ସୋଆ କୃଷି ମହାବିଦ୍ୟାଳୟରେ ୮ମ ଆନ୍ତର୍ଜାତୀୟ “ଫାସିନେସନ୍ ଅଫ୍ ପ୍ଲାଂଟସ୍ ଡେ–୨୦୨୬” ୱେବିନାର ଆୟୋଜିତ

ଭୁବନେଶ୍ୱର, ମେ ୨୬: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ୟୁରୋପିଆନ୍ ପ୍ଲାଂଟ ସାଇନ୍ସ ଅର୍ଗାନାଇଜେସନ୍ (ଇପିଏସ୍ଓ) ଆନୁକୂଲ୍ୟରେ ଗତ ମେ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ୮ମ ଆନ୍ତର୍ଜାତୀୟ “ଫାସିନେସନ୍…

ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତ ମୁନା ସାହୁ ଗିରଫ

କୋର୍ଟ ଚାଲାଣ,ଜାମିନ ଖାରଜ,ଜେଲ ହାଜତକୁ ଗଲେ ସମ୍ପୃକ୍ତ ସମସ୍ତ ୭ଜଣ ଅଭିଯୁକ୍ତ ୧୫ ଦିନ ମଧ୍ୟରେ ଗିରଫ। ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ…

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ତାଲିମ କାର୍ଯ୍ୟକ୍ରମ

ତାଲିକାରୁ ଉପଯୁକ୍ତ ଭୋଟର ଯେପରି ବାଦ୍ ନପଡନ୍ତି ଓଡ଼ିଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ନେଇ ମଙ୍ଗଳବାର ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ…

” ପୋଷଣ ଭି, ପଢ଼ାଇ ଭି”ତାଲିମ୍ ଶିବିର ଅନୁଷ୍ଠିତ

ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷ ଓ ଓସ୍ୱାନ କକ୍ଷ ଠାରେ ଓଡ଼ଗାଁ ବ୍ଲକର ୨୩୦ ଜଣ ଅଙ୍ଗନୱାଡୀ କର୍ମୀ ମାନଙ୍କୁ ନେଇ ୨ଟି ପର୍ଯ୍ୟାୟରେ " ପୋଷଣ ଭି, ପଢ଼ାଇ ଭି ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ଅଙ୍ଗନୱାଡି କର୍ମୀଙ୍କର…

ବେଲଗୁଣ୍ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମ

ବେଲଗୁଣ୍ଠା -:26/05/26-:(ଶିବରାମ ଚୌଧୁରୀ )-ଆମ ଗଂଜାମ ସ୍ଵଛ ଗଂଜାମ” ଅଭିଯାନ ଆନୁକୂଲ୍ୟରେ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ଅଭିଯାନ ଅନ୍ତର୍ଗତ “Mission Zero Plastic Visibility” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି…

ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ ,ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟ

ବଲାଙ୍ଗୀର, ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଟାଙ୍କୁଳପଦର ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ଏହି ଘଟଣା ଘଟାଇଥିଲେ। ଡ୍ୟୁଟି ସାରି ଘରକୁ…

ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ୩ଜଣ ଯୁବକ…

ରେଣ୍ଡୋମାଝୀ ମେଡିକାଲ କଲେଜ ପରିଦର୍ଶନ କଲେ ଲାଞ୍ଜିଗଡ଼ ବିଧାୟକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା ରେଣ୍ଡୋ ମାଝୀ ମେଡିକାଲ କଲେଜ କୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ସକାଳ ସକାଳ ପରିଦର୍ଶନ କରିଛନ୍ତି ପ୍ରସ୍ତୁତି ବିଭାଗ ମେଡ଼ିସିନ ବିଭାଗ ICU ଏବଂ ଅନ୍ୟ ଅନ୍ୟ ବିଭାଗ ପରିଦର୍ଶନ କରିଥିଲେ ଏବଂ ଅନେକ ଦିନଧରି ବିଭାଗ…

କେବଳ ସ୍ମୃତି ରେ ବଞ୍ଚି ରହିଛି ଐତିହାସିକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର

ଐତିହାସିକ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ବିପର୍ଯ୍ୟସ୍ତ ଅବସ୍ଥା: ଅର୍ଥାଭାବ ମଧ୍ୟରେ ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ମିଳିତ କମିଟିର ସମୀକ୍ଷା ​ସୁରକ୍ଷା ଅଭାବରୁ ଚୋରି ହେଲା କୋଟି କୋଟିର ଅଳଙ୍କାର, ଫାଟ ସୃଷ୍ଟି ହେଲାଣି ଗର୍ଭଗୃହରେ: କେବେ ସୁଧୁରିବ କୁଲାଡ ଶ୍ରୀଜଗନ୍ନାଥ…

ଗଜପତି ଜିଲ୍ଲା ରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ରାଜ୍ୟ ତଥା ଦେଶରେ ଆଜି ମହିଳା ନିର୍ଯାତନା ବୃଦ୍ଧି ପାଇଛି। ନିରୀ ନିର୍ଯ୍ୟାତନା ତାଲିକାରେ ଶୀର୍ଷରେ ପହଞ୍ଚି ଓଡ଼ିଶା , ବିଜେପି ସରକାରରେ ନାରୀର ସୁରକ୍ଷା ନାହଁ। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ , ଦରଦାମ ଆକାଶ ଛୁଆଁ ହୋଇଛି। ଯାହାକୁ ନେଇ…