ଜନସାଧାରଣଙ୍କ ପାଇଁ ସର୍ବତ ବଣ୍ଟନ କଲେ ଯୁବ ସମାଜସେବୀ ସତ୍ୟଜିତ

ମୟୂରଭଞ୍ଜ,(ଶାସକ-ପ୍ରଶାସକ),(୨୬/୫): ଗ୍ରୀଷ୍ମ ଋତୁ କାଳୀନ ଅସହ୍ୟ ଖରା ସହିତ ଗୁଳୁଗୁଳି କୁ ଦୃଷ୍ଟିରେ ରଖି ଆଜି ମୟୁରଭଂଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ କୁଳିଅଣା ଛକ ଠାରେ ସ୍ଥାନୀୟ ଯୁବ ସମାଜସେବୀ ସତ୍ୟଜିତ ମିଶ୍ର ଙ୍କ ସୌଜନ୍ୟରେ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଗତ ୨୫ ତାରିଖରେ…

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଶପଥ ଗ୍ରହଣ ସମାରୋହ ।

ନବରଙ୍ଗପୁର,୨୬/୦୫/୨୦୨୬, ଅଶୋକ ସାହୁ,ଆଇନଜୀବୀ ସଂଘର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂଘର ନିର୍ବାଚନ ଶେଷ ହେବା ପରେ ନୂତନ କର୍ମ କର୍ତ୍ତା ମାନେ ଶପଥ ଗ୍ରହଣ କରିଥିଲେ।ବାର ରୁମ ପରିସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ରାଜ୍ୟ ବାର କାଉନସିଲ ସଦସ୍ୟ ପି ରମେଶ…

ବାବା ଘଣ୍ଟି ବେଲେଶ୍ୱର ଙ୍କ ଚତୁର୍ଥ ଜନ୍ମବାର୍ଷିକ ଉତ୍ସବ l

ଅସ୍ତରଙ୍ଗ:  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଞ୍ଚାୟତ ର ଶ୍ରୀବନ୍ତପୁର ଗ୍ରାମରେ ଥୀବା ବାବା ଘଣ୍ଟି ବେଲେଶ୍ୱର ଙ୍କ ଚତୁର୍ଥ ବାର୍ଷିକ ଜନ୍ମ ଉତ୍ସବ ଚାରି ଦିନ ଧରି ପାଳିତ ହୋଇ ଯାଇ ଅଛି l ୨୩ ତାରିଖ ଶନିବାର ଅଙ୍କୁରପଣ ଓ ଅଧିବାସ ରହିଥିବା ବେଳେ, ରବିବାର ଦିନ କଳସ…

ତୋଫାନ ଦାଉ ସାଧିଲା , ପ୍ରଶାସନ ବୁଝୁନି ଟିକିଲି ଦୁଃଖ

ଶୁଣିବେ କି ସରକାର , ଗୁହାରି ଗରୀବର ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଭୋଟରଙ୍କୁ ବ୍ଲକ୍ ର ଅଣଦେଖା କେନ୍ଦୁଝର: ୨୫/୫/୨୦୨୬- ଗତ ଅପ୍ରେଲ ମାସରେ ଝଡ ବତାଶରେ ଘର ଛପର ଉଡିଗଲା । ବିଧବା ଆଦିବାସୀ ମହିଳା ସାହାଯ୍ୟ ଆଶା କରି ରହିଲା। କେହି ଶୁଣିଲେ ନାହିଁ। ନିଜ ଖର୍ଚ୍ଚରେ ମରାମତି କଲା। ପୁଣି ଏବେ…

ରୁର୍ବାନ ଯୋଜନାରେ ସୋଲାର ଲାଇଟ କାମରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ,

କୋଲାବିରା ବ୍ଲକର ୬ ପଞ୍ଚାୟତରେ ନିମ୍ନମାନର କାମ ଓ ଟେଣ୍ଡର ଅନିୟମିତତା ନେଇ ତଦନ୍ତ ଦାବି ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅଧୀନ କେନ୍ଦ୍ର ସରକାରଙ୍କ ରୁର୍ବାନ ଯୋଜନାରେ ସମାସିଂହା କ୍ଲଷ୍ଟରରେ ଲଗାଯାଇଥିବା ସୋଲାର ଷ୍ଟ୍ରିଟ୍ ଲାଇଟ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ କୋଟି…

ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବାଲେଶ୍ଵର, ତା- ୨୬.୦୫.୨୦୨୬: ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ଚିତ୍ତେଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସଭା ଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର.ଡି.ସି, ବାହାନଗା ସହଯୋଗରେ…

ରଜାମାଳରେ ସିଆରଆରଆଇ ଜୈବ ସାର ତାଲିମ ଶିବିର କୋଲାବିରା,

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକର ରାଜମାଲ ଗ୍ରାମରେ ସିଆରଆରଆଇ ଜୈବସାର ଉପରେ ଚାଷୀ ଉତ୍ପାଦକ କମ୍ପାନୀଗୁଡ଼ିକୁ ତାଲିମ କାର୍ଯ୍ୟକ୍ରମ ସେୱା ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ସରକାରଙ୍କ ପାଣ୍ଠିରେ "ଧାନ ଆଧାରିତ ଫସଲ…

ମାଓବାଦୀଙ୍କ ଗଚ୍ଛିତ ବିପୁଳ ସାମଗ୍ରୀ ଜବତ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୨୬/୦୫ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ କ୍ରମାଗତ ଭାବେ ସଫଳତା ମିଳିବାରେ ଲାଗିଛି । ଗତ ୧୭ ତାରିଖରୁ ସୁକମା ଜିଲ୍ଲାରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ…

ଲେଟ୍ରିନ ଟାଙ୍କିରେ ମୃତ୍ୟୁର ଫାନ୍ଦ: ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ବାପା–ପୁଅ ସହ ୬ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଗୌଡ କର୍ଲାଖୁଣ୍ଟା ଗ୍ରାମରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି। ନବ ନିର୍ମିତ ଲେଟ୍ରିନ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ହଠାତ୍ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇ ବାପା–ପୁଅ ସହ ମୋଟ ୬ ଜଣ…

ସାମ୍ବାଦିକଙ୍କ ପିତୃ ବିୟୋଗ

ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ ସହରର ମୁରବୀ ସ୍ଥାନିୟ ବ୍ୟକ୍ତି ଶେଖର ରଥଙ୍କର (୯୩) ବର୍ଷ ବୟସରେ ସ୍ଥାନିୟ ନୁଆରାଜବାଟି ସ୍ଥିତ ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ସୋମବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇ ଯାଇଛି|ଜଣେ ଧର୍ମ ପରାୟଣ, ଉଦାର ଚେତା ମଣିଷ ଭାବେ ସମଗ୍ର ନୟଗଡରେ ତାଙ୍କର…