Sign in
Sign in
Recover your password.
A password will be e-mailed to you.
ନିମ୍ନ ଇନ୍ଦ୍ରଜଳ ପ୍ରକଳ୍ପ ଅଫିସରେ ଚାଷିମାନେ ଆସନ୍ତା ଫେବୃୟାରି 28 ତାରିଖରେ ଗଣଧାରଣା !
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୁଆପଡା ଜିଲ୍ଲା ଖଡିଆଳ ବ୍ଲକ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟଲୟ ଖଡିଆଳ ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ କ୍ଷେତ୍ରୀୟ କର୍ଯ୍ୟଳୟ ଠାରେ ଏ ଅଞ୍ଚଲ ଚାଷୀମାନେ ଅଭିଯୋଗ ପତ୍ର ମୁଖ୍ୟ ଯନ୍ତ୍ରୀଙ୍କୁ ବନ୍ଧ ଡାକରା ଦାବି…
ବେଲଗୁଣ୍ଠା ବ୍ଳକ ପୁଣି ବିଜେଡ଼ି ଦଖଲରେ, ବିଜେପିକୁ ଝଟକା
ହାରିଲେ ଭାଇ ବୋହୁ , ଜିତିଲେ ମମତା
ବିଜେପିର ସବୁ ଉଦ୍ୟମ ଫେଲ, 17 ଭୋଟ୍ ରୁ ବିଜେଡି ପାଇଲା ନଅ ଭୋଟ୍
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ ର ପ୍ରାକ୍ତନ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପରଲୋକ ହେବା ପରେ ସରକାରଙ୍କ ନିର୍ଦେଶ କ୍ରମେ ଗତ ଜାନୁୟାରି ମାସ…
ପଙ୍କୋଦ୍ଧାର ପରେ ବାବା ଲୋକନାଥଙ୍କ ଦିବ୍ୟ ଦର୍ଶନର ଲାଭ ନେଲେ ଲକ୍ଷାଧିକ ଭକ୍ତ
ପୁରୀ (ଅନିମେଶ ପଟ୍ଟନାୟକ): ଆଜି ପବିତ୍ରି ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ଭକ୍ତି ମୟ ହୋଇ ଉଠିଛି ପୁରୀ ସ୍ଥିତ ଶ୍ରୀ ଲୋକନାଥ ଦେବ ମନ୍ଦିର । ଶିବ ନାମ ନେଇ ବାବା ଲୋକନାଥଙ୍କ ଦିବ୍ୟ ଲିଙ୍ଗର ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଦିନ ତମାମ ପ୍ରଚଣ୍ଡ ଖରା ଥିଲେ ମଧ୍ୟ ଭକ୍ତଙ୍କ ଲମ୍ବା…
‘ଭାଷା ଓ ଭବିଷ୍ୟତ’ କର୍ମଶାଳା : ଓଡ଼ିଆ ଶବ୍ଦ ଭଣ୍ଡାର ଓ ଡାଟାସେଟ୍ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, ୨୩:୦୨ : ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ତଥା ପ୍ରସାର ପାଇଁ ଡିଜିଟାଲାଇଜେସନ୍ ଓ ଗ୍ଲୋବାଲାଇଜେସନକୁ ଦୃଷ୍ଟିରେ ରଖି ଆଜି ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ତରଫରୁ ସାହିତ୍ୟିକ ଓ ଭାଷାବିତ୍ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ଭାଷା ଓ ଭବିଷ୍ୟତ’ ଶୀର୍ଷକ ଏହି…
ବେଦାନ୍ତ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ପର୍ଯ୍ୟନ୍ତ ସମ୍ପ୍ରସାରିତ କଲା ଭ୍ରାମ୍ୟମାଣ ଚିକିତ୍ସା ସେବା
ଗୋଷ୍ଠି ସ୍ୱାସ୍ଥ୍ୟସେବା ପ୍ରତି ଦର୍ଶାଇଲା ପ୍ରତିବଦ୍ଧତା
ଭୁବନେଶ୍ୱର, ୨୪/୦୨/୨୦୨୫ : ଗୋଷ୍ଠୀ ସ୍ୱାସ୍ଥ୍ୟସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ସହିତ ଆହୁରି ୨୧ଟି ଦୁର୍ଗମ ଗ୍ରାମକୁ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ…
ସମ୍ବଲପୁରରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆମ ସମ୍ବଲପୁରକୁ ସ୍ୱଚ୍ଛ ସମ୍ବଲପୁର କରିବା ଆମର ଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନ
• ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
• ୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା…
ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ନିର୍ମାଣଶ୍ରମିକ କଲ୍ୟାଣରାଶି ବଣ୍ଟନ ସମାରୋହ
ରାଉରକେଲା, (ବସନ୍ତ କୁମାର ଜେନା): ୨୩.୦୨.୨୦୨୫ ରିଖ, ଭଞ୍ଜ ଭବନ, ରାଉରକେଲା ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ରାଉରକେଲା, ଓ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ନିର୍ମାଣଶ୍ରମିକ କଲ୍ୟାଣ ସମାରୋହ ତଥା ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମାନ୍ୟବର…
ଉତ୍ତାଲଗଡ ନାଟ୍ୟ ସଂସଦ ଓ ସମ୍ବାଦ-ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର
https://youtu.be/76qCkZZ8cG8
ବିଜେପୁର /ସୁଶାନ୍ତ ସାହୁ: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତଦାନର ବିକଳ୍ପ ନାହିଁ । ମଣିଷର ସମସ୍ତ ସମସ୍ୟା ଅପେକ୍ଷା ସ୍ଵାସ୍ଥ୍ୟ ସମସ୍ୟା ସାଂପ୍ରତିକ ସମୟରେ ଅତ୍ୟନ୍ତ ଗମ୍ଭିରତାର ବିଷୟ ଅଟେ । ତେଣୁ ରକ୍ତଦାନ ଆୟୋଜନ କରି ସଚେତନ ସୃଷ୍ଟି କରିବାର…
ଅପରାହ୍ନର ସାହିତ୍ୟ ଝର (ବାଲେଶ୍ୱର) ଓ ସିଦ୍ଧାନ୍ତ (ପାରଳାଖେମୁଣ୍ଡି) ମିଳିତ ସହଯୋଗରେ କବିତା ପାଠୋତ୍ସବ /ଆଲୋଚନା /…
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅପରାହ୍ନର ସାହିତ୍ୟ ଝର (ବାଲେଶ୍ୱର) ଓ ସିଦ୍ଧାନ୍ତ (ପାରଳାଖେମୁଣ୍ଡି) ମିଳିତ ସହଯୋଗରେ କବିତା ପାଠୋତ୍ସବ/ଆଲୋଚନା / ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ସମାବେଶରେ "ଆମ…
ବଡ, ଧୁମ୍ ଧାମରେ ଶେଷ ହେଲା ସିମାନ୍ତ ଯୁବ ମହୋତ୍ସବ।
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବମ୍ବେଛକ ଠାରେ ସୀମାନ୍ତ ଯୁବ ପ୍ରକଳ୍ପ ଏବଂ ସୀମାନ୍ତ ଯୁବ ମହୋତ୍ସବ ସମିତିର ମିଳିତ ଆନୁକୁଲ୍ୟରେ ତ୍ରୀ ଦିବସୀୟ ଅଷ୍ଟମ ବାର୍ଷିକ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଳା,…