Sign in
Sign in
Recover your password.
A password will be e-mailed to you.
ଉର୍ଜାବାନ ଓଡ଼ିଶା ଓ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ମିଳିତ ରକ୍ତଦାନ ଶିବିର ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ) : ରକ୍ତଦାନ ମହତ ଦାନ ବୋଲି ଆଧାର କରି ସମାଜ ତିଷ୍ଠି ରହିଛି ଚିରକାଳ। ଏକଥା କୁ ଆଧାର କରିବା ସହ ଲୋକଙ୍କୁ ରକ୍ତଦାନ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉର୍ଜାବାନ ଓଡ଼ିଶା ଟ୍ରଷ୍ଟ ଓ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ହୋଟେଲ ବେନ୍ ସନ୍,…
ନାବାଳିକା କୁ ଦୁର୍ଷ୍କର୍ମ କରି ହତ୍ୟା ଘଟଣା।: ପଦ୍ମପୁରରେ ବିଧାୟିକା ବର୍ଷା ସମେତ ବରିଷ୍ଠ ନାରୀନେତ୍ରୀ ପହଞ୍ଚିଲେ…
ପଦ୍ମପୁର,୧୭/୧୧/୨୦:- ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ସୋଢ଼ା ଗ୍ରାମର ନାବାଳିକା କୁ ଦୁର୍ଷ୍କର୍ମ ପରେ ହତ୍ୟା ଘଟଣା ପରେ ଆଜି ପୀଡ଼ିତା ପରିବାର ଘରକୁ ପହଞ୍ଚିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସମେତ ବିଜେଡ଼ି ର ବରିଷ୍ଠ ନାରୀନେତ୍ରୀ ଗଣ । ମୃତ ନାବାଳିକା ର ମାତା,ପିତା…
ପଦ୍ମପୁର ରେ ପଶ୍ଚିମ ଓଡିଶା ବାର୍ତ୍ତା ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
:ପଦ୍ମପୁର:- ପଶ୍ଚିମ ଓଡିଶା ବାର୍ତ୍ତା ର ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପଦ୍ମପୁର ଉଦୟନାଥ ଫର୍ନିଚର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଡିଲେଶ୍ଵର ବାଗ ଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା…
ଓଡିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଖସିଲା ପାରଦ ବଢ଼ିଲା ଶୀତ
ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି, ତାପମାତ୍ରା ୯ଡିଗ୍ରୀ ରେକର୍ଡ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଓଡିଶା. ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି ଅଞ୍ଚଳରେ ଆଜି ପ୍ରବଳ…
ଘୁ. ଉଦୟଗିରି କଂଗ୍ରେସ ତରଫରୁ ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ,
ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ପ୍ରଦାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଘୋଷଣା ଦାବୀରେ ଆନ୍ଦୋଳନ କରିବ କଂଗ୍ରେସ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କତିଙ୍ଗିଆ ଠାରେ ବ୍ଲକ ଓ ଏନଏସିର ଯୁବକମାନଙ୍କୁ ନେଇ…
ଘୁ.ଉଦୟଗିରି “ପ୍ରେସ କ୍ଲବ” ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି I ନିରବଛିନ୍ନ, ନିସ୍ଵାର୍ଥପର, ନିର୍ଭିକ ଭାବେ ଖବର ପ୍ରକାଶିତ କରିବା ଜଣେ ସାମ୍ବାଦିକଙ୍କ ପ୍ରକୃତ କର୍ତ୍ତବ୍ୟ I ଗଣମାଧ୍ୟମ ପ୍ରତିନଧି ଭାବେ ସମାଜର ମଙ୍ଗଳ କରିଥାଏ ଜଣେ ଖବରଦାତା I…
କାର୍ତ୍ତିକ ପୂର୍ଣ୍ଣିମାରେ ଭଜନ ସନ୍ଧ୍ୟା : ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀଙ୍କ ଭଜନ ପରିବେଷଣ
https://youtu.be/hQY0WzlSX8o
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାରଳା କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଭଜନ ସନ୍ଧ୍ୟା ରେ ଓଡିଶା…
ପଦ୍ମପୁର ପ୍ରିଣ୍ଟ ମିଡିଆ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।
ପଦ୍ମପୁର :- ସ୍ଥାନୀୟ ହୋଟେଲ ଚାନ୍ସେଲର ଠାରେ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି କିରଟି ସାହୁ ଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ରତ୍ନମଣି ଶତପଥୀ, ପ୍ରଦୀପ୍ତ କିଶୋର ଦାଶ ଅତିଥି ଭାବେ ଯୋଗଦେଇଥିଲେ। ବକ୍ତା ଭାବେ ବିଷ୍ଣୁ…
ଝାରବନ୍ଧରେ ଜାତୀୟ ପ୍ରେସ ଦିବସ ପାଳନ
ଝାରବନ୍ଧ -ମନୋହର ଦାଶ: ଝାରବନ୍ଧ ସାମ୍ବାଦିକ ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଗଣିତ ଗଣମାଧ୍ୟମ ଓ ତାର ପ୍ରତିନିଧିମାନେ ସର୍ବଦା ସମାଜର ହିତରେ କାର୍ଯ୍ୟରତ ରହୁଛନ୍ତି।ଅନେକ ଘାତ ପ୍ରତିଘାତରେ ସତ୍ୟକୁ ଲୋକଲୋଚନକୁ ଆଣୁଛନ୍ତି।କ୍ରମଶଃ…
କଳିଙ୍ଗ ବାଲିଯାତ୍ରା ୨୦୨୪ ର ତୃତୀୟ ସନ୍ଧ୍ୟା
ଜଗତସିଂହପୁର,ତା-୧୬.୧୧.୨୦୨୪/ସୁମନ୍ତ କୁମାର ଦାସ: ଆଜି କଳିଙ୍ଗ ବାଲିଯାତ୍ରା ର ତୃତୀୟ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ,ପାରାଦୀପ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…