ସାର୍ବଜନୀନ ଦୂର୍ଗା ପୂଜା କମିଟି ର ପୂର୍ବତନ ସମ୍ପାଦକଙ୍କ ପରଲୋକ।

ପଦ୍ମପୁର :- ସାର୍ବଜନୀନ ଦୂର୍ଗା ପୂଜା କମିଟି ର ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ କର୍ମଚାରୀ ଦାମୋଦର ପଣ୍ଡା ଙ୍କ ପରଲୋକ ହୋଇଯାଇଛି। ସେ ପୂର୍ବରୁ ମୃତ୍ତିକା ସଂରକ୍ଷଣ ବିଭାଗ ଓ ପରେ ଜଳବିଭାଜିକା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ସେ ତାଙ୍କ ପଛରେ ପତ୍ନୀ ଶୈବାଲିନି, ପୁଅ…

ଭଞ୍ଜନଗର ବ୍ଳକ୍ ର ୧୧ ଗୋଟି ସେଣ୍ଟର୍ ରେ ଚାଲିଛି ମାଟ୍ରିକ୍ ପରିକ୍ଷା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାରା ରାଜ୍ୟରେ ଅନୁଷ୍ଠିତ ହୋଇଚାଲିଛି ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରିକ୍ଷା। ଏ.ଏଚ୍.ଏସ୍.ସି ମାଟ୍ରିକ, ମଧ୍ୟମା , (ଏସ୍.ଓ.ସି.ଏସ୍ ) ରାଜ୍ୟ ମୁକ୍ତ ବିଦ୍ୟାଳୟ ପରିକ୍ଷା ଚଳିତ ଫେବୃଆରୀ ୨୧ ତାରିଖ ରୁ…

ରିଲାଏନ୍ସ ଜିଓର ୫ଜି ଷ୍ଟାଣ୍ଡ-ଏଲୋନ ଟେକ୍ନୋଲୋଜିରେ ପ୍ରାଧାନ୍ୟ, ଭାରତକୁ ବିଶ୍ୱରେ ଅଗ୍ରଣୀ କରାଇଛି

ମୁମ୍ବାଇ: ୫ଜି ଷ୍ଟାଣ୍ଡାଲୋନ (ଏସଏ) ନେଟୱାର୍କ ସ୍ଥାପନରେ ଭାରତ ଆମେରିକା ଓ ୟୁରୋପକୁ ପଛରେ ପକାଇ ଦେଇଛି ଏବଂ ଏଥିରେ ରିଲାଏନ୍ସ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଟେଲିକମ କ୍ଷେତ୍ରର ଅନୁଶୀଳନକାରୀ ସଂସ୍ଥା ଓକଲାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୫୨ ପ୍ରତିଶତ ୫ଜି ଷ୍ଟାଣ୍ଡାଲୋନ ଉପଲବ୍ଧତା…

ଶ୍ରୀ ଲୋକନାଥ ଦେବଙ୍କ ପୀଠ ରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦ୍ଵୀପ

ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀ ଲୋକନାଥ ଦେବଙ୍କ ପୀଠ ରେ ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦ୍ଵୀପ । ପୂର୍ବରୁ ଏହି ବୃହତ୍ ଦ୍ଵୀପ ମାଟିରେ ପ୍ରସ୍ତୁତ କରାଯାଉଥିବା ବେଳେ ଗତବର୍ଷ ଠାରୁ ଅଷ୍ଟଧାତୁରେ ନିର୍ମିତ ହୋଇଛି।ପ୍ରାୟ ୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୩ଫୁଟ ଗଭୀର ଏହି ଦ୍ଵୀପରେ…

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. ୨୪.୦୨.୨୦୨୫ ଜୟପାଟଣା ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର…

ଜନସେବା କେନ୍ଦ୍ର ଚାଳକଙ୍କୁ ରେଲୱେ ପୋଲିସ୍ ଉଠାଇ ନେଲେ

ଓଡ଼ଗାଁ ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ପାଇକରା ସାହିର ନିଳାଞ୍ଚଳ ଦାଶଙ୍କୁ ଜଟଣୀ ରେଲୱେ ପୋଲିସ୍ ଉଠାଇ ନେଇଛନ୍ତି।ନିଳାଞ୍ଚଳ ଅଣଅଧିକୃତ ଅର୍ଥାତ୍ ବେଆଇନ ଭାବେ ରେଲୱେ ଟିକେଟ ବିକ୍ରି କରୁଥିବା ନେଇ ଅଭିଯୋଗ ଥିଲା। ନିଜର ବ୍ୟକ୍ତିଗତ ଆଇଡିରୁ ଯଦି…

ବିଦ୍ୟୁତ ଖୁଣ୍ଟରୁ ପଡି ୱାର୍ଡ ସଭ୍ୟ ଗୁରୁତର

ଓଡଗାଁ,୨୪।୨(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମ ପଞ୍ଚାୟତ ଜଣେ ୱାର୍ଡ ସଭ୍ୟ ବେଆଇନ ଭାବେ ବିଦ୍ୟୁତ ଖୁଣ୍ଟରେ ଚଢି ଷ୍ଟ୍ରିଟ ଲାଇଟ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତରେ ଖୁଣ୍ଟରୁ ପଡି ଗୁରୁତର ହୋଇଥିବା ଜଣାଯାଇଛି।ସୂଚନା ଅନୁସାରେ ଲଣ୍ଡାବାଦୁ…

ଡିପ୍ଲୋମା କଲେଜରୁ ଅର୍ଥ ଆତ୍ମସାତ ମାମଲାରେ ଜଣେ ଗିରଫ,

ଓଡ଼ଗାଁ ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶ୍ରୀପଲିଟେକନିକ୍ କୋମଣ୍ଡ ଡିପ୍ଲୋମା କଲେଜରୁ ଅର୍ଥ ଆତ୍ମସାତ ମାମଲାରେ ଓଡ଼ଗାଁ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ସ୍ଥାନୀୟ ରୋହିବାଙ୍କ ଗାଁର ଅମିତ୍ ପାତ୍ର।ସେ ୨୦୧୭ ମସିହାରୁ ଉକ୍ତ…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବ୍ରାହ୍ମଣ ସୀତାପୁର ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି (ସୋମବାର) ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…

ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କମିଟି ଗଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ( ନୂତନ ପେନସନ ଭୂକ୍ତ) ର ନୂତନ କମିଟି ଗଠିତ ହୋଇଯାଇଛି। ଡାବୁଗାଁ ମେଦନା ରୋଡ ସ୍ଥିତ ଲ୍ୟାମ୍ପ ଗୋଦାମ ପରିସରରେ ଅନୁଷ୍ଠିତ ବୈଠକ ରେ ବ୍ଲକ ପ୍ରାଥମିକ ଶିକ୍ଷକ…