Sign in
Sign in
Recover your password.
A password will be e-mailed to you.
ବେଦାନ୍ତ ଆଲୁମିନିୟମର ଦୃଢ ଶୁଭାରମ୍ଭ
ଲାଭ ୨୦୫% ବୃଦ୍ଧି ପାଇ ଟ.୬,୫୯୭ କୋଟି ପହଞ୍ଚିଥିବା ବେଳେ ଇବିଆଇଟିଡିଏ ୧୩୪% ବୃଦ୍ଧି ପାଇ ଟ.୧୦,୪୯୯ କୋଟିରେ ପହଞ୍ଚିଛି
ସର୍ବକାଳୀନ ସର୍ବାଧିକ ରାଜସ୍ୱ ଟ.୨୧,୧୦୫ କୋଟି; ତ୍ରୈମାସିକ ଭିତ୍ତିରେ ୧୩% ଓ ବାର୍ଷିକ ଭିତ୍ତିରେ ୪୫% ବୃଦ୍ଧି।
ରେକର୍ଡ ଇବିଆଇଟିଡିଏ ଟ.୧୦,୪୯୯ କୋଟି;!-->!-->!-->!-->!-->!-->!-->!-->…
ମାନବ ଚାଲାଣ ରୋକିବା , ମହିଳା ଓ ଶିଶୁ ସୁରକ୍ଷା ଦେବାରେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଗରେ ଏକ ଆଲୋଚନା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ମାନବ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର (ଆଇଏସଆରଡି), ଗଜପତି ଏବଂ ଜିଲ୍ଲା ପ୍ରଶାସନ, ଗଜପତି , ମହିଳା ଓ ଶିଶୁ ବିକାଶ ବିଭାଗ , ଓଡ଼ିଶା ସରକାରଙ୍କ ସହଯୋଗରେ ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ!-->!-->!-->…
ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଅବସରରେ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଏକ ସଚେତନ କର୍ମଶାଳା
ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଅବସରରେ ଆଇ.ଏସ୍.ଆର୍. ଡି (ISRD) ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଭଞ୍ଜନଗର ବ୍ଳକ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ମାନବ ଚାଲାଣ ଭଳି ସାମାଜିକ…
ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠରେ ନୂତନ ପରିଚାଳନା କମିଟିକୁ ସ୍ୱାଗତ ସମ୍ବର୍ଦ୍ଧନା
ବେଲଗୁଣ୍ଠା, ୩୦/୦୭,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଘୁ.ନୁଆଗାଁ ସ୍ଥିତ ଡା ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠ ଠାରେ ନୂତନ ଭାବେ ଗଠିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି!-->…
ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ ।
ବ୍ରହ୍ମପୁର: ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ISRD ଓ ସଖୀ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମ ତରଫରୁ ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ୟରତ ଶତାଧିକ କର୍ମଚାରୀ , ଭେଣ୍ଡର, କୁଲି, ସଫେଇ କର୍ମଚାରୀ, ହକେର ସ୍ଟାଫ, ଅଟୋ ଚାଳକଙ୍କ ସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସଙ୍କ!-->…
କଂସାରୀଗୁଡା ଆଦିତ୍ୟ ଆଲୁମିନା ରିଫାଇନାରୀ ଅଞ୍ଚଳ ପରିଦର୍ଶନ କଲେ ରାୟଗଡା ଜିଲ୍ଲାପାଳ
ଅଞ୍ଚଳବାସୀଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନର ଆଶ୍ୱାସନ
କାଶୀପୁର: ରାୟଗଡା ଜିଲ୍ଲାପାଳ ଆଜି କାଶୀପୁର ବ୍ଲକ ପୋଡ଼ାପାଡ଼ି ପଞ୍ଚାୟତ ଅନ୍ତର୍ଗତ କଂସାରୀଗୁଡାରେ ନିର୍ମାଣାଧୀନ ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପୋଡ଼ାପାଡ଼ି ନିରାଗଶାଳା,!-->!-->!-->…
ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍’ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ବରେ ଆଜି 'ଇନୋଭେସନ୍ ଓ ଷ୍ଟାର୍ଟ-ଅପ୍' ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା!-->!-->!-->…
ଗଜପତି ଜିଲ୍ଲା ନାଗରିକ ସଂଘର ବାର୍ଷିକ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁରରେ ବସବାସ କରୁଥିବା ଗଜପତି ଜିଲ୍ଲାର ନାଗରିକଙ୍କୁ ନେଇ ଗଠିତ ହୋଇଛି ଗଜପତି ଜିଲ୍ଲା ନାଗରିକ ସଂଘ। ସହରରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ପରିବାର ଏକାଠି ହୋଇ ସଂଘର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିବର୍ଷ ପାରଳା ମହାରାଜା କୃଷ୍ଣଚନ୍ଦ୍ର!-->…
ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଚେନ୍ନାଇ ଗସ୍ତ
ଶିଳ୍ପ , ସ୍ୱାସ୍ଥ୍ୟ ଓ ନଗର ବିକାଶ ମଡେଲର ସମୀକ୍ଷା କରିବା ସହ ଚେନ୍ନାଇରେ ରହୁଥିବା ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ , କର୍ମଚାରୀ ଓ ଶ୍ରମିକଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର ସ୍ବାସ୍ଥ୍ୟ!-->!-->!-->!-->!-->…
କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା
କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ଅଧିନରେ ଗଠିତ କମିଟି ୩ ମାସ ମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲକୁ ଏହାର ରିପୋର୍ଟ ପ୍ରଦାନ କରିବ
ସହଯୋଗ, ସମନ୍ୱୟ ଓ ଗଠନମୂଳକ ଆଲୋଚନା ଜରିଆରେ ସମାଧାନର ପନ୍ଥା କାଢିବାକୁ ଉଭୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ
ନୂଆ ଦିଲ୍ଲୀ/ ଭୁବନେଶ୍ୱର,!-->!-->!-->!-->!-->!-->!-->!-->!-->!-->!-->…