ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପିତାମାତା ଓ ଶିକ୍ଷକ ବୈଠକ

ସୁବର୍ଣ୍ଣପୁର,୪/୧/୨୫: ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ସ୍ଥିତ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପିତାମାତା ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ହୋସିୟା ଛତ୍ରିଆ ଙ୍କ…

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ କାର୍ଯ୍ୟକ୍ରମ

ବାସହୀନ ଗରିବ ପରିବାରଙ୍କୁ ପକ୍କା ଗୃହ ଯୋଗାଇବା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରାଉରକେଲା, ୦୪ ଜାନୁଆରୀ ୨୦୨୫:'ସଭିଙ୍କୁ ମିଳିବ ସେମାନଙ୍କ ସ୍ୱପ୍ନର ଘର' ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ କାର୍ଯ୍ୟକ୍ରମ ବାସହୀନ…

ରାଜ୍ୟସ୍ତରୀୟ ୩୨ ତମ ଶାରଳାସ୍ପୋର୍ଟିଂ କ୍ରିକେଟ କପ୍ ର ପ୍ରସ୍ତୁତି ବୈଠକ

ଅସ୍ତରଙ୍ଗ୪/୧୨:  ଅସ୍ତରଙ୍ଗ ବ୍ଲକ ନରେନ୍ଦ୍ର ଷ୍ଟାଡିୟମ ରେ ଆଜି ୩୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଈଁ ହୋଇଛି ପ୍ରସ୍ତୁତି ବୈଠକ । ଏହି ବୈଠକ ରେ ସଭାପତିତ୍ୱ କରିଥିଲି,ସଂଗଠନ ର ସଭାପତି ଶ୍ରୀ ଯୁଗଳକିଶୋର ମହାନ୍ତି । ଅନ୍ୟ ମାନଙ୍କ ଭିତରେ ଉପସଭାପତି ପ୍ରକାଶ ଚନ୍ଦ୍ର…

ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଙ୍କ ସତେଇଶି ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ସ୍ବର୍ଗତ ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଙ୍କ ସତେଇଶି ତମ ଶ୍ରାଦ୍ଧ ବାର୍ଷିକ ରେ ଭାବ ବିହ୍ଵଳ ହୋଇ ଯାଇ ଥିଲା ରକ୍ତ ତୀର୍ଥ ଇରମ ର ମେଳନ ପଡିଆ। ରକ୍ତ ଭିଜା ମାଟି ତାର ବୀର ସନ୍ତାନ ର ଗାଥା ବଖାଣୁ ଥିଲା। ଗୌରାଙ୍ଗ ଚନ୍ଦ୍ର ସ୍ମୁତି…

କଂଗ୍ରେସ ବାସୁଦେବପୁର ନାମ ରେ ସୋସିଆଲ ମିଡିଆରେ ଫେକ ଆକାଉଣ୍ଟ।

 ବିଧାୟକ ଙ୍କ ନିର୍ଦ୍ଦେଶ ପରେ ଯୁବ କଂଗ୍ରେସ କର୍ମୀମାନେ ଦେଲେ ଏତଲା।  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ କଂଗ୍ରେସ ବାସୁଦେବପୁର ନାମ ରେ ଏକ ଫେକ ଆକାଉଣ୍ଟ ଫେସ୍ ବୁକ୍ ରେ ଖୋଲା ଯାଇଛି ବୋଲି ଯୁବ କଂଗ୍ରେସ କର୍ମୀମାନେ ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା…

