IIC ଙ୍କ ବଦଳି ଦାବି ସହ ତେନ୍ତୁଳୀଖୁଣ୍ଟି ଥାନା ସମ୍ମୁଖରେ ମୃତ ମର ଶରୀର ନେଇ ଧାରଣl

ତେନ୍ତୁଳୀଖୁଣ୍ଟି/କୃପାନିଧି ରାଉତ: ପୋଲିସ ର କାର୍ଯ୍ୟ କୁ ନିନ୍ଦା, ନ୍ୟାୟ ପ୍ରଦାନ ରେ ବିଳମ୍ବ ଅଭିଯୋଗରେ ତେନ୍ତୁଳୀଖୁଣ୍ଟି IIC ଙ୍କୁ ବଦଳି ଦାବି କରି ଥାନା ସମ୍ମୁଖରେ ଧାରଣା ଦେଇଥିଲେ ଦୁଃଖିତ ପରିବାର।ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା, ତେନ୍ତୁଳୀଖୁଣ୍ଟି…

କନ୍ଧମାଳ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର: ଆମ୍ବ ଟାକୁଆ ଖାଇ, 2 ମୃତ ଓ 6 ଗୁରୁତର

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଆମ୍ବ କୋଇଲିରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାରର ୮ଜଣ ମହିଳା ଅସୁସ୍ଥ ହୋଇ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦୁଇ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା (ଆଉଟ୍ ରିଚ୍ ସେଣ୍ଟର)

ପ୍ରାଥମିକ ସ୍ତରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ, ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା…

ବରିଷ୍ଠ ନାଗରିକ ଆଶ୍ରା ଅନୁଷ୍ଠାନ ରେ ଦୀପାବଳୀ ପାଳନ

  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ସୁପୁତ୍ର ଅନୁଷ୍ଠାନ ପକ୍ଷ ରୁ ଚାଲି ଥିବା ବରିଷ୍ଠ ନାଗରିକ ଆଶ୍ରା ଗୃହରେ ଜିଲ୍ଲାର ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ଅନୁଷ୍ଠାନ ଓ ଆକାଂକ୍ଷା ମହିଳା ସଙ୍ଗଠନ ର ମିଳିତ ଆନୁକୂଲ୍ୟରେ ମହିଳା ମାନଙ୍କ ଦ୍ୱାରା…

ଲିଟିପାଲି ରେ ଝାଡ଼ାବାନ୍ତି :ଅପରିଷ୍କାର ପରିବେଶ ଓ ଦୂଷିତ ପାଣି ଝାଡାର ଲକ୍ଷ୍ମଣ:-ଡ଼ା ସୁଶାନ୍ତ ମେହେର

 ବିଜେପୁର :- ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଖବର ମିଳିବା ମାତ୍ରକେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଲିଟିପାଲି ଗ୍ରାମରେ…

ବିଜେପୁର ଠାରେ ମା ଶ୍ୟାମାକାଲି ପୂଜା ଆରମ୍ଭ

ବିଜେପୁର :- ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ଦୁର୍ଗାମଣ୍ଡପ ଠାରେ ମାଁ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେଉଛି। ଆଜି ପବିତ୍ର ଚତୁର୍ଦ୍ଦଶୀ ତିଥିରେ ମହାସମାରୋହରେ ମାଁ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ, କର୍ତ୍ତା ଭାବେ ଜୟକୃଷ୍ଣ ଡନସନା ଦାୟିତ୍ଵ ତୁଲାଉଛନ୍ତି।…

କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ଠାରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଆୟୋଜିତ

ଘୁ.ଉଦୟଗିରି(ଦେବେନ୍ଦ୍ର ନାୟକ):କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ସଦର ମହକୁମା ଘୁ.ଉଦୟଗିରି ସ୍ଥିତ କଂଗ୍ରେସ ଆସ୍ଥାୟୀ କାର୍ଯ୍ୟଳୟ ଠାରେ ପ୍ରଥମ ଥର ପାଇଁ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର ଓ ଗୋପାଳ ପାତ୍ରଙ୍କ ମାର୍ଗଦର୍ଶନ ଓ ଯୁବନେତା ତଥା ଘୁ.ଉଦୟଗିରି ନଗର…

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

 ପଦ୍ମପୁର :- ଏକ ଚର୍ଚ୍ଚିତ ବ୍ୟକ୍ତିତ୍ଵ ସୁସାହିତ୍ୟିକ,ସୁବକ୍ତା, ସଙ୍ଗଠକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ,ଲେଖକ , କବି ତଥା ସିର୍ଜୀନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଏଵଂ ସର୍ବୋପରି ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସୁଖ୍ୟାତି ଅର୍ଜନ କରିଥିବା ଶିକ୍ଷକ ଶ୍ରୀ…

ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଶପଥ ପାଠ କରାଇଲେ ମୁଖ୍ୟ ଶାସନ…

ଭୁବନେଶ୍ୱର: ଭାରତର ସ୍ୱାଧୀନତା ସମୟରେ ଜାତୀୟ ସଂହତିରେ ପ୍ରମୁଖ ଅବଦାନ ରଖିଥିବା ‘ଲୌହ ମାନବ’ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ“ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରାଯାଉଛି । ଏହି ଦିବସ ଆମର ଏକତା, ଅଖଣ୍ଡତା ରକ୍ଷା ସହିତ ଦେଶର ନିରାପତ୍ତା ପ୍ରତି ବିପଦକୁ…

ସରୋଜିନୀ ସାହୁ ପାଇଲେ ୪୫ତମ ଶାରଳା ପୁରସ୍କାର

ତାନ୍‍ସେନ୍‍ ସିଂ ଓ ସୁଦର୍ଶନ ସାହୁଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’  ଭୁବନେଶ୍ୱର, ୩୦/୧୦: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ…