ବିଭିନ୍ନ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ ଘାଟନ ଗତ ପାଞ୍ଚ ତାରିଖ ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଏଡତାଳ ସେବା ସମବାୟ ସମିତି ରେ ଉଦ୍ ଘାଟନ ପରେ ପରେ ସୋମବାର ବିଭିନ୍ନ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ ହୋଇ ଯାଇଛି। ଏହି କ୍ରମ ରେ ବ୍ରାହ୍ମଣ ଗାଁ ସେବା ସମବାୟ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…

୨ ହାଇଓ୍ବା ଓ ଜେସିବି ମେସିନ ଜବତ

ଓଡଗାଁ, ୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ରୋହିବାଙ୍କ ପଞ୍ଚାୟତ ଭଗବତି ପ୍ରସାଦ ମାଙ୍କଡା ପଥର ଖଣିରୁ ମୋରମ ଉଠାଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସଯୋଗରେ ପୋଲିସ ୨ଟି ହାଇଓ୍ବା ସହିତ ଗୋଟିଏ ଜେସିବି ମେସିନ ଜବତ କରିଥିବା ଜଣାପଡିଛି । ସୂଚନା ଥାଉକି ଓଡ଼ଗାଁ…

ଓଡ଼ଗାଁ ତହସିଲ କର୍ମଚାରୀଙ୍କ ଅପମାନ ଜନକ ମନ୍ତବ୍ୟକୁ ନେଇ ବିବାଦ

ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ଓକିଲ ସଂଘ     ଓଡ଼ଗାଁ,୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଅପମାନ ସୂଚକ ମନ୍ତବ୍ୟକୁ ଓଡ଼ଗାଁ ବାର ଆସୋସିଏସନ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ସୋମବାର ଅଭିଯୋଗ ହୋଇଥିବା…

ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ,୧୯୮୫ ମାଟ୍ରିକ୍ ବ୍ୟାଚ ବନ୍ଧୁମିଳନ

ଓଡ଼ଗାଁ,୬।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଘୁନାଥ ବିଦ୍ୟାପୀଠ ୧୯୮୫ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବନ୍ଧୁମିଳନ ଉତ୍ସବ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ପାତ୍ର, କୁମାର…

ଦରବୃଦ୍ଧି ବିରୋଧରେ ଭୁବନେଶ୍ୱରରେ ବିଜେଡିର ବିଶାଳ ବିକ୍ଷୋଭ

 ଏମଏମ ସରକାର, ମହାଙ୍ଗା ମାଡ଼ ସରକାର  ଡବଲ ଇଂଜିନ ଡବଲ ମାଡ଼  ଲମ୍ୱା ଲମ୍ୱା ଭାଷଣ, କାମ ଘର ଶୂନ ଭୁବନେଶ୍ୱର, ୦୬/୦୧/୨୦୨୫: ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ଡାକରାରେ ଆଜି ଲୋକସେବା ଭବନ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବିଭିନ୍ନ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ ଘାଟନ ଗତ ପାଞ୍ଚ ତାରିଖ ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଏଡତାଳ ସେବା ସମବାୟ ସମିତି ରେ ଉଦ୍ ଘାଟନ ପରେ ପରେ ସୋମବାର ବିଭିନ୍ନ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ ଘାଟନ ହୋଇ ଯାଇଛି। ଏହି କ୍ରମ ରେ ବ୍ରାହ୍ମଣ ଗାଁ ସେବା ସମବାୟ…

ଏକ ଦିବସୀୟ ପାଚିକା ସହାୟିକା ତାଲିମ୍ ଅନୁଷ୍ଠିତ।

ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ଚାଲୁ ଥିବା ସ୍କୁଲ ମାନଙ୍କର ପାଚିକା ସହାୟିକା ଭାବରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ତିନୋଟି ସ୍ଥାନରେ ଅନୁଷ୍ଠିତ ଶିବିରରେ ୩୫୦ ଜଣ ପାଚିକା ସହାୟିକା ଯୋଗଦାନ୍…

ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ ଦ୍ଵାରା ସଚେତନତା କାର୍ଯ୍ଯକ୍ରମ l

ନବରଙ୍ଗପୁର ୬.୧.୨୦୨୫ : ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ସଦରମହକୁମା ସ୍ଥିତ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସଭାଗୃହରେ କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସାମୁହିକ…

ମଦବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ମହିଳା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ l ଆଜି ଗଣ୍ଡପାଳି ଗ୍ରାମର ସତାଧିକା ମହିଳା ଆସି ଥାନା ର ଦ୍ୱାରସ୍ଥ ହେବା ସହିତ ସମ୍ପୂର୍ଣ୍ଣ ଦେଶୀ ମଦ ବନ୍ଦ କରିବାକୁ ଥାନା ରେ ଦେଲେ ଲିଖିତ ଅଭିଯୋଗ l ଗ୍ରାମରେ ବିଭିନ୍ନ ସ୍ଥାନରେ…