Sign in
Sign in
Recover your password.
A password will be e-mailed to you.
ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲାରେ ଆଜୀବନ ସଜା ଭୋଗିବେ ୧୨ ଅଭିଯୁକ୍ତ
ଅଡ଼ବା ଥାନା ଅଞ୍ଚଳର ଡବଲ ମର୍ଡର ମାମଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧୀନତାର ୭୯ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଗୁଣିଗାରେଡିକୁ ନେଇ ଲୋକଙ୍କ ମାନସିକତା ବଦଳି ନାହିଁ। ଏହି କୁଶ୍ଚିତ ମାନସିକତାକୁ ନେଇ ଅଡ଼ବା ଥାନା ଅନ୍ତର୍ଗତ ମୁଟାଗୁଡା ସଉରା ସାହିର!-->!-->!-->!-->!-->…
ପର୍ଶୁରାମ ଗୁରୁକୁଳ କଲେଜରେ ‘ବିକଶିତ ଭାରତ ଯୁବ କନେକ୍ଟ’ କାର୍ଯ୍ୟକ୍ରମ
“ନିଶାକୁ ନା କୁହନ୍ତୁ , ସ୍ୱାସ୍ଥ୍ୟ , ଶିକ୍ଷା , କ୍ରୀଡ଼ା ଓ ବିକଶିତ ଭାରତକୁ ହଁ କୁହନ୍ତୁ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକସ୍ଥିତ ପର୍ଶୁରାମ ଗୁରୁକୁଳ କଲେଜ ପରିସରରେ ଆଜି ମାଇ ଭାରତ , ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ , ଭାରତ!-->!-->!-->…
ମା’ ବୁଢ଼ାକେନ୍ଦୁ ଶକ୍ତିପୀଠର ଉନ୍ନତିକରଣ ପାଇଁ ବିଧାୟକଙ୍କ ଶୁଭ ଉଦ୍ଘାଟନ
ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ପାଚେରୀ ଓ ପେଭର୍ ବ୍ଲକ୍; ବିଧାୟକଙ୍କ ଦରମାରେ ସୌରଚାଳିତ ପାନୀୟଜଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି ସମୂହ ଦୀପଦାନ
ବେଲଗୁଣ୍ଠା: ୧୭/୦୯,-(ଶିବରାମ ଚୌଧୁରୀ )-ମା’ ବୁଢ଼ାକେନ୍ଦୁ ଶକ୍ତିପୀଠର ସାମଗ୍ରିକ ଉନ୍ନତିକରଣ ଓ!-->!-->!-->…
ଅଜଣା ଗାଡ଼ି ଧକ୍କା ରେ ପରିବା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ।
ବାଲେଶ୍ବର, ସୋର: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସୋର ଚଡକମରା ଓଭରବ୍ରିଜ୍ ଉପରେ ଆଜି ଭୋର୍ ପ୍ରାୟ ୩.୪୫ ମିନିଟ୍ ସମୟରେ ପଶ୍ଚିମବଙ୍ଗ ରୁ କଟକ ଅଭିମୁଖେ ଯାଉଥିବା ଏକ ପୋଟଳ ବୋଝେଇ ଟ୍ରକ କୁ ବିପରୀତ ପାର୍ଶ୍ଵ ରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା!-->!-->!-->…
ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ
ରାଜ୍ୟର ସ୍ୱର ଜାତୀୟ ସ୍ତରରେ ପହଞ୍ଚିବା ପାଇଁ ଓଡ଼ିଶା ଲାଗି ଏକ ମାଇଲଖୁଂଟ ଓ ଗର୍ବର ମୁହୂର୍ତ
ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ନିର୍ମାତା, ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱ ଓ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡ. ନୀଳମାଧବ ପଣ୍ଡା ଭାରତ ସରକାରଙ୍କ ନୂତନ!-->!-->!-->!-->!-->…
ସୋଆ ଆଇଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୧୭/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ୍ ଅଫ୍ ଡେଟାଂଲ ସାଇନସେସ୍ (ଆଇଡିଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ଉତ୍ସବ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି ।ଆଇଡିଏସର ୨୦୨୦-୨୦୨୫ ବ୍ୟାଚ୍ର ବ୍ୟାଚଲର ଅଫ୍!-->!-->!-->…
ଆଇନଶୃଙ୍ଖଳା ପ୍ରସଙ୍ଗରେ ଦୀପାଳିଙ୍କୁ ବିଜେପିର ପ୍ରଶ୍ନ
ନବ ଦାସ ହତ୍ୟା ଓ ଲଳିତ ସାହୁ ମୃତ୍ୟୁ ମାମଲା ଉଠାଇଲା ଟାଉନ୍ ମଣ୍ଡଳ
ଝାରସୁଗୁଡ଼ା, ୧୭: ଝାରସୁଗୁଡ଼ାରେ ସମ୍ପ୍ରତି ଗହଣା ଦୋକାନରେ ହୋଇଥିବା ଚୋରି ଘଟଣାକୁ ନେଇ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆଇନଶୃଙ୍ଖଳା ସମ୍ପର୍କିତ ମନ୍ତବ୍ୟ ଓ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଝାରସୁଗୁଡ଼ା ଟାଉନ୍!-->!-->!-->…
ମାଲକାନଗିରି ବନ ବିଭାଗ ୫୫ଟି ଫ୍ଲାପ୍ ସେଲ୍ ହୋଇଥିବା କଇଁଛ ଜବତ କରିଛି,
ଚାରି ଜଣ ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ଗିରଫ କରିଛି
ମାଲକାନଗିରି- (ସୁରେନ୍ଦ୍ର କୁମାର ବେମାଳ)୧୭/୦୯/୨୬;ଅବୈଧ ବନ୍ୟପ୍ରାଣୀ ପରିବହନ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପାଇ ମୋଟୁ ପୋଲିସ ଅଧିକାରୀ ଏବଂ ମୋଟୁ ରେଞ୍ଜର ଅଧିକାରୀମାନେ ମୋଟୁର ଏମପିଭି ୫୩ ଗ୍ରାମ ନିକଟ କେନାଲ ରାସ୍ତାରେ!-->!-->!-->!-->!-->…
ମୋଦୀଙ୍କ ଜନ୍ମଦିନରେ ଝାଡ଼େଶ୍ୱର ମନ୍ଦିରରେ ଦୀପଦାନ
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହ ବିଜେପି ନେତା ଓ କର୍ମୀଙ୍କ ପୂଜାର୍ଚ୍ଚନା
ଝାରସୁଗୁଡ଼ା, ୧୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗୁରୁବାର ଝାରସୁଗୁଡ଼ାସ୍ଥିତ ପ୍ରସିଦ୍ଧ ଝାଡ଼େଶ୍ୱର ମହାଦେବ ମନ୍ଦିରରେ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଥିଲା। ଝାରସୁଗୁଡ଼ା!-->!-->!-->!-->!-->…
ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
ଏହି ଅବସରରେ ଲୋକସେବା ଭବନରେ ଚାରା ରୋପଣ କଲେ,
ପ୍ରଦର୍ଶନୀ ପଡିଆରେ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ 'ଅଟଳ ରକ୍ତଦାନ ଅଭିଯାନ' ପାଇଁ ୫୦.୫୪ କୋଟି ଟଙ୍କା
ମୋଦୀଜୀ ହେଉଛନ୍ତି ‘ବିକଶିତ ଭାରତର ବିନ୍ଧାଣୀ’
ଯୁବବର୍ଗଙ୍କୁ ବ୍ୟାପକ!-->!-->!-->!-->!-->!-->!-->!-->!-->!-->!-->!-->…