ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳିତ

ନବରଂଗପୁର ତା ୨.୧୧.୨୦୨୪ :ଅଶୋକ ସାହୁ, ଶାସକ ପ୍ରଶାସକ : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ପାଳିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଡାକ୍ତର ଦଳ ରିପୋର୍ଟ ଅନୁଯାୟୀ ଫୁଡ ପଏଜନିଙ୍ଗ ଯୋଗୁଁ ମୃତ୍ୟୁ ଘଟିଛି

ସମସ୍ତ ଆକ୍ରାନ୍ତ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ,ନିୟମିତ ଭାବେ ଚାଉଳ ପାଉଛନ୍ତି FILE PHOTO ଭୁବନେଶ୍ୱର, ୦୨/୧୧/୨0୨୪: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ…

ପ୍ୟାକ୍‌ସ ଓ ଲ୍ୟାମ୍ପସ୍‌ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଅର୍ଥ ମଞ୍ଜୁର

 ୮୮୫ଟି ପ୍ୟାକ୍‌ସ / ଲ୍ୟାମ୍ପସ୍ ପାଇଁ ୧୦୨, ୩୯, ୩୩, ୪୦୦/- ଟଙ୍କା ମଞ୍ଜୁର  ନିର୍ମାଣ ହେବ ୫୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଗୋଦାମଗୃହ ଓ ନିଜସ୍ୱ କାର୍ଯ୍ୟାଳୟ  ନୂତନ ପ୍ୟାକ୍‌ସ / ଲ୍ୟାମ୍ପସ୍ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ଦେଇପାରିବେ ପ୍ରସ୍ତାବ…

ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସାଧାରଣ ସଭା

ଖାଦ୍ୟଯୋଗାଣ କ୍ଷେତ୍ରରେ ଯୋଗାଣ ଅଧିକାରୀଙ୍କ ଭୂମିକାକୁ ପ୍ରଶଂସା କଲେ ମନ୍ତ୍ରୀ ଶ୍ରୀ ପାତ୍ର ଭୁବନେଶ୍ୱର,୦୨/୧୧/୨୦୨୪: ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଇଂଜିନିୟର୍ସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି…

ମଧ୍ୟାହ୍ନ ଭୋଜନରେ ଅନିୟମତା: ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର, ତା୦୨/୧୧/୨୦୨୪ରିଖ: ଆଜି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ଟୋଲକାନି ଅଞ୍ଚଳର ଝାଡ଼େଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶ୍ରୀମନ୍ତ କୁମାର ଦେହୁରୀଙ୍କୁ କାର୍ଯ୍ୟରୁ…

ସମ୍ ହସ୍ପିଟାଲ -୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ପାଳିତ

ଭୁବନେଶ୍ୱର, ନଭେମ୍ବର ୨: ଫୁଲନଖରା ସ୍ଥିତ ଜାତୀୟ ରାଜପଥ ୧୬ ନିକଟସ୍ଥ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨ ପକ୍ଷରୁ ଗତ ଅକ୍ଟୋବର ୨୯ ତାରିଖ ଦିନ ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ଉଦଯାପିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଡାକ୍ତର, ଫ୍ୟାକଲ୍ଟି…

ସମ୍ ହସ୍ପିଟାଲରେ ପେଡିଆଟ୍ରିକ୍ ର‌୍ୟୁମାଟୋଲୋଜିକୁ ନେଇ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ନଭେମ୍ବର ୧: ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗତ ଅକ୍ଟୋବର ୨୭ ତାରିଖ ଦିନ ଆୟୋଜିତ ପେଡିଆଟ୍ରିକ ର‌୍ୟୁମାଟୋଲୋଜି ଉପରେ ୩-ଦିନିଆ ୨୨ତମ ଜାତୀୟ ସମ୍ମିଳନୀ ( ଏନ୍‌ସିପିଆର୍‌-୨୦୨୪) ଉଦ୍‌ଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ସାରା ଦେଶରୁ…

ଅଲିଭ ରିଡଲେ ଙ୍କ ପ୍ରଜନନ ଋତୁ ଆରମ୍ଭ, ମାଛ ଧରା ଉପରେ କଟକଣା ଲାଗୁ କଲା ବନ ବିଭାଗ।

ଅସ୍ତରଙ୍ଗ/ଦୁଃଶାସନ ନାୟକ, ୧/୧୧, ପୁରୀ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ , ଅସ୍ତରଙ୍ଗ-କୋଣାର୍କ- ବ୍ରହ୍ମଗିରି-ପୁରୀ ସମୁଦ୍ରରୁ ମାଛ ନ ମାରିବା ଉପରେ ଜିଲ୍ଲା ମତ୍ସ୍ଯ ବିଭାଗ ଓ ବନବିଭାଗ ର ମିଳିତ ସହାୟତାରେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ନ ଧରିବା ପାଇଁ…

ହୋଟେଲ ନିୟୁ ମହାରାଜାର ବାର୍ଷିକ ଉତ୍ସବ ଅନୁଷ୍ଠିତ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ହୋଟେଲ ନିୟୁ ମହାରାଜାର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ହନୁମାନ ଚାଳିଶା ଯଜ୍ଞ ସହିତ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଛି। ପ୍ରୋପାଇଟର ସୁଶାନ୍ତ କୁମାର ସାହୁ ସମାଜର ମଙ୍ଗଳ ସାଧନ…