Sign in
Sign in
Recover your password.
A password will be e-mailed to you.
ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଆଜି ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି।ଭୈରବ ସ୍ନାତୋକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ଗନ୍ତାୟତ ଆନୁଷ୍ଠାନିକ ଭାବେ ଏହି ୮…
ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ନିହାଲ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଘୋଡାଖୁଣ୍ଟା ରେ ମଣ୍ଡେଇ ଯାତ୍ରା ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଠାରେ ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆଖପାଖ ଗ୍ରାମର ଦେବାଦେବୀ, ଲାଠି,କୁର୍ସୀ,ଶିରା, ଗାଉଁଟିଆ ପ୍ରମୁଖ ଘୋଡ଼ା…
କାଶୀପୁର ବ୍ଲକ ପଞ୍ଚାୟତ ସ୍ତରୀୟ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ନିମନ୍ତେ ବୈଠକ
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଓ ଅପହଞ୍ଚ ଅଞ୍ଚଳ ଡ଼ଙ୍ଗାସିଲ ଅଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ନିମନ୍ତେ କଂଗ୍ରେସ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । PCC ନିର୍ଦେଶ କ୍ରମେ ପ୍ରତ୍ୟକ ପଞ୍ଚାୟତ ସ୍ତରରେ…
ପାଇକମାଳ ହାଇସ୍କୁଲ ରେ ପ୍ରସ୍ତୁତି ଶିବିର
ପାଇକମାଳ ତା ୧୩-୩ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ପଞ୍ଚ ଦିବସୀୟ ପ୍ରସ୍ତୁତି ଶିବିର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧକାରୀ ରାଧେଶ୍ୟାମ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବି ଡି ଓ ପ୍ରଫୁଲ୍ଲ କୁମାର ଓଦୁ ଯୋଗଦାନ କରି ପ୍ରାକ୍…
ଛାତ୍ରମା ରୁ ଯୁବଙ୍କୁ ଅପହରଣ ପରେ ମରଣାନ୍ତକ ଆକ୍ରମଣ ଘଟଣା,
ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ଖୋର୍ଦ୍ଧା ସଦର ଥାନା ପୁଲିସ
ଖୋର୍ଦ୍ଧା (ସେକ ଜାଫର ) ଶାସକ ପ୍ରଶାସକ : ଖୋର୍ଦ୍ଧା ସଦର ଥାନା ଅଧିନସ୍ଥ ଛାତ୍ରମା ଗ୍ରାମ ର ଯୁବକ ସୁବ୍ରତ ସୁନ୍ଦରରାୟ ଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି କାର ରେ ଅପହରଣ କରି ନେଇ ମରଣାତ୍ମକ ଆକ୍ରମଣ ପରେ ଜଟଣୀ…
ଓଜେଏସ୍ ପରୀକ୍ଷାରେ କିଟ୍ ଲ ସ୍କୁଲ୍ର ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ଭୁବନେଶ୍ୱର,୧୩ ।୩: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ କିଟ୍ ଲ ସ୍କୁଲ୍ର ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଗୁରୁବାର ଓଜେଏସ୍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ୍ରୁ ୩…
୮ଗୋଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ନିକଟସ୍ଥ ସରକାରୀ ଡିଗ୍ରୀ ମହାବିଦ୍ୟାଳୟଙ୍କ ସହିତ କଲେ ବୁଝାମଣା ପତ୍ର ସ୍ବାକ୍ଷର
ବିଏଡ଼ କଲେଜରେ ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ ଲାଗୁ ହେବ
ଭୁବନେଶ୍ୱର, (୧୩/୩/୨୫):ରାଜ୍ୟରେ ରହିଥିବା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନମାନଙ୍କରେ (ବିଏଡ଼ କଲେଜରେ) ଇଣ୍ଟ୍ରିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ (Intergated Teacher Education Program- ITEP) ଲାଗୁ କରିବା…
ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ରାଉରକେଲା,(ବସନ୍ତ କୁମାର ଜେନା ): ନନ୍ଦିନୀ ମହିଳା ସଂଘତି ସଦସ୍ୟାଙ୍କ ପ୍ରତ୍ୟକ୍ଷ ସହଯୋଗୀତାରେ ବ୍ୟାସଭବନ ପରିସରରେ "ସୁବର୍ଣ୍ଣରେଖା " ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଅତିଥି ମାନଙ୍କ ଉପସ୍ଥିତିରେ ମହିଳା ମଣ୍ଡଳୀଙ୍କ ସହଯୋଗ ରେ ଦୀପ ପ୍ରଜ୍ବୋଳନ ଓ…
କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ ଓ ଗୁଣ୍ଡାରାଜ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର ତା. ୧୩.୩- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିଶାଳ ରାଲି ଭୁବନେଶ୍ୱର କ୍ଲବ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା । ସେହିଠାରେ ଯୁବକଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି…