ଆହୁରି ଅନେକ ଗୋମାତା, ଅକାଳ ମୃତ୍ୟୁ ରୁ ରକ୍ଷା ପାଇଗଲେ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }; ଆହୁରି ୫୮ ଗୋମାତା ଅକାଳ ମୃତ୍ୟୁ ରୁ ରକ୍ଷା ପାଇଗଲେ କେବଳ ଭଞ୍ଜନଗର ଆରଖି ବାହିନୀ ଙ୍କ କଡ଼ା ପହରା ଯୋଗୁଁ। କହିବାକୁ ଗଲେ ଘୁମୁସର ଅଞ୍ଚଳର ଭଞ୍ଜନଗର କୁ ଗୋରୁ ମାଫିଆ ମାନେ ବେନିୟମ ଗୋରୁ ଗାଈ ଚାଲାଣର ସୁଗମ ଓ ନିରାପଦ ପଥ ଭାବି ପୂର୍ବରୁ ପ୍ରତ୍ୟେକ ଦିନ ଶହ…

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବିଜେପୁର :- ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ବ୍ୟତୀତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ…

ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିର ପାଇଁ ପାରଳା ବିଧାୟକ ଦେବେ ୫୦ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ତଥା ଉପାନ୍ତ ସହର ପାରଳାଖେମୁଣ୍ଡି ଠାରେ ଦୀର୍ଘ ବର୍ଷ ଧରି ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିର ପାଇଁ ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ତାଙ୍କ ବିଧାୟକ ପାଣ୍ଠିରୁ ଦେବେ ୫୦ ଲକ୍ଷ ଟଙ୍କା ବୋଲି…

 ଘର ତାଲା ଭାଙ୍ଗି ଘରୁ ଚୋରି

 କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଦୋରା ସାହିର ତଳ ସାହିରେ ରହୁଥିବା ସୁଶାନ୍ତ ନାଗ ଙ୍କ ଘର ରୁ ଗତକାଲି ରାତ୍ରୀ ସମୟ ଦୁର୍ବୁତ୍ତ ମାନେ ଘର ର ପଛରୁ ତାଲା ଭାଙ୍ଗି ୧,୮୦ହଜାର ସହ ଚାରି ତୁଳା ସୁନା ଚୋରି କରି ନେଇଥିବା ଜଣାପଡିଛି । ସୁଚନା ଥାଉକି…

ବିନିକା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ ଯୁଗ୍ମ ଅଭିଯୋଗ…

ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଐକ୍ୟବଦ୍ଧ ସଂଗ୍ରାମ ହିଁ ଏକମାତ୍ର ପନ୍ଥା

ହୋଲି ଅବସରରେ ନେତାଜୀ ଭବନ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ  ଭୁବନେଶ୍ୱର:  ରଙ୍ଗର ପର୍ବ ହୋଲି ଅବସରରେ ସନ୍ଧ୍ୟାରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ନେତାଜୀ ଭବନ ପରିସରରେ  ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଙ୍କ…

ରାଜ୍ୟରେ ସରକାରଙ୍କ ପ୍ରୋତ୍ସାହନରେ ଲଘୁ ଖଣିଜ ପଦାର୍ଥ ଲୁଟ୍ ଚାଲିଛି: ବିଜେଡି

 ସରକାରୀ ଦଳର ବିଧାୟକ ମନ୍ତ୍ରୀ ଅଂଶୀଦାର ସାଜିଛନ୍ତି  ବିନା ଟ୍ରାଞ୍ଜିଟ୍ ପରମିଟ୍ ଓ ନକଲ ଟ୍ରାଞ୍ଜିଟ୍ ପରମିଟ୍ରେ ଲଘୁ ଖଣିଜ ପଦାର୍ଥ ଚାଲାଣ  ଟ୍ରାକ୍ଟର ଓ ଛୋଟ ଗାଡି ଉପରେ ଚଢ଼ାଉ, କ୍ରସର ଓ ଖଣି ଲିଜଧାରୀଙ୍କୁ ଛୁଟ୍ ଭୁବନେଶ୍ୱର, ୧୭/୦୩/୨୦୨୫: ରାଜ୍ୟ ସରକାରଙ୍କ…

ବିଷମକଟକ ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l

ରାୟଗଡ: ୧୭.୦୩.୨୦୨୫ତାରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ବିଷମକଟଜ ବ୍ଲକ ସଦର ମହକୁମାସ୍ଥିତ ଗିଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ…

କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ

https://youtu.be/oUBNATqDluo  ବରଗଡ /ବିଜେପୁର :-ବରଗଡ଼ ଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଐତିହାସିକ ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତ ସୟାଁ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ କୃଷକ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ଏବଂ ରାଜ୍ୟ…

ଭୁବନେଶ୍ୱର ବିମାନବନ୍ଦରରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦର ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷୀୟାନ୍‍ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ୱର୍ଗତ…