ଡଃ ଦାମୋଦର ସାହୁଙ୍କ ମାତୃ ବିୟୋଗ ।

ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଗୋପିନାଥ ସାହିର ମୂଳ ବାସିନ୍ଦା, ପ୍ରବାସୀ ଭାରତୀୟ ,ମୁଳିଆ ସ୍ମାରକୀ ବୃତ୍ତି ଓ ଡାଟା ସେଫ୍ ଗାର୍ଡ କମ୍ପାନୀର ସହ ପ୍ରତିଷ୍ଠାତା ଡଃ ଦାମୋଦର ସାହୁଙ୍କ ମାତା ଗୁରୁବାରୀ ସାହୁଙ୍କ ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ଗୁରୁବାରୀଙ୍କୁ ୮୨ ବର୍ଷ ବୟସ…

ଉଦ୍ଘାଟନ ପୂର୍ବରୁ ନୂତନ ଥାନା ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଡିଆଇଜି

ଅସ୍ତରଙ୍ଗ/ଦୁଃଶାସନ ନାୟକ : ବହୁ ପ୍ରତିକ୍ଷା ର ଅନ୍ତଘଟିଛି, ଉଦ୍ଘାଟନ ହେବାକୁ ଯାଉଛି ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା l ଅନେକ ଦିନ ଆଗରୁ ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା ନିର୍ମାଣ ସରିବା ପରେ ତାହା ହିଁ କାର୍ଯ୍ୟକ୍ଷମ ହେଇପାରୁନଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର…

ପୋଖରୀରେ ପଡ଼ିଗଲା ଆଇରନ ବୋଝେଇ ଟ୍ରକ।

ବାସୁଦେବପୁର - ପ୍ରତିଦିନ ବାସୁଦେବପୁର ବଜାର ମୁଖ୍ୟ ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଆଇରନ ବୋଝେଇ ଟ୍ରକ ଧାମରା ଅଭିମୁଖେ ଯିବା ଆସିବା କରୁଛି। ପ୍ରତି ବର୍ଷ ବହୁ ମୂଲ୍ୟବାନ ଜୀବନ ଯିବା ସହ ଅନେକ ଆହତ ମଧ୍ୟ ହେଉଛନ୍ତି। ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ରୁ ଧାମରା…

ଓଷ୍ଟା ପକ୍ଷ ରୁ ୪୧ ତମ ବାର୍ଷିକ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ।

 ବାସୁଦେବପୁର - ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷ ରୁ ବାସୁଦେବପୁର ରେ ବ୍ଲକ୍ ସ୍ତରୀୟ ୪୧ ତମ ବାର୍ଷିକ ଶିଶୁ ମହୋତ୍ସବ ୨୦୨୪ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ରେ ବେଲସାଉଁଳି ଆ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଟିତ ହୋଇ…

ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍ ସମ୍ ହସ୍ପିଟାଲ୍‌ରେ ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗ ପକ୍ଷରୁ ଶନିବାର ଦିନ ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍‌’ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ‘ପ୍ରଥମ ସୋଆ ରେନାଲ୍…

ସୋଆ ଓ ମାଲା ରେଡି ବିଶ୍ୱବିଦ୍ୟାପୀଠ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ଡିସେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ହାଇଦ୍ରାବାଦ ସ୍ଥିତ ମାଲା ରେଡି ବିଶ୍ୱବିଦ୍ୟାପୀଠ ମଧ୍ୟରେ ଶୁକ୍ରବାର ଦିନ ଏଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ଏହି ବୁଝାମଣା ପତ୍ର ଅନୁଯାୟୀ ସୋଆ ଓ ଏମ୍‌ଆର୍‌ଭି ସହଯୋଗ ଭିତିରେ ଶିଳ୍ପ ଜଗତର…

ଜଟିଳ ରୋଗରେ ପୀଡ଼ିତ ରୋଗୀଙ୍କୁ ସୁସ୍ଥ କରିବା ନିମନ୍ତେ ଫିଜିଓଥେରାପି ଏକ ବଡ଼ ମାଧ୍ୟମ: ବିଶେଷଜ୍ଞ

ସୋଆରେ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀ ଉଦ୍‌ଘାଟିତ ଭୁବନେଶ୍ୱର, ଡିସେମ୍ବର ୧୪: ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କେବଳ ଔଷଧ ବା ଅସ୍ତ୍ରୋପଚାର ନୁହେଁ ଫିଜିଓଥେରାପି ସେମାନଙ୍କୁ ସୁସ୍ଥ କରିବା ନିମନ୍ତେ ଏକ ବଡ଼ ମାଧ୍ୟମ ବୋଲି କହିଛନ୍ତି ଓଡ଼ିଶାର ମେଡିକାଲ୍ ଏଜୁକେସନ୍ ଆଣ୍ଡ…

ବ୍ୟାଙ୍କ ଅଫ ମହାରାଷ୍ଟ୍ର, ନବରଙ୍ଗପୁର ଶାଖା, କୋଷlଦକ୍ଷ ସାମ୍ବାଦିକଙ୍କୁ ବ୍ୟାଙ୍କ ପରିସରରେ ଗାଳିଗୁଲଜ ଓ ଦୁବ୍ୟବହାର…

, ଥାନାର ଦ୍ଵାରସ୍ତ ହେଲା, ନବରଙ୍ଗପୁର ଜିଲ୍ଲା, ଓ. ୟୁ. ଡବ୍ଲୁ. ଜେ, ସାମ୍ବାଦିକ ସଂଙ୍ଘ. ନବରଙ୍ଗପୁର, ଶାସକ ପ୍ରଶାସକ,14.12.2024:ବ୍ୟାଙ୍କ ଅଫ ମହାରାଷ୍ଟ୍ର ନବରଙ୍ଗପୁର ଶାଖା କୋଷାଦକ୍ଷ ଶ୍ରୀ ସତ୍ୟପ୍ରିୟ ପ୍ରଧାନ ଗତ 30.11.2024,ମଧ୍ୟ୍ୟlନ୍ନ ପ୍ରାୟ 12.ଘ ସମୟରେ, ନବରଙ୍ଗପୁର ଜିଲ୍ଲା…

ସ୍ୱିଚ୍ ମୋବିଲିଟି ପକ୍ଷରୁ ଦୁଇ ନୂଆ ଇଲେକ୍ଟ୍ରିକ୍ ବସ୍ ଇଆଇଭି୧୨ ଓ ଇ୧ର ଶୁଭାରମ୍ଭ

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍ର ଅଂଶ ଅଶୋକ ଲେଲ୍ୟାଣ୍ଡର ସହାୟକ ସଂସ୍ଥା ସ୍ୱିଚ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଦୁଇଟି ଲୋ ଫ୍ଲୋର୍ ଇଳେକ୍ଟ୍ରିକ୍ ବସ୍ ସ୍ୱିଚ୍ ଇଆଇଭି୧୨କୁୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଭାରତର ପ୍ରଥମ ଲୋ ଫ୍ଲୋର୍ ସିଟି ବସ୍ ଯେଉଁଥିରେ ଚେଚିସ୍ ମାଉଂଟେଡ୍ ବ୍ୟାଟେରି…

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନି ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ଗ୍ରାଣ୍ଡ ଫିନାଲେ

- ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ - ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ - ଭାଗନେଲେ ୩୦ ଜିଲ୍ଲାର ୭୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର, ୧୩/୧୨: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନି ପ୍ରତିଭା ଅନ୍ୱେଷଣ…