Sign in
Sign in
Recover your password.
A password will be e-mailed to you.
ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ସାପ୍ତାହିକ ଚଳାଚଳ ଦିବସ ବନ୍ଦ ଦିନରେ ପରିବର୍ତ୍ତନ |
ଭୁବନେଶ୍ୱର, 3 ଜୁନ୍ 2025: ପୂର୍ବତଟ ରେଳପଥ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସାପ୍ତାହିକ ଛୁଟି ଦିବସରେ ପରିବର୍ତ୍ତନ ଘୋଷଣା କରିଛି | 03 ଜୁନ୍ 2025 ଠାରୁ ଟ୍ରେନଟି ଏବେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଦିନମାନଙ୍କରେ ବାତିଲ ରହିବ |
ତଦନୁସାରେ, ଟ୍ରେନଟି…
ଅଶ୍ଳୀଳ ଫଟୋ ଭାଇରାଲ୍ କରିବାକୁ ନେଇ ବ୍ଳାକ୍ ମେଲ୍:ଯୁବକ ଗିରଫ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଧମକ ଦେଇ ବ୍ଳାକମେଲ୍ କରିବା ଘଟଣାରେ ଗାଙ୍ଗପୁର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,ଗୋବରାର…
ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨…
ରାୟଗଡ: ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨ ଦଫା ଦାବି ପତ୍ର ଗୁଣପୁର ଉପଜିଲ୍ଲାପାଳ କୀରନ ଦୀପ କୋର ସାହାଟାଙ୍କୁ ପ୍ରଦାନ କରିଛନ୍ତି।ଏହି ଅବସରରେ ଗୁଣପୁର…
ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୫ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ
ବେଲଗୁଣ୍ଠା(ଶିବରାମ ଚୌଧୁରୀ )-ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ବେଲଗୁଣ୍ଠା ଠାରେ ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୫ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।| ଉକ୍ତ ଶିବିର ଟି ଗତ ଅପ୍ରେଲ ମାସ ୨୫ ତାରିଖ ଠାରୁ ୧୧ ମଇ ଏବଂ ୧୫ ମଇ ଠାରୁ ୩୧ ମଇ…
ଅତି ନିମ୍ନମାନ ଗ୍ରାମ ସଡ଼କ କାର୍ଯ୍ୟ ପ୍ରତି ଗ୍ରାମବାସୀଙ୍କ ଅସନ୍ତୋଷ, ତଦନ୍ତ ପାଇଁ ଦାବି
ଟିଟିଲାଗଡ଼ - (ତା- ୦୩/୦୬) ଶାସକ ପ୍ରଶାସକ(ଘନଶ୍ୟାମ ନାଗ): ବଲାଙ୍ଗୀର ଜିଲ୍ଲା,ଟିଟିଲାଗଡ଼ ବ୍ଲକ୍ର ମନିଗାଁଠାରୁ ତୁଲାଙ୍ଗ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମିତ ସଡ଼କର ଗୁଣମାନ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅନୁସାରେ, ଏହି ସଡ଼କର କାର୍ଯ୍ୟ…
ସୁବର୍ଣ୍ଣପୁର ଜିଲ୍ଲାର ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ଓଡିଶା ସରକାର ପରିବହନ ବିଭାଗ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ସୁବିଧା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟାସ୍ଥିତ ଜିଲ୍ଲା ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ରର ଆଜି ଉଦ୍ଘାଟନ ଓ ଲୋକାର୍ପଣ କରାଯାଇଛି। ମାନ୍ୟବର…
ଚାଷୀଙ୍କ ସହ କୃଷି ଯୋଜନା ବିଷୟରେ ଆଲୋଚନା ପାଇଁ କୃଷି ବୈଜ୍ଞାନୀକ ମାନଙ୍କ ଉଡ୍ରା ଗସ୍ତ,
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ର ଉଢ଼ୁରା ଗ୍ରାମ ପଞ୍ଚାୟତ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର) ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନ, ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଓ କୃଷକ ସଶକ୍ତିକରଣ…
ନୂତନ ତହସିଲ ଦାର ଙ୍କୁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ରେ ନୂତନ ତହସିଲଦାର ଭାବେ ଗୀତା ମୁର୍ମୁ ସୋମବାର କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଜି ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ତହସିଲଦାର ଗୀତା ମୁର୍ମୁ ଙ୍କୁ ଫୁଲତୋଡ଼ା ଓ ଉପ ଢଉକନ ଦେଇ ସ୍ଵାଗତ…
ପ୍ଲାଷ୍ଟିକ୍ ମୁକ୍ତ ରଥଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ
ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ପୁରୁଣା ସହରରେ ଅଧିଷ୍ଠିତ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା…
୨ଟି ବନ୍ଧୁକ ଓ ନିର୍ମାଣ ସାମଗ୍ରୀ ଜବତ, ୩ ଗିରଫ
ନୟାଗଡ଼(ବିଶ୍ୱଜିତ ନାୟକ ) :- ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଅଞ୍ଚଳରେ ଚାଲିଥିବା ଏକ ବନ୍ଧୁକ ନିର୍ମାଣ କାରଖାନାକୁ ପୁଲିସ ଠାବ କରିଛି । ୨ଟି ବନ୍ଧୁକ ସମେତ ନିର୍ମାଣ ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାର ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…