ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ଘରେ ଘରେ ପହଞ୍ଚୁଛି ସ୍ୱାସ୍ଥ୍ୟସେବା ଦକ୍ଷିଣ ଓଡ଼ିଶାର ୪୦୦ରୁ ଊର୍ଦ୍ଧ୍ୱ ଜନଜାତି ଗାଁରେ ପ୍ରାୟ ୯ହଜାର ରୋଗ ନିଦାନ ପରୀକ୍ଷା ଲ୍ୟାବ ଅନ୍ ହ୍ୱିଲ୍ସ ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆସିଛି ସୁଧାର ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ…

ଦାବି ଓ ଆପତ୍ତି ଦାଖଲ ସମୟସୀମାକୁ ଅତି କମରେ ୩୦ ଦିନ ବୃଦ୍ଧି କରାଯାଉ

-ଏସ୍ଆଇଆର-୨୦୨୬ ଅଧୀନରେ ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତି କରିବାକୁ ବିଜେଡିର ଦାବି-ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲା ବିଜେଡି ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର, ୩୦/୦୭/୨୦୨୬: ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶାର ମୁଖ୍ୟ…

ପୂର୍ବତନ କାଉନସିଲର ଙ୍କ ପରଲୋକ।

ପଦ୍ମପୁର:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୩ ର ପୂର୍ବତନ କାଉନସିଲର ବିଜୟ କୁମାର ଭୋଇ ଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହେଉଥିଲା। ସେ ତାଙ୍କ ପଛରେ ବିଧବା ପତ୍ନୀ ପ୍ରଭାତି ଭୋଇ, ପୁଅ ହରିଶ ଭୋଇ ଓ ଦିବ୍ୟ ଭୋଇ ଙ୍କୁ ଛାଡି ଚାଲି…

ପନ୍ତିଖାରୀ ନୀଳକଣ୍ଠେଶ୍ୱର ପୀଠରେ ବୃଷ୍ଟି ଯଜ୍ଞ ଉଦ୍‌ଯାପିତ,ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ଶାସନ ଗ୍ରାମସ୍ଥିତ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ପାଞ୍ଚଦିନ ଧରି ଚାଲିଥିବା ୭୫ତମ ଅନ୍ନପୂର୍ଣ୍ଣା ବୃଷ୍ଟି ଯଜ୍ଞ ବୁଧବାର ଉଦ୍‌ଯାପିତ ହୋଇଛି। ପନ୍ତିଖାରୀ ଓ ନୋତରପଲ୍ଲୀ…

ନିଖୋଜ ୨ ନାବାଳିକା ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର

ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ନିଖୋଜ ହୋଇଥିବା ୨ ଜଣ ନାବାଳିକାଙ୍କୁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରିଛି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଉଭୟଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା…

କିଶୋର ଆଇନ ଓ ଶିକ୍ଷା ମୌଳିକ ଅଧିକାର ଉପରେ ଆଲୋଚନାଚକ୍ର

ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସେଣ୍ଟ ଜାଭିୟର ବିଦ୍ୟାଳୟ ପରିସରରେ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘କିଶୋର ଆଇନ ଓ ଶିକ୍ଷା ଏକ ମୌଳିକ ଅଧିକାର’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସଚିବ ତଥା…

ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭର୍ଚ୍ଚୁଆଲ ବୈଠକ

ସମ୍ବଲପୁରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ମିଳିମିଶି କାମ କରିବା - ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ ବୈଠକରେ ସାମିଲ• ଜଳବନ୍ଦୀ ସମୟରେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ…

ବର୍ଷାରେ ବେହାଲ୍ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ପୁଢେରଖାର – ଜମାଲା ରାସ୍ତା ।

ପଦ୍ମପୁର:- ବରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିବା ବେଳେ ଆଜି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ପୁଢେରଖାର - ଗାଇସିଲେଟ ଭାୟା ଜମାଲା ରାସ୍ତା ଧୋଇହୋଇଯାଇଛି। ଫଳରେ ଏହି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ବିଶେଷ କରି ଛାତ୍ରଛାତ୍ରୀମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।…

ଗାଡ଼ି ଅଛି ପଦ୍ମପୁରରେ : ଚଲାନ କଟୁଛି ସମ୍ବଲପୁରରେ

ପରିବହନ ବିଭାଗ ର ଅଜବ ନୀତି ପଦ୍ମପୁର: ସରକାର ଙ୍କ ଦ୍ଵାରା ଅମାନିଆ ଚାଳକ ମାନଙ୍କ ପାଇଁ କଠୋର ନୀତି ଗ୍ରହଣ କରିଥିବା ନିଶ୍ଚିତ ଭାବେ ସ୍ୱାଗତ ପଦକ୍ଷେପ। କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ଘଟଣା ଘଟାଇଛି ପରିବହନ ବିଭାଗ। ପଦ୍ମପୁର ରେ ଗାଡି ଥିବା ବେଳେ ଦିନ ୧୨ଟା ୫୫ ମିନିଟ୍…

ସାମର୍ଥ୍ୟର ସୂତାଖିଅ: ଓଡ଼ିଶାର ଚାନ୍ଦୁଆ କଳାକୁ ଜୀବନ୍ତ ରଖି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛନ୍ତି ଚନ୍ଦ୍ରକାନ୍ତି…

ବାଲେଶ୍ଵର, ଜୁଲାଇ ୨୪,୨୦୨୬: ଅନେକ ବର୍ଷ ଧରି ହାତକାମ ଓ ସିଲେଇ କେବଳ ଏକ କଳା ଥିଲା, ଯାହାକୁ ବାଲେଶ୍ଵର ଜିଲ୍ଲା ଶ୍ରୀରାମପୁର ଗ୍ରାମର ୫୨ ବର୍ଷୀୟା କାରିଗର ଚନ୍ଦ୍ରକାନ୍ତି ଜେନା ନିଷ୍ଠାର ସହ କରିଆସୁଥିଲେ । ଆଜି ସେହି କଳା ଏକ ସଫଳ ଉଦ୍ୟୋଗରେ ପରିଣତ ହୋଇ ଗ୍ରାମାଞ୍ଚଳର ଅନେକ…