Sign in
Sign in
Recover your password.
A password will be e-mailed to you.
ବଟଶ୍ରୀକ୍ଷେତ୍ରର ଚନ୍ଦନ ଉତ୍ସବ ଉଦଯାପିତ
ଜଗତସିଂହପୁର,ତା-୨୧.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ବଟଶ୍ରୀକ୍ଷେତ୍ରର ଚନ୍ଦନ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୨୧ ଦିନ ବ୍ଯାପୀ ଚନ୍ଦନ ଯାତ୍ରାର ଅନ୍ତିମ ଦିବସରେ ଶତାଧୀକ ମହିଳା ମାନକଂ ଦ୍ବାରା ମହାପ୍ରଭୁକଂ ସହସ୍ର ନାମ ପାଠ କରାଯାଇଥିଲା।…
ଗଞ୍ଜେଇ ବେପାରକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ; ଦୁଇ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଞ୍ଜେଇ ବେପାର ସମ୍ପର୍କରେ ପୋଲିସ୍ କୁ ସୂଚନା ଦେଉଥିବା ସନ୍ଦେହରେ ଜଣେ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଦୁଇ ଯୁବକଙ୍କୁ ଆଜି ଗାଙ୍ଗପୁର ପୋଲିସ୍ କୋର୍ଟଚାଲାଣ କରିଛି I ଆକ୍ରମଣର ଶିକାର ହୋଇ ଥାନାରେ ଅଭିଯୋଗ କରିଥିବା ଯୁବକ ଜଣଙ୍କ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ; ଜଣେ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିବା ଅଭିଯୋଗରେ ଆଜି ଗାଙ୍ଗପୁର ପୋଲିସ୍ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି I ଆକ୍ରମଣ ସମ୍ପର୍କରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି କ୍ଷତ୍ରିୟବରପୁର ଗ୍ରାମର ସନ୍ତୋଷ…
ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ: ଖୋଲିଲା ମୀନା ବଜାର, ଆଲୋକ ସଜ୍ଜାରେ ଆଲୋକିତ ବେଲଗୁଣ୍ଠା ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ଦ୍ଵିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ସହରରେ ଦିନ କୁ ଦିନ ଗହଳି ବଢୁଥିବା ବେଳେ ସାହି ସାହି ରେ ଆଲୋକ ସଜ୍ଜାରେ ବେଲଗୁଣ୍ଠା ସହରର ଆଲୋକିତ ହୋଇ ଉଠିଛି । ଏଥି ସହିତ ମୀନା ବଜାର ଖୋଲିବା ଫଳରେ ବିଳମ୍ବିତ…
ଚଳିତ ବର୍ଷର ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
ନୟାଗଡ଼ : ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୟାଗଡ଼ ଗତବର୍ଷ ଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ସଫଳତାର ଆଉ ଏକ ପାହାଚରେ ଠିଆ ହୋଇଛି । ପ୍ରକାଶ ପାଇଥିବା ମାଧ୍ୟମିକ ଫଳାଫଳରେ ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରରେ ରାଜ୍ୟରେ ସର୍ବୋତ୍ତମ ପାସ ହାର ସହ ସଫଳତା ସାଉଁଟି ଥିବା ବେଳେ କଳା ବିଭାଗରେ ମଧ୍ୟ…
ସାମ୍ବାଦିକଙ୍କୁ ଉଲଗ୍ନ କରି ରାଜ ରାସ୍ତାରେ ବୁଲାଇବା ଧମକ: ମୁଖ୍ଯମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ସାମ୍ବାଦିକ
ବରଗଡ,୨୧ ୵ ୫: ସର୍ବ ସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜ ରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଘଟଣାରୁ…
ଚାଲାକି କରି ଅଜଣା ବ୍ୟକ୍ତି କଲା ବାଇକ ଚୋରି, ସିସି ଟିଭି ରେ କଏଦ ହେଲା ଅଜଣା ବ୍ୟକ୍ତି
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ନୂତନ ବସ ଷ୍ଟାଣ୍ଡ ଠାରେ ଜଣେ ଅଜଣା ବ୍ୟକ୍ତି ଚାଲାକି କରି ଜଣେ ଯୁବକ ର ମୂଲ୍ୟବାନ ବାଇକ୍ ଚୋରି କରି ନେଇଯାଇଛି। ତେବେ ଅଜଣା ବ୍ୟକ୍ତି ର ଫୋଟ ସି ସି କ୍ୟାମେରା ରେ କଇଦ ହୋଇଛି। ଏ ନେଇ…
ଯୁକ୍ତ ଦୁଇ କଳା,ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ୨ କଳା,ବିଜ୍ଞାନ ବାଣିଜ୍ୟ ଫଳ ପ୍ରକାଶିତ ହୋଇଛି। ଯୁକ୍ତ ୨ କଳାରେ ୨୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୭, ଦ୍ଵିତୀୟ ରେ ୩୬ ଓ…
କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ
ଭୁବନେଶ୍ୱର/୨୧.୦୫:- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନିୟମିତ ତତ୍ତ୍ଵାବଧାନରେ ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ…
ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱଛୁଟି, ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ
ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି
ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନିଆଯାଇପାରିବ
ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ…