ପାଇକମାଳ ଅଂଚଳରେ ଘଟିଲା ଅମାନୁଷିକ ଘଟଣା, ଚାରି ବର୍ଷର ଝିଅକୁ ଧର୍ଷଣ କରି ମାରିଦେଇ ଜଙ୍ଗଲରେ ଫିଙ୍ଗି ଦେଲା ଜଣେ ଯୁବକ

ପାଇକମାଳ ୧୫।୧୧ : ପାଇକମାଳ ଅଞ୍ଚଳରେ ଘଟିଛି ଏକ ଅମାନୁଷିକ ଘଟଣା । ଜଣେ ଯୁବକ ଚାରି ବର୍ଷର ଝିଅ କୁ ଧର୍ଷଣ କରି ସାରି ମାରିଦେଇ ଜଙ୍ଗଲ ରେ ଫୋଫାଡ଼ି ଦେଇ ଥିବା ଘଟଣା ସାମ୍ନା କୁ ଆସିଛି। ପାଇକମାଳ ଥାନା ଅନ୍ତର୍ଗତ ସୋଢା ଗ୍ରାମରେ ଘଟିଛି ଏହି ଭଳି ଏକ ଘଟଣା । ପ୍ରାପ୍ତ ସୂଚନା ଅନୁଯାୟୀ…

ପାଇକମାଲ ବ୍ଲକରେ ଅଫିସର ମରୁଡି !!!

ବିଡ଼ିଓ ଙ୍କର ସୁନାମ କାରଣରୁ ଅଫିସର ଆସିବାକୁ ନାରାଜ, ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଉନ୍ନୟନ ମୂଳକ କାର୍ୟ୍ଯ !! ବରଗଡ଼ :-ସତରେ ପାଇକମାଲ ବ୍ଲକ ଜନସାଧାରଣ କଣ ପାପ କରିଛନ୍ତି? ପାଇକମାଲ ବ୍ଲକ ଅଫିସର ପତନ ଦେଖିଲେ ଏହା ହିଁ ଜଣା ପଡୁଛି । ସରକାର ଙ୍କ ପାଖରେ କର୍ମଚାରୀ ମାନଙ୍କ ଅଭାବ…

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: "ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ମୁଁ ଆଜି ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇ ସିଙ୍ଗାପୁର ଅଭିମୁଖେ ବାହାରିଛି। ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ Investors’ Meet। ମୋର ପୁରା…

ଆରମ୍ଭ ହେଲା କଟକ ବାଲିଯାତ୍ରା:୧୪ଟି ଦେଶର ଆମ୍ବାସାଡର ଓ ହାଇକମିଶନରଙ୍କ ଯୋଗଦାନ

ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ବାଲିଯାତ୍ରାର ବୈଶିଷ୍ଟ୍ୟ ରହିଛି କଟକବାସୀ ଯେପରି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି,ଯାହା ଆଜିକାଲି ଦେଖିବାକୁ ମିଳୁନାହିଁ ମହାନଦୀ ରିଭର ଫ୍ରଣ୍ଟ ବିକାଶ ପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଘୋଷଣା,…

ମାଆ ବୁଢାକେନ୍ଦୁଙ୍କ ଐତିହାସିକ ବାର୍ଷିକ ଉତ୍ସବ ; ଦେଢ଼ଲକ୍ଷ ଭକ୍ତଙ୍କ ସମାଗମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଘୁମୁସର ମାଟିର ଅନନ୍ୟ ଆରାଧ୍ଯ ଦେବୀ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଚଳିତ ବର୍ଷ ଅନୁକୂଳ ପାଗ ଏବଂ ଧାନ କଟା ଆରମ୍ଭ ହୋଇନଥିବାରୁ…

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ: ‘ଶିଶୁ ହସିଲେ ସମାଜ ହସିବ’

ସାରନଗରୀ,(ବସନ୍ତ କୁମାର ଜେନା): ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଂଟ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସପି ଅଫିସର ସଂଘର ସଭାପତି ଅବକାଶ…

କାର୍ତ୍ତିକ ପୁର୍ଣିମା ଉତ୍ସବ

ବିଜେପୁର :- ତାଳପଦର ବାବା ଧବଳେଶ୍ୱର ମନ୍ଦିର ପରିସରରେ ମନ୍ଦିର ଉନ୍ନୟନ କମିଟି ତରଫରୁ କାର୍ତ୍ତିକ ପୂର୍ଣ୍ଣମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କମିଟି ତରଫରୁ କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ମହା ପଞ୍ଚୁକ ଗୀତା ପାଠ, ଭଜନ କୀର୍ତ୍ତନ…

ନବମ ପଞ୍ଚକ ମହୋତ୍ସବ ଉଦଯାପିତ

ପୁରୀ,(ଅନିମେଶ ପଟ୍ଟନାୟକ): ବଡ଼ଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ୯ତମ ପଞ୍ଚକ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଶୁକ୍ରବାର ଚତୁର୍ଥ ଦିବସ କାର୍ତ୍ତିକ ପୂର୍ଣ୍ଣମୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା…

ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ରେ ମୁଖ୍ୟମନ୍ତ୍ରୀ ଙ୍କ ଯୋଗଦାନ

ଶିଳ୍ପ ସମୃଦ୍ଧ ପାରାଦ୍ଵୀପ ର ଅନ୍ତରାଳ ରେ ଥିବା ଐତିହାସିକ, ଆଧ୍ୟାତ୍ମିକ, ପୋରାଣିକ ଭାବମୂର୍ତ୍ତି ର ଗବେଷଣା ଆବଶ୍ୟକ: ମୁଖ୍ୟମନ୍ତ୍ରୀ ପାଇପ୍ ଯୋଗେ ଇନ୍ଧନ ଗ୍ୟାସ ପ୍ରକଳ୍ପ ଓ ୨୪.୮୯ କୋଟି ବ୍ୟୟ ଅଟକଳରେ ନିର୍ମିତ ତିନି ଲେନ୍ ବିଶିଷ୍ଟ ୫ ଶହ ମିଟର ଦୀର୍ଘ ଓ ଭାରୀ ଯାନ କ୍ଷମତା…

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ

ରାୟଗଡ: ଜାତୀୟ ପ୍ରେସ ଦିବସ ଉପଲକ୍ଷେ ରାୟଗଡ଼ ଜିଲ୍ଲା ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ସର୍କିଟ ହାଉସ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି, ନଭେମ୍ବର ୧୯୬୬ ମସିହାରେ ଜଷ୍ଟିସ ଜେ. ଆର. ମୁଦୋଲକରଙ୍କ ଅଧୀନରେ PCI କିମ୍ବା ପ୍ରେସ…