Sign in
Sign in
Recover your password.
A password will be e-mailed to you.
ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା,୧୭./୦୯.,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ,ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଦ୍ୟାଳୟର ପୂର୍ବତନ!-->…
ଚୋରା ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ଆସ୍କା ପୋଲିସ ର ବଡ ସଫଳତା ହାସଲ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆସ୍କା ପୋଲିସ ଅଚାନକ ଚଢ଼ାଉ କରି ବଡ ଧରଣର ସଫଳତା ହାସଲ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଆସ୍କା ଥାନା ଅନ୍ତର୍ଗତ ବାଲିସିରା ଗ୍ରାମ ର ଦୁର୍ଗମ ଅଞ୍ଚଳରେ ଚାଲିଥିବା ରନ୍ଧା ମଦ କାରଖାନା ଉପରେ ପୋଲିସ ଚଢାଉ!-->…
ଲୋଇସିଂହା ଅଞ୍ଚଳରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର (୧୭/୦୯): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଲୋଇସିଂହା ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ପରିବେଶ ମଧ୍ୟରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ!-->…
ବେଲଗୁଣ୍ଠାରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହନ
ବେଲଗୁଣ୍ଠା: ୧୭/୦୯,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଧୁମ୍ଧାମରେ ପାଳିତ ହୋଇଛି। ବିଭିନ୍ନ ଶିଳ୍ପାନୁଷ୍ଠାନ, ୱାର୍କସପ୍, ଅଟୋମୋବାଇଲ୍ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ବିଶ୍ୱକର୍ମାଙ୍କ ପୂଜା ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି!-->!-->!-->…
ପାଇକମାଳ ଡାକ୍ତରଖାନା ରେ ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳିତ।
ପଦ୍ମପୁର ୧୭ା୯: ବିଶ୍ୱ ରୋଗୀ ସୁରକ୍ଷା ଦିବସ ଅବସରରେ ପାଇକମାଳ ଡାକ୍ତରଖାନା ରେ ଅଣସଂକ୍ରାମକ ରୋଗ ପ୍ରତି ସଚେତନତା ଓ ନିରାପଦ ଚିକିତ୍ସା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ‘ଅଣସଂକ୍ରାମକ ରୋଗ ପାଇଁ ସୁରକ୍ଷିତ ଚିକିତ୍ସା’କୁ ନେଇ ରୋଗୀ ଓ!-->!-->!-->…
ବିଭିନ୍ନ ଅନୁଷ୍ଠାନ ରେ ଧୁମ୍ ଧାମ୍ ରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ଜି.ଉଦୟଗିରି,୧୬/୦୯(ଅବନୀ କୁମାର ପ୍ରଧାନ)ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମା ଙ୍କ ପୂଜା ଅବସରରେ ସ୍ଥାନୀୟ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସୁନ୍ଦର ଆଲୋକ ତୋରଣ ରେ ସୁସଜ୍ଜିତ ପୂଜା ମେଢ଼ରେ ମହା ଆଡ଼ମ୍ବରରେ ପୂଜା ଅନୁଷ୍ଠିତ ହୋଇଯାଇଛି।ସହରର!-->!-->!-->…
ଜଗତସିଂହପୁର ଜିଲ୍ଲାରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’
ଜଗତସିଂହପୁର, ୧୭/୦୯/୨୦୨୬: ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’ ପାଳନ କରାଯିବ। ଏହି ଅବସରରେ ଜିଲ୍ଲାବାସୀଙ୍କ ନିକଟରେ ସରକାରୀ ସେବାକୁ ଅଧିକ ସୁଗମ, ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ।
ଏହି!-->!-->!-->!-->!-->…
ଆଇନ ସଚେତନତା କାର୍ଯ୍ୟକ୍ରମ
ଜଗତସିଂହପୁର ତା ୧୭.୦୯.୨୦୨୬, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଦ୍ଯୁମ୍ନ କୁମାର ନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣର ଏସିଡ୍ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ!-->…
ଦୀପଦାନ ଓ କନ୍ୟା ମାନଙ୍କର ସମୃଦ୍ଧି ପାଇଁ ବୃକ୍ଷ ରୋପଣ ଓ ଅଙ୍ଗ ଦାନ ସଚେତନତା ସମାରୋହ
ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଯାହାନପୁର ସ୍ଥ ମା ବୁଢ଼ୀ ତରଡେଇ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ବରଦା ପ୍ରସନ୍ନ ରାମ ଙ୍କ ନେତୃତ୍ବରେ ପବିତ୍ର କନ୍ୟା ସଂକ୍ରାନ୍ତି ଉପଲକ୍ଷେ ମା ବୁଢ଼ୀ ତରଡେଇ ଙ୍କ ଅସୀମ କୃପା ଓ ଆଶୀର୍ବାଦରେ ମା ବୁଢ଼ୀ ତରଡେଇ ଚାରି ଟେବୁଲ ଟ୍ରଷ୍ଟ,ଯାହାନପୁର!-->…
ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ନେଇ ଦକ୍ଷିଣ ପୂର୍ବ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟିକା…
ଝାରସୁଗୁଡ଼ା, ୧୭/୯, ଝାରସୁଗୁଡ଼ା ରେଳ ଷ୍ଟେସନରେ ଯାତ୍ରୀ ସୁବିଧାର ଅଭାବ, ସୁରକ୍ଷା ବ୍ୟବସ୍ଥା, ଟ୍ରେନ୍ ବିଳମ୍ବ ଓ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ନେଇ ଗଭୀର ଚିନ୍ତାପ୍ରକଟ କରି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନିର୍ଦ୍ଦେଶ!-->…