Sign in
Sign in
Recover your password.
A password will be e-mailed to you.
ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ ର କ୍ରୀଡା ଉତ୍ସବ ଅନୁଷ୍ଠିତ।
ପଦ୍ମପୁର :- ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ ର କ୍ରୀଡା ଉତ୍ସବ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡଃ ମନୋରଞ୍ଜନ ଦେବତା ଓ ଅର୍ଜୁନ ଦେବତା ଯୋଗ ଦେଇଥିବା ବେଳେ ସନ୍ତୋଷ ମହାନ୍ତି, ଗଜେନ୍ଦ୍ର ମହାନ୍ତି ଓ ସୁଦୀପ୍ତ ଦାସ ବିଚାରକ…
ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ ଦ୍ଵାରା ସଚେତନତା କାର୍ଯ୍ଯକ୍ରମ l
ନବରଙ୍ଗପୁର ୬.୧.୨୦୨୫ : ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ସଦରମହକୁମା ସ୍ଥିତ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ…
ଖଲ୍ଲିକୋଟପୋଲିସ ବିଭାଗ ଆନୁକୂଲ୍ୟରେ “ସଡ଼କ ସୁରକ୍ଷା ମାସ ” ଜନସଚେତନତା
( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ: ଆଞ୍ଚଳିକ ପରିବହନ ପ୍ରାଧିକରଣ, ଗଞ୍ଜାମ, "ସଡ଼କ ସୁରକ୍ଷା ମାସ" ପାଳନ ଅବସରରେ ଖଲ୍ଲିକୋଟ ପୋଲିସ ବିଭାଗ ଆନୁକୂଲ୍ୟରେ ଆଜି ସଡ଼କ ସୁରକ୍ଷା ମାସ ପାଳନ ହୋଇ ଥିବା ଜଣାପଡ଼ିଛି। ଵେପାରୁଆ ଗାଡ଼ି ଚାଳନା ରୋକିବାକୁ ଖଲ୍ଲିକୋଟ ଥାନା…
ଝାରବନ୍ଧ ରେ ୨୨ତମ ବ୍ରାହ୍ମଣ ସମାଜ ର ବୈଠକ।
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବନଦୁର୍ଗା ମନ୍ଦିର ବ୍ରାହ୍ମଣ ସମାଜ ର ଗାୟତ୍ରୀ ଭବନ ଠାରେ ସର୍ବପ୍ରଥମେ ଗାୟତ୍ରୀ ପୂଜା କରାଯାଇଥିଲା। ପୂଜାରେ କର୍ତ୍ତା ଭାବେ ପ୍ରସନ୍ନ ମହାପାତ୍ର ଓ ତାଙ୍କ ସହ ଧର୍ମିଣୀ ଦାୟିତ୍ୱ ତୁଲାଇ ଥିବା ବେଳେ ପଣ୍ଡିତ ଦେବରାଜ ପଣ୍ଡା ପୂଜା କାର୍ଯ୍ୟ…
ବାସୁଦେବପୁର ବ୍ଳକ ର ଏଡତାଳ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ ଘାଟନ ର କାର୍ଯ୍ୟ କର୍ମ ରେ ପାଞ୍ଚ ତାରିଖ ରବିବାର ରେ ବାସୁଦେବପୁର ବ୍ଳକ ର ଧାନ ମଣ୍ଡି ର ଶୁଭ ଉଦ୍ ଘାଟନ ଏଡତାଳ ସେବା ସମବାୟ ସମିତି ରେ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ…
ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ସେବା ସମାଜରେ ଥିବା ଅନ୍ତେବାସୀଙ୍କୁ ଖାତା, ପେନସିଲ, ରବର ଓ ଶୁଖିଲା…
ରାୟଗଡ: ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ସେବା ସମାଜରେ ଥିବା ଅନ୍ତେବାସୀଙ୍କୁ ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି l ସଙ୍ଘର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଅତିଥିଭାବେ ରାୟଗଡ ପୌର ପରିଷଦର ଉପ ନଗରପାଳିକା ଶ୍ରୀମତୀ ଶୁଭ୍ରା ପଣ୍ଡା,…
ଗୁରୁଙ୍କ ଦଣ୍ଡକୁ ଅପମାନ ନ ଭାବି ଆଶୀର୍ବାଦ ଭାବିବାକୁ ମନ୍ତ୍ରୀଙ୍କ ଆହ୍ବାନ
ହାଡ଼ିପାଲି ହାଇ ସ୍କୁଲ୍ ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ
କୁଚିଣ୍ଡା,5/1: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ହାଡ଼ିପାଳିସ୍ଥିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଏଥିରେ ଏହି ଶିକ୍ଷା ନୁଷ୍ଠାନର ପୁରାତନ ଛାତ୍ର ତଥା ରାଜ୍ୟର…
ସିମୁଳିଆ ବଜେଡି ର ବନ୍ଧୁ ମିଳନ ଅନୁଷ୍ଠିତ
ଖଇରା (ବୁଲୁ ଲେଙ୍କା)ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ସ୍ଥିତ ମା' କଲ୍ୟାଣ ମଣ୍ଡପ ଠାରେ ନବବର୍ଷ 2025 ଉପଲକ୍ଷେ ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଖଇରା…
ଗୁଣପୁର ମାଟିର ଗୌରବ ବରିଷ୍ଠ ଡାକ୍ତର ଙ୍କୁ ଏବିଭିପି ତରଫରୁ ସମ୍ବର୍ଦ୍ଧନା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣ ର ଭଣ୍ଡାର ଗୁଣପୁର ଅନେକ ସୁଯୋଗ୍ୟ ସନ୍ତାନ ଙ୍କୁ ଜନ୍ମ ଦେଇଛି । ଏହି ଗୁଣପୁର ମାଟି ର ଗର୍ବ ଓ ଗୌରବ ବଢ଼ାଉଥିବା ସେହିଭଳି ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ଡ଼ଃ ଶ୍ରୀକାନ୍ତ ଦାସ । ସେ ପୂର୍ବରୁ ଦୀନ ଦୟାଲ୍ ଉପାଧ୍ୟାୟ ମେଡ଼ିକାଲ, ଦିଲ୍ଲୀ ରେ…
ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ସମ୍ମାନୀତ
ବିଜେପୁର :-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନର ପଡ଼ିଆରେ ଆୟୋଜିତ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞର ଉଦଯାପନୀ ଉତ୍ସବରେ ଗାୟତ୍ରୀ ପରିବାରର କର୍ମକର୍ତ୍ତା, ବିଭିନ୍ନ ବ୍ୟକ୍ତି ତଥା ଯଜ୍ଞ ସ୍ଥଳର ପ୍ରାକ…