ସମ୍ବଲପୁର ସହରର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ନୂତନ ବିକଳ୍ପ 33…

ବୁର୍ଲା, ୧୨.୦୩.୨୦୨୫: ସମ୍ବଲପୁର ସହରର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ନିର୍ଭରଯୋଗ୍ୟ କରିବା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଗଣେଷନଗର ସ୍ଥିତ ଓପିଟିସିଏଲ୍ ଗ୍ରୀଡ ସବଷ୍ଟେସନ୍ ଠାରୁ ଅଇଁଠାପାଲି ସ୍ଥିତ ପାୱାର ସବ-ଷ୍ଟେସନ୍…

ପାଣ୍ଡରାରେ ହେବ ହେବ ମାଛ ହାଟ

 ୫୦ କୋଟିରେ ହେବ ଆଧୁନିକ ମାଛ ବଜାର ଭୁବନେଶ୍ବର: ଭୁବନେଶ୍ବରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ୍ । ଉତ୍ତର ଭୁବନେଶ୍ବରର ପାଣ୍ଡେରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ…

ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ଆଭାସି ମଧ୍ୟମରେ ଅନୁଷ୍ଠିତ

ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ : ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ଆଭାସି ମଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାର ୩୪୦ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ- ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ…

ପିର ଜହାନିଆଁ ବେଳାଭୂମି ର ଉନ୍ନତି କରଣ ପାଇଁ ଖର୍ଚ୍ଚ ହେବ ୧ କୋଟି ୫ ଲକ୍ଷ ଟଙ୍କା ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ଓଡ଼ିଶା ପର୍ଯ୍ୟଟନ ମାନ ଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ପୁରୀ ଜିଲ୍ଲା ର ଅସ୍ତରଙ୍ଗ ର ପିର ଯାହାନିଆ ବେଳା ଭୂମିର ହେବ ଉନ୍ନତି କରଣ । ରାଜ୍ୟ ସରକାର ଏହି ବାବଦରେ ଖର୍ଚ୍ଚ କରିବେ ଏକ କୋଟିରୁ ଅଧିକ ଅର୍ଥ । ଏହି ଉନ୍ନତି କରଣ ରେ ପିର ଯାହାନିଆଁ…

ଗ୍ରୀଷ୍ମ ପ୍ରବାହ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ / ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ସଦଭାବନା ଭବନ ଠାରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ଗ୍ରୀଷ୍ମ ପ୍ରବାହ ପ୍ରଭାବ ଏବଂ ଏହାର…

ବାଇକ ସହ ଧକ୍କା ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଘରୋଇ ବସ

https://youtu.be/ls2ujcWoojo   ସୁନ୍ଦରଗଡ / ହୋରଚାନ୍ଦ ଦେଉରିଆ : ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍, ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଦୁର୍ଘଟଣା |ସିକାଯୋର୍ ରୁ ସୁନ୍ଦରଗଡ଼ ଆସୁଥିଲା ମା ସମଲେଶ୍ବରୀ ନାମକ ଘରୋଇ ବସ | ଟାଙ୍ଗରମୁଣ୍ଡା ନିକଟରେ ବସ ପ୍ରଥମେ ଏକ ବାଇକ୍…

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ

ଭୁବନେଶ୍ୱର : ୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ…

ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର

ଓଡ଼ଗାଁ,୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ସେଣ୍ଟର ଫର କାଟାଲାଇଜିଙ୍ଗ୍ ଚେଞ୍ଜ ଦ୍ବାରା ଆୟୋଜିତ ଶିବିରରେ ବନ୍ଦନା ନାୟାର ଟିମ୍ ଲିଡର୍, ଲହଡ଼ିମାଳା ପ୍ରଧାନ ଓଡ଼ଗାଁ ଶିଶୁ…

ପାରିଶ୍ରମିକ ପାଇବା ଦାବିରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ,

ଏଜେନ୍ସିର ଅବହେଳା ପାଇଁ ପାରିଶ୍ରମିକ ବନ୍ଦ, ଏନ୍ଏସି ସାରା କୁଢ଼ କୁଢ଼ ଆବର୍ଯ୍ୟନା ଓଡ଼ଗାଁ ୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ଦୁଇ ମାସଧରି ପାରିଶ୍ରମିକ ନମିଳିବା ଘଟଣାରେ ବୁଧବାର ଓଡ଼ଗାଁ ଏନ୍ଏସିର ସଫେଇ…

ସମାଜସେବୀ ସୂର୍ଯ୍ୟ ଭାଇଙ୍କ ପାଇଁ ସ୍ମୃତି ସଭା

ଓଡ଼ଗାଁ,୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିନେମା ହଲ୍ ଛକ ଘରେ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ଚୈ।ଧୁରୀଙ୍କ ଉଦ୍ଦେଶ୍ୟରେ ବୁଧବାର ଦ୍ବାଦଶ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ବ୍ରହ୍ମ କୁମାରୀ ଉପସେବାକେନ୍ଦ୍ର ଓଡ଼ଗାଁର ମୁଖ୍ୟ ସଞ୍ଚାଳିକା ବାସନ୍ତୀ ଭଉଣୀଙ୍କ ପରିଚାଳନାରେ…