ପ୍ରବୀଣ ଶିକ୍ଷାବିତ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଓ ପ୍ରବଚନ କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୧୩.୧୨.୨୦୨୪/ସୁମନ୍ତ କୁମାର ଦାସ: ପ୍ରବୀଣ ଶିକ୍ଷାବିତ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ଚତୁର୍ଦଶାହ ଉପଲକ୍ଷ୍ୟେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ପ୍ରବଚନ କାର୍ଯ୍ୟକ୍ରମ ପ୍ରଫୁଲ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି I ପାଠାଗାରର ସଭାପତି ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…

ନିଶା ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆଜି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବକ୍ତୃତା , ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ l

ପଦ୍ମପୁର :- ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ର ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଞ୍ଚଦିବସୀୟ ସଂକଳ୍ପ ତାଲିମ ଶିବିର ର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ସଂସ୍କାର ପ୍ରହସନ

କୁଚିଣ୍ଡା (ଲିପନ ନାଏକ ): ଜମନକିରା ବ୍ଲକ ସର୍ଡ଼l ପଞ୍ଚାୟତ ଏକ ଆଦିବାସୀ ଅଞ୍ଚଳ ଏହି ଅଞ୍ଚଳ ଜମନକିରା ରୁ ପ୍ରାୟ ୧୦ କିଲୋମିଟର ଘଞ୍ଚ ଜଙ୍ଗଲରେ ରହିଛି। ଏହି ଅଞ୍ଚଳ ର ଜନସାଧାରଣ ଙ୍କ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରହିଛି ଓ ସମନ୍ୱିତ…

ବର୍ଣ୍ଣାଳୀ ତାଲିମ ଶିବିର ଉଦଘାଟିତ

ସୁବର୍ଣ୍ଣପୁର,୧୩/୧୨/୨୦୨୪ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ବ୍ଲକ ସ୍ତରୀୟ ବର୍ଣ୍ଣାଳୀ ତାଲିମ ଶିବିର ଉଦଘାଟିତ ହୋଇଯାଇଛି l ତିନି ଦିନ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ କୁ…

ଗୁଣୁପୁର ସଦର ଗୁଣୁପୁର ଫୋରେଷ୍ଟ ବିଭାଗ ଏବଂ ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ବନ୍ୟ ପ୍ରାଣୀ ସୁରକ୍ଷା ଏବଂ ବନ୍ୟ…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ସଦର ଗୁଣୁପୁର ଫୋରେଷ୍ଟ ବିଭାଗ ଏବଂ ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ବନ୍ୟ ଆଇନ ଏବଂ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଉପରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଅତିରିକ୍ତ ଜିଲ୍ଲା…

ଦୁରଦର୍ଶନ କଣ୍ଠଶିଳ୍ପୀ ଭାବେ ଦିଲ୍ଲୀରୁ ସିକୃତି ଲାଭକଲେ ଡଃ ଚନ୍ଦନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: -ସ୍ଥାନୀୟ ଅଞ୍ଚଳର ପ୍ରଶିଦ୍ଧ କଣ୍ଠଶିଳ୍ପୀ ତଥା ଭେଷଜ ଡାକ୍ତର ଚନ୍ଦନ ଗନ୍ତାୟତ ଦୁରଦର୍ଶନ କଣ୍ଠଶିଳ୍ପୀ ଭାବେ ଦିଲ୍ଲୀ ରୁ ସିକୃତି ଲାଭ କରିଛନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ର ରୁ ଆୟୋଜିତ ଜାତୀୟ ସ୍ତରୀୟ ଅଡିସନ୍ ରେ ଭାଗନେଇ ସେ କୃତକାର୍ଯ୍ୟ…

ସୋଆ ଆଇଏଏସ୍ ପକ୍ଷରୁ ମାର୍ଗଶିରର ମହକ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର,୧୩/୧୨ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ସାମାଜିକ ଓ ସାଂସ୍କୃତିକ ଶାଖା ‘ କ୍ରିଏଟିଭୋ’ ପକ୍ଷରୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାସ୍ନା ସମ୍ମିଳିତ ଅଭିନବ କାର୍ଯ୍ୟକ୍ରମ ‘ମାର୍ଗଶିରର ମହକ’ର ଦ୍ୱିତୀୟ ଭାଗ ଗୁରୁବାର…

ଡିଜିଟାଲ୍ ପରିବର୍ତନ ଯୋଗୁଁ ସବୁ କ୍ଷେତ୍ରରେ ବିକାଶ ହେବ

ଭୁବନେଶ୍ୱର, ଡିସେମ୍ବର ୧୨: ୨୦୩୬ ସୁଦ୍ଧା ଓଡ଼ିଶା ଅର୍ଥନୀତି ୫୦୦ ମିଲିୟନ୍ ଡଲାରରେ ପହଂଚିବାର ଲକ୍ଷ୍ୟ ରହିଥିବା ବେଳେ ଏଥିପାଇଁ ସବୁ କ୍ଷେତ୍ରରେ ବିକାଶ ଆଣିବା ନିମନ୍ତେ ଡିଜିଟାଲ୍ ପରିବର୍ତନର ଆବଶ୍ୟକତା ରହିଛି ବୋଲି ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଏକ ଜାତୀୟ…

ଆରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୧୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍)ରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆନ୍ତର୍ଜାତିକ କୃଷି ପାଣିପାଗ ପରିଷଦର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ ମୁଖ୍ୟ…