-ଖଲିକୋଟ ଶ୍ରୀ ମର୍ଦ୍ଦରାଜ ହାଇସ୍କୁଲ, ଛାତ୍ର ମାନେ ପ୍ରଚାର କଲେ ସଡ଼କ ସୁରକ୍ଷା ସଚେତନ ଅଭିଯାନ ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା):ଆପେ ବଞ୍ଚିଲେ ବାପ ର ନାଁ ବୋଲି କଥା ପ୍ରସଙ୍ଗରେ କହିଥାନ୍ତି। ହେଲେ ଏବକୁ ଯୋ ହାରରେ ଦିନକୁ ଦିନ ଯାନବାହାନ ଚଳାଚଳ କରୁଛି। ନିଜକୁ ତ ବଞ୍ଚାଇବାକୁ କଷ୍ଟ ବ୍ୟାପାର ‌ହୋଇପଡିବ, ଅନ୍ୟ ପକ୍ଷରେ ବେପା ରୁଆ ଗାଡି ଚଲେଇବା ଯୋଗୁଁ ଅନ୍ୟ ର ଜୀଵନ…

ଶକ୍ତି ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋଲକାତାରେ ଟିପିସିଓଡିଏଲ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର (ଶାସକ ପ୍ରଶାସକ ) : ଟିପିସିଓଡିଏଲକୁ କୋଲକାତାରେ ଆୟୋଜିତ ସିଆଇଆଇ ଏନର୍ଜି କନକ୍ଲେଭ ୨୦୨୪ ରେ (ENCON 2024) ସମ୍ମାନଜନକ ୪-ତାରକା ମାନ୍ୟତା ପ୍ରଦାନ କରାଯାଇଛି। ଏହା ପୂର୍ବ ଭାରତର ସଂସ୍ଥାନ ଗୁଡିକୁ ସ୍ୱୀକୃତି ପ୍ରଦାନ କରେ ଯାହା ଶକ୍ତି ସଂରକ୍ଷଣ ପାଇଁ ଅତୁଳନୀୟ ପ୍ରତିବଦ୍ଧତା…

“ଓଡ଼ିଆ ଅସ୍ମିତାକୁ ମାଡ଼: ଏଥର ଦିଲ୍ଲୀରେ ଗଡିବନି ପ୍ରଜ୍ଞାପନ ମେଢ଼”

 ଗତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଥିଲା  ଏବର୍ଷ ମନୋନୀତ ନହେବା କ୍ଷୋଭର ବିଷୟ  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି ଭୁବନେଶ୍ୱର, ୦୪/୦୧/୨୦୨୫: ଚଳିତବର୍ଷ ଦିଲ୍ଲୀର କର୍ତ୍ତବ୍ୟପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ରେଡରେ…

“ ସୁରକ୍ଷିତ ଘରକୁ ଫେରନ୍ତୁ ”: ମୁଖ୍ୟମନ୍ତ୍ରୀ

ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟିତ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ୨୦୦୦ ଟ୍ରାଫିକ୍ ପୋଲିସ୍ ପଦବୀ ସୃଷ୍ଟି, ଚଳିତ ବର୍ଷ ୫୦୦ ଟ୍ରାଫିକ୍ ପୋଲିସ୍ ନିଯୁକ୍ତି ଘୋଷଣା ଓଡିଶା ଯାତ୍ରୀ ଆପ୍ ର ଲୋକାର୍ପଣ,…

ବିଜେପୁରରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ବିଜେପୁର :-ସୁଶାନ୍ତ ସାହୁ ଭକ୍ତି, ନିଷ୍ଠା, ସମର୍ପଣ ଓ ସତ୍‌କର୍ମର ପ୍ରତୀକ ହେଉଛି ଯଜ୍ଞ ବିପଦମୁହାଁ ବିଶ୍ୱକୁ ରକ୍ଷା କରିବାକୁ ହେଲେ ଧାମିର୍କ ଚେତନା ଓ ରାଷ୍ଟ୍ର ଜାଗରଣ ହିଁ ସଠିକ ମାର୍ଗ ବୋଲି ବିଜେପୁରରେ ଆୟୋଜିତ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ସାଧୁ ସନ୍ଥମାନେ ପରାମର୍ଶ ଦେଇଛନ୍ତି।…