ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନି ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ଗ୍ରାଣ୍ଡ ଫିନାଲେ

- ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ - ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ - ଭାଗନେଲେ ୩୦ ଜିଲ୍ଲାର ୭୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର, ୧୩/୧୨: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନି ପ୍ରତିଭା ଅନ୍ୱେଷଣ…

ବ୍ଲକସ୍ତରୀୟ ଲୋକ କଳା ଓ ସଂସ୍କୃତିର ମହାପର୍ବ ଚଇତି ଅନୁଷ୍ଠିତ

କୋଲନରା : ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଲୋକ କଳା ଓ ସଂସ୍କୃତିର ମହାପର୍ବ ଲୋକ ମହୋତ୍ସବ ଚଇତି ୨୦୨୪ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କୋଲନରା ଧବଳେଶ୍ବର ଙ୍କ ମନ୍ଦିର ନିକଟରେ ଚିର ସ୍ରୋତା କୋଳ ନାଳରୁ ପୂଜାବିଧି ସହ ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡିଙ୍ଗି ପବିତ୍ର…

ଦଶପୁର ବଜାର ପଡ଼ିଆର ଜଣେ ଝୁଲନ୍ତା ମୃତ୍ୟୁ ଦେହ ଜବତ : ହତ୍ୟା ସନ୍ଦେହ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ପୋଲିସ୍ ଫାଣ୍ଡି ଅଧୀନରେ ଥିବା ଦଶପୁର ବଜାର ପଡ଼ିଆରେ ଏକ ବର ଗଛ ମୂଳେ ଏକ ଝୁଲନ୍ତା ମୃତୁ ଦେହ ଉଦ୍ଧାର କରିଛି ଦସପୁର ଫାଣ୍ଡି ପୋଲିସ୍, ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ, ଝସ…

ଜନଜାତୀୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ.

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ମାଇ ଭାରତ ଓ CRPF ୬୪ ବେଟାଲିଆଁନଙ୍କ ମିଲିତ ଉଦ୍ୟମରେ ୧୬ତମ ଜନଜାତିୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର…

ତେଲ ନଦୀକୁ ମାଛ ଧରିବାକୁ ଯାଇ ଯୁବକଙ୍କର ମୃତ୍ୟୁ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଡ଼ଚେରଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ମେରମହୁଲ ଗ୍ରାମର ଭୋଲାନାଥ ଦଳାଇ ଙ୍କ ପୁଅ ନବୀନ ଦଳାଇ ବୟସ (୨୪) ନିଜ ଗ୍ରାମ ନିକଟସ୍ଥ ପ୍ରବାହିତ ତେଲ ନଦୀକୁ ମାଛ ଧରିବାକୁ ଯାଇଥିଲେ । ସେ…

ଗୁଣପୁର ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ଗିରଫ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ ବିଜେଡି ସରକାର ଅମଳରେ ଝାରସୁଗୁଡ଼ା ପୌର ପାଳିକା ରେ ହୋଇଥିବା ମଶାତେଲ କିଣା ଦୁର୍ନୀତି ଘଟଣା ଅଭିଯୋଗ ରେ ଏବେକାର ବିଜେପି ସରକାର ରେ କାର୍ଯ୍ଯାନୁଷ୍ଠାନ। ସେତେବେଳ ର ସେଠିକାର ନିର୍ବାହୀ ଅଧିକାରୀ ଥିବା ଏବେକାର ଗୁଣପୁର ପୌର ପାଳିକା ର ନିର୍ବାହୀ…

ବିଜେପିରେ ମିଶିବା ପରେ ଅଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଆଜି ତାଙ୍କୁ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଆଜି ଅଧ୍ୟକ୍ଷାଙ୍କ ପ୍ରକୋଷ୍ଠରେ ହୋଇଥିବା ଏକ…

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର,ତା-୧୩.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ.…

ପ୍ରବୀଣ ଶିକ୍ଷାବିତ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଓ ପ୍ରବଚନ କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୧୩.୧୨.୨୦୨୪/ସୁମନ୍ତ କୁମାର ଦାସ: ପ୍ରବୀଣ ଶିକ୍ଷାବିତ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ଚତୁର୍ଦଶାହ ଉପଲକ୍ଷ୍ୟେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ପ୍ରବଚନ କାର୍ଯ୍ୟକ୍ରମ ପ୍ରଫୁଲ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି I ପାଠାଗାରର ସଭାପତି ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…

ନିଶା ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଆଜି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବକ୍ତୃତା , ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…