Sign in
Sign in
Recover your password.
A password will be e-mailed to you.
ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ରାଷ୍ଟ୍ରୀୟ ପୋଷଣ ମାସ
ମା’ ଓ ଶିଶୁଙ୍କ ସୁସ୍ଥତା ପାଇଁ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଗର୍ଭବତୀ ମହିଳା ଓ ଶିଶୁଙ୍କ ସୁସ୍ଥ ବିକାଶ ପାଇଁ ପୋଷଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ!-->!-->!-->!-->!-->!-->!-->…
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୧୮/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୧ରୁ ଶିକ୍ଷା ସମାପ୍ତ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର!-->…
ପଥପ୍ରାନ୍ତ ନାଟକ ମାଧ୍ୟମରେ ସୌର ଶକ୍ତିର ସଚେତନତା କରୁଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୬: ପାରମ୍ପରିକ ପ୍ରଚାର ମାଧ୍ୟମଠାରୁ ଆଗକୁ ବଢ଼ି ଛାତ ଉପରେ ସୌର ଶକ୍ତି ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)!-->!-->!-->…
ଧର୍ମ
🔹🔹🔹
ମାଟିର ଧର୍ମ -- ସଭିଙ୍କୁ ଦିଏ ଖାଦ୍ୟ ବାସଜଳର ଧର୍ମ -- ମେଣ୍ଟାଏ ସମସ୍ତଙ୍କ ଶୋଷବାୟୁର ଧର୍ମ -- ସବୁରି ପ୍ରାଣରକ୍ଷାକାରୀଅନନ୍ତ ଆକାଶେ ରହିସୂର୍ଯ୍ୟ ଚନ୍ଦ୍ର ଦିଅନ୍ତି ଆଲୋକବନ ଗିରି ସରିତ ସାଗରତରୁ ତୃଣ ଉଦ୍ଭିଦ ନିକରଧର୍ମ ତାଙ୍କ ଅଟେ ନିତ୍ୟସାଧିବାକୁ ପର ଉପକାର ।।
ନିରଳସେ!-->!-->!-->!-->!-->…
ଗଣନାଥଙ୍କ ପୂଜା ଅବସରରେ ଭଜନ ସମାରୋହ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ବକ୍ସିସାହି ଠାରେ ଗଣେଷପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଗଜପତି କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅନୁଷ୍ଠାନର ଗୁରୁ!-->…
କାଶୀନଗର ବିଜ୍ଞାପିତ ଅଞ୍ଚଳ ରେ ସାଧାରଣ ବୈଠକ : ସ୍ୱଚ୍ଛତା ଓ ସହର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ
ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ସଂରକ୍ଷଣ ପାଇଁ ବକ୍ସ ଓ ଶ୍ମଶାନକୁ ନେବା ପାଇଁ ‘ସ୍ୱର୍ଗଦ୍ୱାର’ ଗାଡ଼ି ଦାବି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପରିଷଦ ସଭାଗୃହରେ ଏକ ସାଧାରଣ ବୈଠକ ଓ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ!-->!-->!-->!-->!-->…
ଦଳ ଛାଡ଼ି ବିଜେଡିରେ ସାମିଲ ହେଲେ ବିଜେପି କର୍ମୀ
ପଦ୍ମପୁର:- ବିଜେପି ଦଳର ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ନିଜ ଦଳ ପ୍ରତି ଅତିଷ୍ଠ ତଥା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ ରାଜ୍ୟସମ୍ପାଦକ ରାଜୁ ଘିବେଲା ଙ୍କ ନେତୃତ୍ୱରେ, ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି,ଜିଲ୍ଲା ବିଜେଡି ଉପସଭାପତି ଟାଇଲ!-->…
ବୋଡ଼ାସମ୍ବର ଗ୍ରାମରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର:- ପାଇକମାଳ ବ୍ଲକ ଅର୍ନ୍ତଗତ ବୋଡ଼ାସମ୍ବର ଗ୍ରାମରେ ବୋଡାସମ୍ବର ଗଣେଶ ପୂଜା କମିଟି ପକ୍ଷରୁ ମହାଆଡମ୍ବରରେ ତୃତୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୌରଭ ବଳିୟାର ସିଂ, ଓ ସମ୍ମାନିତ ଅତିଥି ଭାବରେ ଯୁବ ବିଜେଡି ସଭାପତି ଗୌତମ ସିଂ,!-->!-->!-->…
ଅନକାବେଡା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଉଦ୍ଦେଶ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ସହିତ ସମ୍ପୃକ୍ତ!-->!-->!-->…
ଓଡ଼ଗାଁ ବ୍ଳକ ଅଞ୍ଚଳରେ ଧୁମଧାମରେ ପାଳିତ ହେଲା ବିଶ୍ୱକର୍ମା ପୂଜା
ଓଡ଼ଗାଁ, ୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସି ଓ ବ୍ଲକ୍ ଅଞ୍ଚଳରେ ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଛି। ସୁସଜ୍ଜିତ ଆଲୋକ ମାଳାରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପାର୍ବଣର ଆଗମନୀ ବାର୍ତ୍ତା ବହନ କରିଥିଲା । ପ୍ରତିଯୋଗିତା ମୁଳକ ଭାବେ ଆକର୍ଷଣୀୟ ତୋରଣ!-->!-->!-->…