Sign in
Sign in
Recover your password.
A password will be e-mailed to you.
ପାଇଲିପଡା ପଞ୍ଚାୟତରେ ବିଜେଡିକୁ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ ଜୟରାମ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗତକାଲି ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ଉପ-ନିର୍ବାଚନ ପରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଭୋଟ ବାକ୍ସ ଖୋଲାଯାଇ ଗଣତି ଓ ଫଳାଫଳ ଘୋଷଣା କରାଯାଇଥିଲା ।ବିଜେଡି ସମର୍ଥିତ ପ୍ରାର୍ଥୀ ମମତା ଭୋଳ ବିଜୟୀ ହୋଇଥିଲେ । କିନ୍ତୁ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ…
ଗାଙ୍ଗପୁରରେ କିଶୋରୀ ମେଳା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସମନ୍ୱିତ ମହିଳା ଏବଂ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ପଂଚାୟତରେ କିଶୋର ମେଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କ ସୁରକ୍ଷା, ପୌଷ୍ଟିକ ଆହାର,ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି…
ତୁର୍ଲା ରେ ମହାଶିବରାତ୍ରୀ ପାଇଁ କଳସ ଶୋଭାଯାତ୍ରା
ଖପ୍ରାଖୋଲ ୨୫/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର୍ ପଞ୍ଚାୟତ ତୂର୍ଲା ଗାଁ ରେ ମହାଶିବରାତ୍ରୀ ପାଇଁ କଳସ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ମହିଳା ପୁରୁଷ ଗାଁ ପୋଖରୀରୁ କଳସ ରେ ଜଳ ପୁରାଇ ବେଦ ମନ୍ତ୍ର, ଘଣ୍ଟା ଘାଣ୍ଟି ସହିତ…
ଚୈତନ୍ୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର କ୍ଲଷ୍ଟର ର ଚୈତନ୍ୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇଚ୍ଛାପୁରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶ ଙ୍କ ଠାରେ…
ଐତିହାସିକ ଈଶ୍ୱରନାଥ ଙ୍କ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ଅସ୍ତରଙ୍ଗ :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜିଉନ୍ତି ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଈଶ୍ୱରନାଥ । ଏହି ମନ୍ଦିର ଏକ ଐତିହାସିକ ମନ୍ଦିର ଆଉ ଏହି ମନ୍ଦିର ବିଷୟରେ ପ୍ରାଚୀ ମାହାତ୍ମ୍ୟ, ଓଡିଶା ପ୍ରାଚୀନ ଇତିହାସ ରେ ବର୍ଣ୍ଣିତ କରାଯାଇଛି ।ଏହି ଶିବ ମନ୍ଦିର ଭାରତୀୟ ପ୍ରତ୍ନତତ୍ୱବିତ୍ତ୍ୱ ଙ୍କ…
ବୈରାଗୀମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟର ସ୍ଥିତ ବୈରାଗୀମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଏସଏମସି ଅଧ୍ୟକ୍ଷ ମୁକ୍ତି କାଲସେ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ…
ଆଦିବାସୀ କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ : ମୃତକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ ବିଧାୟିକା…
ବରଗଡ :- ବରଗଡ଼ ଜିଲ୍ଳା ପାଇକମାଳ ଥାନା କୋକନରା ଗ୍ରାମର ମୃତକ କଲେଜ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ଆଜି ଦ୍ବିପହର ସମୟ ରେ ସାକ୍ଷାତ କରି ସମବେଦନା ଜଣାଇବା ସହିତ ସାନ୍ତ୍ୱନା ପ୍ରଦାନ କରିଥିଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା । ଏଠାରେ ସୂଚନା ଯୋଗ୍ୟ ଯେ କୋକନରା…
ସାର୍ବଜନୀନ ଦୂର୍ଗା ପୂଜା କମିଟି ର ପୂର୍ବତନ ସମ୍ପାଦକଙ୍କ ପରଲୋକ।
ପଦ୍ମପୁର :- ସାର୍ବଜନୀନ ଦୂର୍ଗା ପୂଜା କମିଟି ର ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ କର୍ମଚାରୀ ଦାମୋଦର ପଣ୍ଡା ଙ୍କ ପରଲୋକ ହୋଇଯାଇଛି। ସେ ପୂର୍ବରୁ ମୃତ୍ତିକା ସଂରକ୍ଷଣ ବିଭାଗ ଓ ପରେ ଜଳବିଭାଜିକା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ସେ ତାଙ୍କ ପଛରେ ପତ୍ନୀ ଶୈବାଲିନି, ପୁଅ…
ଭଞ୍ଜନଗର ବ୍ଳକ୍ ର ୧୧ ଗୋଟି ସେଣ୍ଟର୍ ରେ ଚାଲିଛି ମାଟ୍ରିକ୍ ପରିକ୍ଷା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାରା ରାଜ୍ୟରେ ଅନୁଷ୍ଠିତ ହୋଇଚାଲିଛି ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରିକ୍ଷା। ଏ.ଏଚ୍.ଏସ୍.ସି ମାଟ୍ରିକ, ମଧ୍ୟମା , (ଏସ୍.ଓ.ସି.ଏସ୍ ) ରାଜ୍ୟ ମୁକ୍ତ ବିଦ୍ୟାଳୟ ପରିକ୍ଷା ଚଳିତ ଫେବୃଆରୀ ୨୧ ତାରିଖ ରୁ…
ରିଲାଏନ୍ସ ଜିଓର ୫ଜି ଷ୍ଟାଣ୍ଡ-ଏଲୋନ ଟେକ୍ନୋଲୋଜିରେ ପ୍ରାଧାନ୍ୟ, ଭାରତକୁ ବିଶ୍ୱରେ ଅଗ୍ରଣୀ କରାଇଛି
ମୁମ୍ବାଇ: ୫ଜି ଷ୍ଟାଣ୍ଡାଲୋନ (ଏସଏ) ନେଟୱାର୍କ ସ୍ଥାପନରେ ଭାରତ ଆମେରିକା ଓ ୟୁରୋପକୁ ପଛରେ ପକାଇ ଦେଇଛି ଏବଂ ଏଥିରେ ରିଲାଏନ୍ସ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଟେଲିକମ କ୍ଷେତ୍ରର ଅନୁଶୀଳନକାରୀ ସଂସ୍ଥା ଓକଲାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୫୨ ପ୍ରତିଶତ ୫ଜି ଷ୍ଟାଣ୍ଡାଲୋନ ଉପଲବ୍ଧତା…