Sign in
Sign in
Recover your password.
A password will be e-mailed to you.
ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଭୁବନେଶ୍ୱର, ୩୦ ଜୁଲାଇ: ସମାଜର ହିତ ସାଧନକୁ ଦୃଷ୍ଟିରେ ରଖି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, କ୍ୟାମ୍ପସ -୧ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ଗୁରୁବାର ଏକ ବିଶାଳ ନିଶୁଳ୍ପ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି ।ଆଇଏମ୍ଏସ ଆଣ୍ଡ ସମ!-->!-->!-->…
ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜା କୁ ଆଜୀବନ କାରାଦଣ୍ଡ ଆଦେଶ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନ ଜରଡା ଥାନା ଅନ୍ତର୍ଗତ ଚୁଢିଆଲାଂଜି ଗ୍ରାମରେ ଗତ ୨୦୨୪ ମସିହାରେ ଘଟିଥିବା ମା ଓ ପୁଅ ହତ୍ୟା ଘଟଣାର ଶୁଣାଣି କରି ମାନ୍ୟବର ଓପିଆଇଡି ଅଦାଲତ ବିଚାରପତି ୩୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତ ଡି ଗୁନାମା ରେଡି!-->…
ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ (ଗଜପତି ଶାଖା) ପକ୍ଷରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆଡ଼ମ୍ବର ସହକାରେ!-->…
ଯୋଗର ଯୁଗଦ୍ରଷ୍ଟା ପୂଜ୍ୟ ପ୍ରକାଶ ଲାଲ ଜୀଙ୍କ ୧୭ତମ ପୁଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱରତା-୩୦.୦୭.୨୦୨୬:ଯୋଗର ଯୁଗଦ୍ରଷ୍ଟା, ଭାରତୀୟ ଯୋଗ ସଂସ୍ଥାନର ପ୍ରତିଷ୍ଠାତା , ପୂଜ୍ୟ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ୧୭ତମ ପୁଣ୍ୟତିଥି (ସ୍ମୃତି ଦିବସ) ଅବସରରେ ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶାର ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାର!-->!-->!-->…
ଶିଶୁ ସୁରକ୍ଷା କର୍ମୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା ଉପରେ କ୍ଷମତା ବିକାଶ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ଓ ଆସୋସିଏସନ୍ ଫର୍ ରୁରାଲ୍ ଅପଲିଫ୍ଟମେଣ୍ଟ ଆଣ୍ଡ ନ୍ୟାସନାଲ୍ ଏଲିଜିଏନ୍ସ ( ଅରୁଣା), ବ୍ରହ୍ମପୁରର ସହଯୋଗରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୨ ରେ “ଶିଶୁ ସୁରକ୍ଷା!-->!-->!-->…
ଏମ୍ ଏମ୍ ସି ମେଡିକାଲ ଠାରେ ପଞ୍ଚାୟତ ସମିତି ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ଜି ଉଦୟଗିରି,୨୯/୦୭(ଅବନୀ କୁମାର ପ୍ରଧାନ): ଜି ଉଦୟଗିରି ନିକଟସ୍ଥ ଏମ୍ ଏମ୍ ସି ମେଡିକାଲ ଠାରେ ପଞ୍ଚାୟତ ସମିତି ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଅଛି।ବ୍ଲକ୍ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି!-->…
ସ୍ବର୍ଗତ ଶିକ୍ଷକଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା
ବେଲଗୁଣ୍ଠା, ୨୯/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ଠାରେ ପ୍ରିୟ, ଆଦରଣୀୟ ଓ ସ୍ନେହଶୀଳ ଶିକ୍ଷକ ସ୍ୱର୍ଗତ ବିଶ୍ୱଜିତ ନାୟକ ଙ୍କ ଅକାଳ ବିୟୋଗରେ ଆୟୋଜିତ ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଉକ୍ତ ସ୍ମୃତିସଭା ଅପରାହ୍ନ ୨ଟା!-->…
ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ
ନବରଙ୍ଗପୁର ତା ୨୯.୭.୨୦୨୬:ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଉପ-ସଚିବ ଜିତେନ୍ଦ୍ର କୁମାର ପାତ୍ର ଆଜି ନବରଙ୍ଗପୁର!-->!-->!-->…
ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ
https://youtu.be/cXdMdfCOFWM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଷାଢ ପୂର୍ଣ୍ଣିମା ରେ ପ୍ରଭୁ ଜଗନ୍ନାଥଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ।ମହିଳା!-->!-->!-->!-->!-->…
ତିର୍ତ୍ତୋଲ ରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
ଜଗତସିଂହପୁର, ତା ୨୯/୦୭/୨୬: ଲଘୁଚାପଜନିତ ବର୍ଷା ରେ ସମଗ୍ର ଓଡ଼ିଶା ପ୍ରଭାବିତ ହୋଇଛି। ଗତ ୨୬ ତାରିଖ ରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।ଏପରି ସ୍ଥିତି ରେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ!-->…