Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଠାରେଧରତିଆବା ଭଗବାନ ବିର୍ସା ମୁଣ୍ଡା ଙ୍କର ୧୫୦ ତମ ଜନ୍ମ ବାର୍ଷିକା ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜନଜାତୀୟ…
ନବରଙ୍ଗପୁର ତା. ୧୫ .୧୧ .୨୦୨୪, ଅଶୋକ ସାହୁ, ଶାସକ ପ୍ରଶାସକ,: ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆଠାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ସ୍ଵାଧୀନତା…
ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଵାଧୀନତା ସଂଗ୍ରାମୀ ସହିଦ ବିର୍ସାମୁଣ୍ଡା ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନର ଅବସରରେ ଜିଲ୍ଲା…
କାର୍ତ୍ତିକ ପୂର୍ଣ୍ଣମୀ ରେ ଭଞ୍ଜନଗର ଅନେକ ଦେବାଳୟ ଜନାରଣ୍ୟ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ମହାନ୍ ଦିବସ ରେ ଭଞ୍ଜନଗର ସହରର ଶ୍ରୀଶ୍ରୀ ରଘୁନାଥ ସ୍ଵାମୀ ମନ୍ଦିର ସହିତ ଏହାର ଆଖପାଖ ଅଞ୍ଚଳ ଯଥା କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର, ବାଗଦେଵୀ ମନ୍ଦିର, ସ୍ୱପ୍ନେଶ୍ଵର ମନ୍ଦିର ଇତ୍ୟାଦି ରେ ଭରୁ ଭରୁ ଦିଅଁ ଦର୍ଶନ…
ପୋଡ଼ାପାଡ଼ି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ !!!
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପାଡି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ତା ୧୫/୧୧/୨୦୨୪ ରିଖ ଶୁକ୍ରବାର ଦିନ ପ୍ରତ୍ୟୁଷ ୦୭ ଘଟିକା ରୁ ନାମଯଜ୍ଞ ଆରମ୍ କରାଯାଇ ଅଛି। ପାହାନ୍ତିଆ ନଗର କୀର୍ତ୍ତନ ସହିତ…
ମଝି ନଇ ରେ ଫସିଲା ବୋଟ, ସୁରକ୍ଷିତ ଭାବେ ଉଦ୍ଧାର ।
ବାସୁଦେବପୁର- ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଚୂଡ଼ାମଣି ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଗର ସାଥୀ ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ପରି ସକାଳୁ ସକାଳୁ ସାଧବ ପୁଅ ମାନେ ବୋଟ ରେ ଯାଇ ଭ୍ରମଣ କରି ଫେରି ଆସି ଥିଲେ। ପ୍ରତି ବର୍ଷ ପରି…
ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବେତଡା ବଜାର ରେ ଏକ ଦୁଃଖ ଦାୟକ ଘଟଣା ଗୁରୁବାର ଅପରାହ୍ନ ରେ ଘଟି ଯାଇଛି। ସ୍ବାମୀ ବଳରାମ ନାୟକ ଓ ସ୍ତ୍ରୀ ଯଶୋଦା ନାୟକ ସାଇକେଲ ଯୋଗେ ଆସୁଥିବା ବେଳେ ଏକ ଆଇରନ ଟ୍ରକ ଧକ୍କା ଦେଇ ଥିଲା। ଫଳ ରେ ସ୍ତ୍ରୀ ଯଶୋଦା ନାୟକ…
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାମାଜିକ ସେବା ଶିବିର
ବେଲଗୁଣ୍ଠା - (ଶିବରାମ ଚୌଧୁରୀ )- ରିଖ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ମୁଖ୍ୟ ଫାଟକ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୁଢାକେନ୍ଦୁ ଯାତ୍ରାକୁ ଆସିଥିବା ଶ୍ରଦ୍ଧାଳୁ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳଦାନ ଶିବିର ଅନୁଷ୍ଠିତ…
ପାଇକମାଲ କୁବେର ସାଇ ର ବୋଇତ ବନ୍ଧାଣ ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ ।।
ପଦ୍ମପୁର:- ପଦ୍ମପୁର ଉପଖଣ୍ଡ ପାଇକମାଲ କୁବେର ସାଇ ର ବୋଇତ ବନ୍ଧାଣ ସହ ବାର୍ଷିକ ଉତ୍ସବ ସାଲେପାଲି ଡ୍ୟାମ ଶିବ ମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳୁ ପାଇକମାଲ କୁବେର ସାଇ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପ୍ରଥମେ ସାଲେପାଲି ଖଣ୍ତିଝରଣ ଡ୍ୟାମରେ ବୋଇତକୁ ପୂଜା…
ନୃସିଂହନାଥରେ କାର୍ତ୍ତିକ ମେଳା ଉଦଯାପିତ ।।
ପଦ୍ମପୁର:- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପାଞ୍ଚ ଦିନ ଧରି ଚାଲିଥିବା ପଞ୍ଚୁକ ବୁଡ ଶେଷ ସହ କାର୍ତ୍ତିକ ମେଲା ଶୁକ୍ରବାର ଦିନ ଉଦଯାପିତ ହୋଇ ଯାଇଛି । ପଞ୍ଚୁକ ପାଞ୍ଚ ଦିନ ଯାକ ଏଠାରେ ମାଁ ଉଭଣୀ ମାନେ ଶହଶହ ସଂଖ୍ଯାରେ ଏକତ୍ରିତ ହୋଇ ଭୋର ରୁ ଝରଣାରେ ଗାଧୋଇ…
ରାମାୟଣ ନବାହ ପାରାୟଣ ଉଦଯାପିତ ।।
ପଦ୍ମପୁର :- ପଦ୍ମପୁରର ହନୁମାନପଡା ସ୍ଥିତ ହନୁମାନଙ୍କ ମନ୍ଦିର ପ୍ରାଙ୍ଗଣର କାଳୀମଣ୍ଡପ ରେ ନଅଦିନ ଧରି ଚାଲିଥିବା ରାମାୟଣ ନବାହ ପାରାୟଣ ମହାସମାରୋହ ରେ ଉଦଯାପିତ ହୋଇଯାଇଛି। ବ୍ୟାସକାର ଶ୍ରୀ ନାରାୟଣ ଓଝା ଓ ତାଙ୍କର ସାଥୀଙ୍କ ଦ୍ଵାରା ଅତି ସୁନ୍ଦର ଉପସ୍ଥାପନା ଏକ ଭକ୍ତିମୟ ପରିବେଶ ସୃଷ୍ଟି…