ବିଜେପୁରରେ ଅନୁଷ୍ଠିତ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞ ସୁରୁଖୁରୁରେ ସମାପନ.

ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ବିଜେପୁର /ସୁଶାନ୍ତ ସାହୁ ଆଧ୍ୟାତ୍ମିକର ବାର୍ତ୍ତା ତଥା ସନ୍ଦେଶକୁ ନେଇ ସାରା ଓଡ଼ିଶାର ଗାୟତ୍ରୀ ପରିବାରକୁ ନେଇ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞ ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନର ବିରାଟ ପଡ଼ିଆରେ ତା…

ଦିଗ୍ ବିଜୟୀ ୟୁଥ୍ କ୍ଳବ୍ ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ୨-୧ ରେ ମାଷ୍ଟର ମାଇଣ୍ଡ ସାହାଡ଼ା ଚମ୍ପିୟାନ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଶୁକଦେବପୁର ଠାରେ ଦିଗ ବିଜୟୀ ୟୁଥ୍ କ୍ଳବ୍ ପକ୍ଷ ରୁ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇ ଯାଇଛି। ଶେଷ ତଥା ଅନ୍ତିମ ଖେଳ ରେ ଦୁଇ ଟିମ୍ ମାଷ୍ଟର ମାଇଣ୍ଡ ସାହାଡ଼ା ଓ ବ୍ଲେଣ୍ଡରସ ପ୍ରାଇଡ଼ ସୋରୋ ମଧ୍ୟ ରେ ଅନୁଷ୍ଟିତ…

ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଞ୍ଚାୟତ ର ସରପଂଚ ଶୁଭଶ୍ରୀ ତ୍ରିପାଠୀ, ସରପଂଚ ଙ୍କ ପ୍ରତିନିଧି ସନ୍ତୋଷ ଦୀକ୍ଷିତ ଓ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଭାତ ବାରିକ୍…

ଟ୍ରକ ମାଲିକ ସଂଘ,ମିନିଟ୍ରକ ସଂଘ ଓ ଜିଲ୍ଲା ପରିବହନର ମିଲିତ ଆନୁକୁଲ୍ୟରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ସୁବର୍ଣ୍ଣପୁର,୫/୧/୨୫ଶାସକ ପ୍ରଶାସକ (ପ୍ରକାଶ ହାତୀ)ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ଓ ଟ୍ରକ ମାଲିକ ସଂଘ ର ମିଳିତ ଭାବେ ଡୁଙ୍ଗୁରିପାଲି ବ୍ଲକ ରେ ସଡ଼କସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଛି l ଏହି ରାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଠାରୁ ବାହାରି ବସ ଷ୍ଟାଣ୍ଡ ରେ…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର:- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ବନବିହାର କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଭଗତପୁର ସ୍ଥିତ ଭୋଇ ସାଗର ଡ଼୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଲସଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ପଙ୍କଜ ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ…

ବିଜେପୁରରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ରକ୍ତଦାନ ଶିବିର

ବିଜେପୁର:-ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ଗାୟତ୍ରୀ ପରିବାର ଆୟୋଜନରେ ବିଜେପୁରଠାରେ ୧୦୮ କୁଣ୍ଡୀୟ ବିରାଟ ଗାୟତ୍ରୀ ମହାଯଜ୍ଞ ଓ ରାଷ୍ଟ୍ର ଜାଗରଣ ଅଭିଯାନ ଅବସରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗାୟତ୍ରୀ ପରିବାର, ରେଡିଏନ୍ସ ଶିକ୍ଷାନୁଷ୍ଠାନ ଓ ‘ସମ୍ବାଦ-୫୩…

ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ କାର୍ଯ୍ୟାଳୟ ଠାରେ ବିଶ୍ଵ ବ୍ରେଲି ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ କାର୍ଯ୍ୟାଳୟ ଠାରେ ଆଜି ବିଶ୍ଵ ବ୍ରେଲି ଦିବସ ତଥା ଲୁଇସ୍ ବ୍ରେଲି ଙ୍କ ୨୧୬ ତମ ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି। ସମର୍ଥ ର ସଭାପତି ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ…

୧୯୯୯ ମସିହାରେ ଡିଏମ ସ୍କୁଲ ଭୁବନେଶ୍ୱରରୁ ସ୍ନାତକୋତ୍ତର ର ୨୫ ବର୍ଷ ପୂର୍ତ୍ତି ପାଳିତ

ଭୁବନେଶ୍ୱର: ଡି ଏମ ସ୍କୁଲ ଭୁବନେଶ୍ୱରର ୧୯୯୯ ରେ ଦଶମ ପାସ କରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟାଳୟରୁ ପାସ୍ କରିବାର 25 ବର୍ଷ ପାଳନ କରିଥିଲେ| ଆରଆଇଇ କ୍ୟାମ୍ପସରେ, ଡି ଏମ ସ୍କୁଲ ପ୍ରାଙ୍ଗଣରେ, ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା| ଏହି ମିଳନରେ ୬୦ ରୁ ଉର୍ଧ ଛାତ୍ରଛାତ୍ରୀ ଯୋଗ…

କେବଳ ଆନ୍ଧ୍ରକୁ ଖୁସି କରିବାକୁ କେନ୍ଦ୍ରର ଉଦ୍ୟମ, ଓଡିଶା ସରକାର ନିରବଦ୍ରଷ୍ଟା କାହିଁକି ?

ସାଉଥ ଇଷ୍ଟର୍ଣ୍ଣ ଅଧୀନରେ ଥିବା ଓଡ଼ିଶାର ଅଞ୍ଚଳକୁ ଇଷ୍ଟକୋଷ୍ଟ ଅଧୀନକୁ ଅଣାଯାଉ ୱାଲଟିଅର ଡିଭିଜନକୁ ଭାଙ୍ଗି ଏହାର ସିଂହ ଭାଗ ଇଷ୍ଟକୋଷ୍ଟ ରେଲୱେ ଜୋନ୍ରୁ କାଢି ନେବାକୁ ବିଜେଡିର ବିରୋଧ ଭୁବନେଶ୍ୱର, ୦୫/୦୧/୨୦୨୫: ରାୟଗଡା ଠାରେ ଏକ ନୂଆ ରେଳ ଡିଭିଜନକୁ ବିଜୁ ଜନତା ଦଳ…

କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ

ଜ୍ଞାନେଶ୍ୱର ମୁଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ ଭୁବନେଶ୍ୱର, ୫ ।୦୧: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ.…