Sign in
Sign in
Recover your password.
A password will be e-mailed to you.
କ୍ରୟ ବ୍ୟବସ୍ଥା ରେ ସ୍ୱଛତା ଅବଲମ୍ବନ ହେଉ ,୨୦ରୁ ଧାନକ୍ରୟ ଆରମ୍ଭ
ବିଜେପୁର :-ବିଜେପୁର ବ୍ଳକ୍ର ବିଜେପୁର, ଏମ୍. ଶ୍ରୀଗିତା, ଲାଉମୁଣ୍ଡା, ବଡ଼ବାଉଁସେନ, ସାଇପାଲି, ତାଳପଦର ଆଦି ସମବାୟ ସମିତିଗୁଡ଼ିକ ମଣ୍ଡି ପ୍ରସ୍ତୁତ କରୁଥିବା ଜଣାପଡ଼ିଛିସାଟେଲାଇଟ୍ ସର୍ଭେ ରିପୋର୍ଟକୁ ନେଇ ଚିନ୍ତାରେ ଚାଷୀଛୋଟ ଧାନ ସଂପୂର୍ଣ୍ଣ ଅମଳ ହୋଇ ସାରିଥିବା ବେଳେ ବାହାଲରେ…
ରାଉରକେଲାରେ ବିର୍ସା ମୁଣ୍ଡା ଜୟନ୍ତି ପାଳିତ
ରାଉରକେଲା(ବସନ୍ତ କୁମାର ଜେନା) : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ବିର୍ସା ମୁଣ୍ଡା ଷ୍ଟ୍ୟାଚୁ କମିଟିର ମିଳିତ ଆନୁକୁଲ୍ୟ ରେ ବିର୍ସା ମୁଣ୍ଡା ଜୟନ୍ତି ଆଜି ରାଉରକେଲାରେ ପାଳିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆରଏସପିର ଭାରାପ୍ରାପ୍ତ ନିର୍ଦ୍ଦେଶକ ଅତନୁ…
ଏସି ଏସ ଟି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ।
ପଦ୍ମପୁର :- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବହୁ ଧୁମ ଧାମ ରେ ଧରତୀ ଆଵା ବିର୍ସା ମୁଣ୍ଡା ଜୟନ୍ତୀ ପଦ୍ମପୁର ସହର ରେ ପାଳିତ ହୋଇଯାଇଛି। ସଭାପତି ଭୋଜରାଜ ବାଗ ଙ୍କ ନେତୃତ୍ୱ ରେ ରାଜାଜି ଟାଉନ ହଲ ଠାରୁ ଏକ ବିରାଟ ବାଇକ ରେଲି ବାହାରି ପଦ୍ମପୁର…
ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଦେଶିଲ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍.ଏସ୍.ଡି) ଆଶ୍ରମଠାରେ ଅଭିଭାବକ ବୈଠକ ୨୦୨୪-୨୦୨୫
ଶାସକ ପ୍ରଶାସକ (ଘନଶ୍ୟାମ ନାଗ ): ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ଦେଶିଲ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍. ଏସ୍. ଡି) ଆଶ୍ରମ ଠାରେ ତା: ୧୫/୧୧/୨୦୨୪ ଶୁକ୍ରବାର ଦିନ ଅଭିଭାବକ ବୈଠକ ୨୦୨୪-୨୫ କାର୍ଯ୍ୟକ୍ରମ ଦେଶିଲ ଆଶ୍ରମ ସ୍କୁଲ ଏବଂ ଦେଶିଲ ଅନ୍ୱେଷା ହଷ୍ଟେଲର ଅଭିଭାବକ ବୈଠକ ଦେଶିଲ ଆଶ୍ରମ…
ରକ୍ତଦାନ ଶିବିରରୁ ୨୪ ୟୁନିଟ୍ ରକ୍ତ ସଂଗ୍ରହ
ପୁରୀ (ଅନିମେଶ ପଟ୍ଟନାୟକ): ପବିତ୍ର ଶିଶୁ ଦିବସ ଅବସରରେ ଦତ୍ତତୋଟା ସ୍ଥିତ କୌଟିଲ୍ୟ ଇନ୍ଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ୍ ଆଣ୍ଡ ସର୍ଭିଶେସ୍ ଓ ଅସ୍କବ୍ରିଜ୍ କମ୍ୟୁନିକେସନ୍ ସେଣ୍ଟର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରକୁ ଡିଏମ୍ଓ (ଏମଏସ) ତଥା…
ଶ୍ରୀ ଗୁରୁଭାଗବତ ଜନ୍ମ ଜୟନ୍ତୀ ପାଳିତ
ଗରଦପୁର, ତା- ୧୫/୧୧ - ଆଜି ପବିତ୍ର କାର୍ତିକ ପୁର୍ଣିମାରେ,ଗୁରଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଙ୍କ ଦ୍ବାରା ଲିଖିତ ଶ୍ରୀ ଗୁରୁ ଭାଗବତର ପବିତ୍ର ଗ୍ରନ୍ଥର ଜନ୍ମ ଉତ୍ସବ ରେ ତେଣ୍ଡାକୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ତରଫରୁ ଶ୍ରୀମତୀ ସୁଜାତା…
ମହାନ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,୧୫ /୧୧/୨୦୨୪:ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ମହାନ ବିପ୍ଳବୀ ଶହୀଦ ବିର୍ସ। ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସକାଳ ୯ ଘଟିକା ସମୟରେ ଭୁବନେଶ୍ଵରର ଜାଭିଅର ମାର୍ଗ, ମୈତ୍ରୀ ବିହାରସ୍ଥିତ ମହାନ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
ଶୈଳବାଳା ମହିଳା କଲେଜର ଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର ନଭେମ୍ବର,୧୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଚାଳିତ ମହାବିଦ୍ୟାଳୟର ଗୃହ ବିଭାଗ ସ୍ନାତକୋତର ଛାତ୍ରୀମାନଙ୍କ ପାଇଁ ନଭେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ…
ତାଳପଦର ରାଜସ୍ବନିରୀକ୍ଷକ କାର୍ଯ୍ୟଳୟ ରୁ ଚୋରି
ବିଜେପୁର :-ସୁଶାନ୍ତ ସାହୁ ବିଜେପୁର ଥାନା ଅଞ୍ଚଳରେ ଏବେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ମଙ୍ଗଳବାର ରାତିରେ ତାଳପଦର ଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ସୂଚନା ମିଳିଛି। କାର୍ଯ୍ୟାଳୟ ଭିତରେ ଥିବା ଇନ୍ଭାଇଟର,…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡାରେ ମାସିକ ରୁତୁସ୍ରାବ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ତାଲିମ କାର୍ଯ୍ୟକ୍ରମ
ଝାରସୁଗୁଡା: ଭାରତର ଆଲୁମିନିୟମର ବୃହତ୍ତମ ଉତ୍ପାଦକ,ବେଦାନ୍ତ ଆଲୁମିନିୟମ, ପରିବେଶ ଅନୁକୂଳ ରୁତୁସ୍ରାବ ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଏବଂ ନିରନ୍ତର ସ୍ୱଚ୍ଛତା ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ “ଜିରୋ ମାସିକ ବର୍ଜ୍ୟବସ୍ତୁ” ଉପରେ ଏକ ସମ୍ପ୍ରଦାୟ-କେନ୍ଦ୍ରିତ ତାଲିମ ଅଧିବେଶନ ଆୟୋଜନ…