Sign in
Sign in
Recover your password.
A password will be e-mailed to you.
ବଲାଙ୍ଗିର ଓ ସୋନପୁର ଜିଲ୍ଲାର ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି…
ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର: ୦୪/୦୧/୨୦୨୫: ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ…
ଭଞ୍ଜନଗର ରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ, ଅମାନିଆ ଗାଡି ଚାଳକ ମାନଙ୍କୁ ଚେତନତା କରାଇବା ଏବଂ ଟ୍ରାଫିକ୍ ନିୟମକୁ କଡ଼ା କଡ଼ି ପାଳନ କରିବା ନିମନ୍ତେ ଆଜି ଭଞ୍ଜନଗର ପରିବହନ ବିଭାଗ ପକ୍ଷରୁ ପଥୋତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି।
ଆଜିର ଉକ୍ତ…
ଚନ୍ଦଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ
ସୁବର୍ଣ୍ଣପୁର,୪/୧/୨୫ ଶାସକ ପ୍ରଶାସକ (ପ୍ରକାଶ ହାତୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରେମରାଜ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ…
ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ଶୋଭାଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଏହି ଅବସରରେ ଆଜି (ଶୁକ୍ରବାର) ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରାକୁ ଶ୍ରୀ ପ୍ରସନ୍ନ କୁମାର ଦାସ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଓ…
ବଢୁଛି ବେଆଇନ୍ କଫସିରପ୍ କାରବାର
ଘେଁସ :-ସହର କଥା ଛାଡ଼, ଗାଁ ଗହଳିରେ ବି ଚାଲିଛି ବେଧଡ଼କ ନିଶା କାରବାର। ଦେଶୀ ବିଦେଶୀ ମଦ ଠୁ ଆରମ୍ଭ କରି କଫସିରପ୍ ଖୁଲମଖୁଲା ବିକ୍ରି ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଲଗାମ ନାହିଁ । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁସ ଅଞ୍ଚଳରେ ହେଉଥିବା ବେଆଇନ ନିଶା କାରବାର…
ବାପା ଆରପାରିରେ, ମା’ ଙ୍କ ପତ୍ତା ମିଳୁନି:ବେସାହାରା ହେଲେ ୩ ନାବାଳକ
କୁଚିଣ୍ଡା (ଲିପନ ନାଏକ ) ମଣିଷର ଯେତେବେଳେ ଖରାପ ସମୟ ଆସେ ସେତେବେଳେ ସବୁ ଦୁଃଖ ଯେପରି ତାରି ଉପରେ ଅଜାଡି ହଇଯାଏ l ବଞ୍ଚିବା ତା ପାଇଁ କଷ୍ଟସାଧ୍ୟ ହୋଇପଡ଼େ l ତାର ଏକ ଜ୍ୱଳନ୍ତ ଉଦାହରଣ ହେଲେ ୧୭ ବୟସ୍କ ନାବାଳିକା କୁନି ଦେହୁରୀ, ତାଙ୍କ ଦୁଇ ଭାଇ ଲୋଚନ ଦେହୁରୀ (୧୦) ଓ ନୀଳମଣି ଦେହୁରୀ…
ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାର ଦୁଇଟି ସ୍ଥାନରେ ଧାନ ମଣ୍ଡି ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ୍ ର ଦୁଇଟି ସ୍ଥାନରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ୱାରା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି I ପ୍ରଥମେ ବେଲଗୁଣ୍ଠା ସେବା ସମବାୟ ସମିତି ଆନୁକୂଲ୍ୟରେ ଧାନ ମଣ୍ଡିକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ…
ସଂସଦ ଆଦର୍ଶ ଗ୍ରାମ ଯୋଜନା ବୈଠକ ଅନୁଷ୍ଠିତ l
ଖୋର୍ଦ୍ଧା -: ସାଂସଦ ଆଦର୍ଶ ଗ୍ରାମ ଯୋଜନା ସମ୍ପର୍କିତ ଏକ ବୈଠକ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହା ଏକ ଗ୍ରାମୀଣ ଉନ୍ନୟନ ଯୋଜନା ଯେଉଁଥିରେ ସଂସଦୀୟ ଆଦର୍ଶ…
ସର୍ବ ଭାରତୀୟ ଭଲିବଲ୍ ଖେଳ ର ଓଡ଼ିଶା ଟିମ୍ ର ମୁଖ୍ୟ ପରିଚାଳକ ହେଲେ ଉଦୟ ନାରାୟଣ ମଲ୍ଲିକ।
ବାସୁଦେବପୁର - ରାଜସ୍ଥାନ ଜୟପୁର ରେ ଜାନୁଆରୀ ୭ ରୁ ୧୩ ତାରିଖ ଯାଏଁ ଆୟୋଜନ ହେବାକୁ ଯାଉଛି ସର୍ବ ଭାରତୀୟ ଭଲିବଲ୍ ଖେଳ। ଏହି ମ୍ୟାଚ୍ ରେ ଭାରତ ରୁ ବିଭିନ୍ନ ରାଜ୍ୟ ରୁ ଟିମ୍ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶା ଟିମ୍ ମଧ୍ୟ ଅଂଶ ଗ୍ରହଣ କରିବାକୁ ଯାଉଛି। ଏଥି ନିମନ୍ତେ ମୁଖ୍ୟ…
ଚୂଡ଼ାମଣି ଠାରେ ଲୋକ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଭଦ୍ରକ ସାଂସଦ।
ବାସୁଦେବପୁର _ ଭଦ୍ରକର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଇରମ ଗ୍ରସ୍ତ ସମୟ ରେ ଚୁଡ଼ାମଣି ଠାରେ ସେବାସମବାୟ ସମିତିର ସମସ୍ୟା , ମହିଳା ଗ୍ରୁପ୍ ସି ଆର ପି ମାନଙ୍କୁ ଭେଟି ସମସ୍ୟା ବିଷୟରେ ସାଂସଦ ଅଭିମନ୍ୟୁ ସେଠୀ ଆଲୋଚନା କରିଥିଲେ । ସେବା ସମବାୟ…