ବିଜେପୁର ବ୍ଲକ ଅଧକ୍ଷଙ୍କୁ ନେଇ ବିବାଦ

https://youtu.be/I0g09buz2LI ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଠାରେ ବିଜେଡି ନେତା ତଥା ବ୍ଲକ ଅଧକ୍ଷ ମୋତିଲାଲ ସାହୁଙ୍କୁ ବ୍ଲକ କାର୍ଯ୍ୟାଳୟ ମନା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଠାରେ କୋର୍ଟ ଉଦଘାଟନ ହେବାର ଥିଲା ସେହି ସମୟରେ ସ୍ଥାନୀୟ ବ୍ଲକ୍ ଅଧକ୍ଷ ପୂର୍ବତନ…

ବନ୍ଧୁକ ନିର୍ମାଣ କାରଖାନା ଉପରେ ଚଢ଼ାଉ : ନିର୍ମାଣ ସାମଗ୍ରୀ ଏବଂ ବନ୍ଧୁକ ଜବତ ସହ ଜଣଙ୍କୁ ଗିରଫ

ନୟାଗଡ଼ (ବିଶ୍ୱଜିତ ନାୟକ) :- ନୟାଗଡ଼ ସଦରଥାନା ପୁଲିସ ଏକ ବନ୍ଧୁକ ନିର୍ମାଣ କାରଖାନା ଉପରେ ଚଢ଼ାଉ କରି ନିର୍ମାଣ ସାମଗ୍ରୀ ଏବଂ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଦରଥାନା ମାଳିସାହି ଫାଣ୍ଡି ନିକଟସ୍ଥ ମାଳିସାହି ଗ୍ରାମର ବୀରବର ମହାରଣାଙ୍କ ପୁଅ କାବୁଲି…

ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. ୩୦.୧୦.୨୦୨୪ ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୪ ଅତିରିକ୍ତ ଜିଲ୍ଲାପାଳ (ସା) କଳାହାଣ୍ଡି ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା. ୩୦.୧୦.୨୦୨୪ କଳାହାଣ୍ଡି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ତିତ ସମ୍ମିଳନୀ ଗୃହରେ ପାଳନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ…

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୟାଗଡ଼ (ବିଶ୍ଵଜିତ ନାୟକ) :- ନୟାଗଡ଼ ସଦରଥାନା ଅଧିନସ୍ଥ ମାଳିସାହି ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ଅନୈତିକ ଭାବେ ଘରେ ପ୍ରବେଶ କରି ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି । ପକ୍‌ସୋ ଅଦାଲତ ବିଚାରପତି ମାନସ କୁମାର ପଣ୍ଡା ଏହି ରାୟ ଶୁଣାଇଛନ୍ତି ।…

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ ପଞ୍ଚମ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ଅନଷ୍ଠିତ ।

ଟିଟିଲାଗଡ଼ -( ଘନଶ୍ୟାମ ନାଗ) ଅଦ୍ୟ ତାରିଖ - 30/10/2024 ବୁଧବାର ଦିନ ଗୋଖୁରୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂ ସୁନା ଙ୍କ ଦ୍ଵାରା ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନଷ୍ଠିତ ହୋଇଥିଲା l ବୈଠକ…

ପଥ ମୋହତ୍ସବ ଗାୟତ୍ରୀ ମହାବିଦ୍ୟାଳୟର ସଫଳତା

ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବିଷୟକୁ ନେଇ ଉପଖଣ୍ଡ ସ୍ତରୀୟ ପଥ ଉତ୍ସବ ଏବଂ ୱାକେଥନ୍ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗାୟତ୍ରୀ ମହାବିଦ୍ୟାଳୟର ଏମ୍.ବି.ଏ ବିଭାଗର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ !

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଭଗବତ୍ ପାଟଣାର ଜଣେ ଷୋହଳ ବର୍ଷୀୟା ନାବାଳିକାକୁ ବେଲଗୁଣ୍ଠା ହାଟପଦାର ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିଥିବା ନେଇ ନାବାଳିକାର ମାଆ ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିଲେ I ଗତ 19 ତାରିଖରୁ ନାବାଳିକା ଜଣଙ୍କ କେଉଁଆଡ଼େ ନିଖୋଜ…

ବେଲଗୁଣ୍ଠାରେ ପଞ୍ଚମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଶିକ୍ଷା ବିଭାଗର ପାଠଚକ୍ର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ସ୍ୱାଇଁ, ରାଜନୀତି…