Sign in
Sign in
Recover your password.
A password will be e-mailed to you.
ଡବଲ ଇଞ୍ଜିନ ଡବଲ ବିକାଶ ନାରା ଏବେ ଡବଲ ଧୋକା: ବିଜେଡି
ବିଜେପିର ଅଢେଇ ବର୍ଷର ଶାସନରେ ଓଡ଼ିଶାର ବିକାଶ ପଛକୁ ଯାଇଛି
ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି
ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା କାରଣରୁ, ଓଡିଶା ଦେଶ ବିଦେଶରେ ନିନ୍ଦିତ ହୋଇଛି
ଭୁବନେଶ୍ୱର, ୧୭/୦୯/୨୦୨୬: ଡବଲ ଇଞ୍ଜିନ ଡବଲ ବିକାଶ ନାରା ସହିତ!-->!-->!-->!-->!-->!-->!-->!-->!-->…
ଆନ୍ତଃରାଜ୍ୟ ଟୋଙ୍ଗ୍-ଇଲ୍-ମୁ-ଡୁ ଚାମ୍ପିୟନସିପ୍ରେ ସୁନ୍ଦରଗଡ଼ ଜିଲ୍ଲା ଦଳଗତ ଚାମ୍ପିୟନ
୧୬ ପ୍ରତିଯୋଗୀଙ୍କୁ ମିଳିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ
ରାଉରକେଲା, ୧୭/୦୯ (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଆନ୍ତଃରାଜ୍ୟ ମାର୍ସିଆଲ୍ ଆର୍ଟ!-->!-->!-->!-->!-->…
ନିତ୍ୟ ଆବଶ୍ୟକୀୟ ଜିନିଷର ଦରବୃଦ୍ଧି ରୋକିବାରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି
-ଓଡ଼ିଶାର ମୁଦ୍ରାସ୍ଫୀତି ହାର ଦେଶର ମୁଦ୍ରାସ୍ଫୀତି ହାର ଠାରୁ ଅଧିକ-ଓଡ଼ିଶାରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ହାର ଅଧିକ-ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହାତବାନ୍ଧି ବସି ରହିଛି
ଭୁବନେଶ୍ୱର, ୧୭/୦୯/୨୦୨୬: ମୁଦ୍ରାସ୍ଫୀତି ଯୋଗୁଁ ଓଡ଼ିଶାରେ ନିତ୍ୟ ଆବଶ୍ୟକୀୟ ଜିନିଷର!-->!-->!-->…
କାକଟପୁର ପ୍ରେସ କ୍ଲବର ସମୀକ୍ଷା ବୈଠକ
ବାର୍ଷିକ ଉତ୍ସବର ସଫଳତା ନେଇ ସମୀକ୍ଷା, ଆୟବ୍ୟୟର ହିସାବ ଉପସ୍ଥାପନ
କାକଟପୁର, ତା. ୧୭/୯: କାକଟପୁରର ଅଗ୍ରଣୀ ସାମ୍ବାଦିକ ଅନୁଷ୍ଠାନ କାକଟପୁର ପ୍ରେସ କ୍ଲବର ଏକ ସମୀକ୍ଷା ବୈଠକ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ଠାରେ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->!-->!-->…
ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ
ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ ସେପ୍ଟେମ୍ବର ୪, ୨୦୨୬ରେ ଘୋଷଣା ହେବାପରେ ସେପ୍ଟେମ୍ବର ୧୬, ୨୦୨୬ ଦିନ ଦାୟିତ୍ଵ ଗ୍ରହଣ!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ବିବାଦ
ସଂଶୋଧିତ ମାର୍କସିଟ୍ ଜାରି ପରେ ଥମିଲା ଛାତ୍ର ଆନ୍ଦୋଳନ, ବହୁ ଅକୃତକାର୍ଯ୍ୟ ପରୀକ୍ଷାର୍ଥୀ ହେଲେ ପାସ୍
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ!-->!-->!-->…
ନବବିବାହିତ ଯୁବକ ର ଆତ୍ମହତ୍ୟା।
ହିଞ୍ଜିଳି: ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସ ପୁର ଗ୍ରାମର ମନୋଜ ମହାରଣା ନାମକ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ମନୋଜ ଗତ ୪ ମାସ ପୁର୍ବରୁ ବାହା ହୋଇଥିଲେ ଓ ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଭାଇ ସଞ୍ଜୟ ଥାନା!-->…
U-15 ରେ ଓଡିଶା ପାଇଁ ଖେଳିବେ ଗୁଡାରି ଝିଅ ଆୟୂଷା।
ଗୁଣପୁର ରୁ ସନ୍ତୋଷ କୁମାର: ୧୫ ବର୍ଷରୁ କମ କ୍ରିକେଟ ରେ ଓଡିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡା ଜିଲ୍ଲା ଗୁଡାରି ଝିଅ ଆୟୁଷା ମିଶ୍ର। ଏ ନେଇ ଓ ସି ଏ ପକ୍ଷରୁ ସୂଚନା ମିଳିଛି ଏବଂ ଆସନ୍ତା ୧୯ ତାରିଖରେ ବଲାଙ୍ଗିର ହେବାକୁ ଥିବା କ୍ୟାମ୍ପ ରେ ଆସନ୍ତା ୧୮ ତାରିଖ ସୁଦ୍ଧା!-->!-->!-->…
ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’
ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’ :ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ନିମନ୍ତେ ଛାତ୍ରମାନଙ୍କ ଶପଥ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସର ପୂଜା ଗୃହ ପରିସରରେ ‘କୃପାଳୁ ଶିଶୁ!-->!-->!-->…
ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ସମ୍ମିଳନୀ
ବେଲଗୁଣ୍ଠା :୧୬/୯-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ, ବେଲଗୁଣ୍ଠା ମୁଠାର ଏକ ବାର୍ଷିକ ସାଧାରଣ ସମ୍ମିଳନୀ ବେଲଗୁଣ୍ଠା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଗୃହରେ ଅନୁଷ୍ଠିତ ହୋଇଯାଇଛି।ପ୍ରତିବର୍ଷ ସମାଜର ଆରାଧ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜା ଅବସରରେ ଏହି ସମ୍ମିଳନୀ ଆୟୋଜିତ!-->!-->!-->…