ନେଟଙ୍ଗା ସବୁଜ ବାହିନୀର ଅନନ୍ୟ କାର୍ଯ୍ୟକ୍ରମ:

ଗୁରୁବାର ମା' ଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ପ୍ରକୃତି ସଂରକ୍ଷଣ (ଶିବରାମ ଚୌଧୁରୀ )-କଥାରେ ଅଛି ସ୍ବଚ୍ଛତା ହିଁ ସେବା, ସ୍ଵାସ୍ଥ୍ୟ ହିଁ ସମ୍ପଦ। ପରିବେଶ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ରହିଲେ ରୋଗମୁକ୍ତ ପରିବେଶ ତିଆରି ହୋଇପାରିବ ତଥା ସଂପୂର୍ଣ୍ଣ ଜୀବଜଗତ ସୁସ୍ଥ ସବଳ ରହିପାରିବେ। ଏକ ସ୍ବଚ୍ଛ,…

ବିବେକାନନ୍ଦ ଶିଶୁ ଶିକ୍ଷା ଅନୁଷ୍ଠାନରେ ବାର୍ଷିକ କ୍ରୀଡା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡ଼ବୋରସିଙ୍ଗି ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ଅନୁଷ୍ଠାନ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରିଙ୍କ ଦ୍ଵାରା ବିଭିନ୍ନ ଖେଳକୁଦ ଅନୁଷ୍ଠାନ ର ଗୁରୁଜୀ, ଗୁରୁମା ଏବଂ ପ୍ରଧାନ…

ସପ୍ତ ଦିବସୀୟ ଭାରତୀୟ ଭାଷା ଉତ୍ସଵ ପାଳିତ

ବେଲଗୁଣ୍ଠl,-(ଶିବରାମ ଚୌଧୁରୀ )-,କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ ପ୍ରକାରେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହୁ ଆଡମ୍ବର ସହକାରେ ଭାରତୀୟ ଭାଷା ଉତ୍ସବ ପ୍ରଧାନ…

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ଜଗତସିଂହପୁର ,ତା-୧୨.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଡ଼ିସେମ୍ବର ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ…

ଦୁଇ ଦିନିିିଆ ବାର୍ଷିକ କ୍ରୀଡା ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁୁୁମ୍ମା ବ୍ଲକ୍ ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷାବର୍ଷ ( ୨୦୨୪-୨୫) ରେ ଦୁଇ ଦିନିିିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଡମ୍ବର ର ସହ ପାଳନ ହୋଇଯାଇଛି। ପ୍ରଥମ ଦିନରେ ବିଦ୍ୟାଳୟ ଶିକ୍ଷା କମିଟି ମହୋଦୟା…

ୱଣ୍ଡରଲା ଘୋଷଣା କରିଛି ଉତ୍ସବର ଆନନ୍ଦ ସହିତ ଆକର୍ଷଣ ରିହାତି ଓ ବହୁବିଧ ଅବସର ବିନୋଦନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଭାରତ, ଡ଼ିସେମ୍ବର ୧୨, ୨୦୨୪: ୱଣ୍ଡରଲା ହଲିଡେ଼ଜ ଲିମିଟେଡ଼, ଭାରତର ବୃହତ୍ ଆମୁ୍ୟଜମେଟଂ ପାର୍କ ଗୋଷ୍ଠୀ ଏହାର ଭୁବନେଶ୍ୱର ପାର୍କରେ ଉତ୍ସବ ଋତୁର ପାଳନ ସହିତ ଆକର୍ଷଣୀୟ ଖ୍ରୀଷ୍ଟମାସ ରିହାତି ଏବଂ ଉନ୍ମାଦଭରା ଅବସର ପ୍ରାସଙ୍ଗିକ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ପାଇଁ…

ଗୁଣପୁରର ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ ଓ ଟେଲି ଯୋଗାଯୋଗ ପାଇଁ ବିଧାନସଭାରେ ସ୍ବର ଉଠାଇଲେ ବିଧାୟକ

ସରକାରଙ୍କ ଉତ୍ତର ରଖିଲେ ମନ୍ତ୍ରୀ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତ ପାଇଁ ବିଭିନ୍ନ ବିଭାଗ ର କଣ ସବୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଓ ଆଗକୁ କଣ ସବୁ ହେବ ଏହାକୁ ନେଇ ଗୁଣପୁର ଯୁବ ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ…

ଧନୁଯାତ୍ରା ପାଇଁ ଅଣ୍ଟାଭିଡ଼ିଲେ ବିଧାୟକ ବୃନ୍ଦ

ବିଜେପୁର /ସୁଶାନ୍ତ ସାହୁ :  ବରଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ଓ ମାନ୍ୟବର ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟା ଏବଂ ମାନ୍ୟବର ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ଶ୍ରୀମତୀ ଅନୁ…

ଖୁବ ଶୀଘ୍ର ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ , ଦୈନିକ ଭତ୍ତା ବି ବଢିବ : ମୁଖ୍ୟମନ୍ତ୍ରୀ

କମିଶନରେଟ ପୋଲିସର ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ ଏହି ଯାନ ଗୁଡିକ ହେଉଛି ନ୍ୟାୟ, ଶୃଙ୍ଖଳା, ଭୟମୁକ୍ତ ବାତାବରଣ ଓ ଅପରାଧମୁକ୍ତ ସମାଜର ପ୍ରତୀକ ଭୁବନେଶ୍ୱର, 12.12.2024:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ…

ଦଲାଲ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହେବେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଓ ଚାଷୀ ମାନଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମଣ୍ଡିରେ ଚାଷୀମାନଙ୍କ ପାଇଁ ଖାଦ୍ୟ,…