ଆରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୧୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍)ରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆନ୍ତର୍ଜାତିକ କୃଷି ପାଣିପାଗ ପରିଷଦର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ ମୁଖ୍ୟ…

ବିଶିଷ୍ଟ ସୋଆ ବୈଜ୍ଞାନିକଙ୍କୁ ସିଏନ୍‌ଆର୍ ରାଓ ବକ୍ତୃତା ସମ୍ମାନ

ଭୁବନେଶ୍ୱର, ଡିସେମ୍ବର ୧୨: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ନାନୋ ସାଇନ୍‌ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ସି.ଏନ୍‌.ଆର୍ ରାଓ ବକ୍ତୃତା ସମ୍ମାନରେ ସମ୍ମାନିତ କରାଯାଇଛି । ନିକଟରେ ଇନ୍ଦୋର ଠାରେ ସମାପ୍ତ…

ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

"୨୦୨୦ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ର ଧାରା ୬(୯)କୁ ପୂର୍ବରୁ ଅଦାଲତ ଏଭଳି କ୍ଷେତ୍ରରେ ବେଆଇନ୍‍ ବୋଲି ଦର୍ଶାଇଥିବା ପରିପ୍ରେକ୍ଷୀରେ ୧୯୯୦ର ପୁରୁଣା ଆଇନ୍‍ ଆଧାରରେ ଆବେଦନକାରୀଙ୍କ କଥା ବିଚାର କରାଯିବା ଉଚିତ୍‍ । ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ସରକାରୀ ପ୍ରତିପକ୍ଷ…

ଲବଣ ସତ୍ୟାଗ୍ରହ ପୀଠର ବିକାଶ ପାଇଁ ବୈଠକ ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସଂଗ୍ରାମୀ ପୀଠ,ଲବଣ ସତ୍ୟାଗ୍ରହ କୁହୁଡିର ସାମଗ୍ରିକ ବିକାଶ ପାଇଁ ଏକ ବୈଠକ ଭୁବନେଶ୍ୱର ର ଜଗନ୍ନାଥ ବିହାର ସ୍ଥିତ ମା ବାରଦେବି ମନ୍ଦିର ପରିସର ରେ ଥିବା ସଭା ଗୃହରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ନବ ନିର୍ବାଚିତ…

ଫାଶୀମାଲ ଗ୍ରାମରେ ଖୁଲ୍ଲମ ଖୁଲ୍ଲା ଦେଶୀ ମଦ ପାଉଚ : ଗାଁ ଗାଁ ବୁଲି ବୁଲି ବିକ୍ରି କରୁଛି ଫାଶୀମାଲ ଦେଶୀ ମଦଭାଟି।

କୁଚିଣ୍ଡା (ଲିପନ ନାଏକ ) ଗତ କିଛି ଦିନ ପୂର୍ବରୁ ଫାଶୀମାଲ ଦେଶୀ ମଦଭାଟିର ଦୁଇ ଜଣ କର୍ମଚାରୀ ଏକ ହିରୋ ମଟର ସାଇକଲ ନମ୍ବର ଓ ଆର ୧୫ ଆର ୭୮୧୧ ଗାଡ଼ିରେ ଗୋଟିଏ କାର୍ଟୁନ, ଗୋଟିଏ ବସ୍ତା ଓ ଗୋଟିଏ ବ୍ୟାଗ ରେ ପ୍ରାୟ ୨୦୦ ପକେଟ ଦେଶୀ ପାଉଛ ନେଇ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ ନାକଟିପାଲି…

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଦ୍ୱିତୀୟ ଦିବସ

ନବରଙ୍ଗପୁର ତା ୧୨.୧୨.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ପୋଲିସ ପଡିଆ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝୀ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା…

ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ଵାସ୍ଥ୍ୟ ସେବା ଦିବସ ପାଳିତ

ସୁବର୍ଣ୍ଣପୁର,୧୨/୧୨/୨୦୨୪(ପ୍ରକାଶ ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ଏ ନ ଏମ ତାଲିମ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ଵାସ୍ଥ୍ୟ ସେବା ଦିବସ -୨୦୨୪ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ଗୋପାଳ ଚନ୍ଦ୍ର…

ପଡ଼ା ଗ୍ରାମ ରେ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା

 ବିଜେପୁର /ସୁଶାନ୍ତ ସାହୁ  ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମ ରେ  ମହାଲକ୍ଷ୍ମୀ ପୂଜା ପାଳନ କରାଯାଉଛି l ଆଜି ଲକ୍ଷ୍ମୀପୂଜା ଅବସରରେ ଗ୍ରାମର ମାଁ ଭଉଣୀ ମାନେ କଳସ ଯାତ୍ରାରେ ସାମିଲ ହୋଇ ଘଣ୍ଟ ଶଙ୍ଖ ଧ୍ୱନିର ତାଳେତାଳେ ସ୍ଥାନୀୟ କଦଳୀମୁଡିଏନ ପୋଖରୀରୁ ମାଁ ଗଙ୍ଗା ଯମୁନା ସରସ୍ୱତୀଙ୍କୁ…

ଭାରତରତ୍ନ ସୁବ୍ରମଣିଆ ଭାରତୀଙ୍କ ୧୩୯ତମ ଜୟନ୍ତୀ ଉତ୍ସବ

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଛି ।ପ୍ରଧାନଶିକ୍ଷକ ଜୟପ୍ରକାଶ ଗିରିଙ୍କ ସଭାପତିତ୍ୱରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା ।ସ୍କୁଲକୁ ଜମିଦାନ କରିଥିବା ପରିବାରର ସଦାନନ୍ଦ ସାହା ମୁଖ୍ୟ ଅତିଥି…

ଉପ-କାରାଗାର ରେ “କାରାଗାର ପ୍ରତିଷ୍ଠା ଦିବସ” ଓ “ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ଦିବସ,

 ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଉପ-କାରାଗାର ଅଧିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ଥାଟି ଙ୍କ ପୌରାହିତ୍ୟରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସୁବ୍ରତ ମହାନ୍ତି, ମାନ୍ୟବର ଜିଲ୍ଲା ଓ ସତ୍ର ନ୍ୟାୟାଧୀଶ, ନବରଙ୍ଗପୁର   ଏବଂ ଶ୍ରୀ ସୁକାନ୍ତ କିଶୋର ଜେନା,…