୁ.ଉଦୟଗିରି “ପ୍ରେସ କ୍ଲବ”ର ମାସିକ ବୈଠକ ଅନୁଷ୍ଠିତ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): "ପ୍ରେସ କ୍ଲବ"ର ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ବ୍ୟବସାୟୀ ସଂଘ ସଭା ଗୃହ ଠାରେ ମାସିକ ବୈଠକ ରବିବାର ଅପରାହ୍ନ ଘ.12.30 ମିରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ବୈଠକରେ ସାମ୍ବାଦିକଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ନେଇ ଆଲୋଚନା…

“ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ”

ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୪ ଦୁର୍ନୀତି କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ଏବେ ୫୦ ପ୍ରତିଶତରୁ ଅଧିକ, ଆୟବହିର୍ଭୁତ ସମ୍ପତ୍ତିରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍‌ପି ପଦବୀ ଓ ୨୪ ଟି…

ଗୁଣପୁର ଜଗନ୍ନାଥ ନଗରରେ ଚାରି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ପବିତ୍ର କାର୍ତ୍ତିକ ମାସ କୃଷ୍ଣ ଏକାଦଶୀ ତିଥିରେ ସ୍ଥାନୀୟ ଜଗନ୍ନାଥ ନଗର ଅଞ୍ଚଳରେ ଚାରି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି. ପ୍ରଥମ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ…

ଅବକାରୀ ଚଢ଼ାଉ, ୨୩୦ଲିଟର ଦେଶୀ ମଦ ଜବତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡା ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଗୁଣପୁର ଅଞ୍ଚଳରେ ମଦ ଚୋରା କାରବାର ଉପରେ ଚଢ଼ାଉ କରାଯାଇଥିଲା। ଉପ ଅଧିକ୍ଷକ ଗୁପ୍ତେଶ୍ଵର ପ୍ରଧାନ ଏବଂ ଗୁଣପୁର ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକଙ୍କ…

ଉଦଘାଟନର ଦୁଇଦିନ ପରେ ଫଳକ ଗାୟବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଟିଟିମିରି ପଞ୍ଚାୟତ ର ମୁଣ୍ଡା ଗ୍ରାମରେ ଗତ ୨୪ ତାରିଖରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ସଂସ୍କୃତି ଭବନ ଉଦଘାଟନ କରିଥିଲେ l ଉଦଘାଟନ ର ଦିନକ ପରେ ସେଠାରୁ ଫଳକ ଉଭାନ ହୋଇଯାଇଛି। ଯାହାକୁ ନେ଼ଇ ଗୁଣପୁର ରାଜନୀତି…

ଗଙ୍ଗା ଶ୍ରାଦ୍ଧ ଦିନରେ ଉନ୍ମୋଚିତ ହେଲା ଶ୍ରୀ ବିଜୟ ରଞ୍ଜନ ସିଂ ଵରିହା ଙ୍କର ପ୍ରତିମୂର୍ତ୍ତି

ପଦ୍ମପୁର ;- ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ , ରାଜ୍ୟ ସରକାର ଙ୍କର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଆଜି ଥିଲା ଗଙ୍ଗା ଶ୍ରାଦ୍ଧ । ଗତ ୦୩/୧୦/୨୦୨୨ ରେ ସେ ସମୟରେ ବିଧାୟକ ଥିବା ଶ୍ରୀ ଵରିହା ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ପାଇକମାଳ ହାଇ ସ୍କୁଲ ରେ ସି ମ୍ ସି ଏ ଶିବିର

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟାଳୟ ରେ ଦୁଇଦିନ ସି ମ ସି ଏ ଶିବିର ବି ଇ ଓ ଚୁଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଶିବିର ରେ ପାଇକମାଳ , ଝାରବନ୍ଧ,ପଦ୍ମପୁର ଓ ଗାଇସିଲେଟ ବ୍ଲକ ର ୧୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ…