ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ

ରାୟଗଡ଼ା : ତା : ୨୨/୦୩/୨୫: ବିଶ୍ଵ ଜଳ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ଜଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଂଯୋଜକ ଶ୍ରୀ କୃଷ୍ଣ କାନ୍ତ ଜେନା ଏବଂ ଯୋଗେଶ୍ୱର ଦାସଙ୍କ ନେତୃତ୍ବରେ ଆଜି…

ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ ସେଣ୍ଟର ତରଫରୁ ବିଶ୍ଵ ଜଳ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର ତରଫରୁ ବିଶ୍ଵ ଜଳ ଦିବସ ବେତାଗୁଡା ସ୍ଥିତ ପଲିଟେକ୍ନିକ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । କେନ୍ଦ୍ର…

ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ଏପ୍ରିଲ ୨ ତାରିଖରୁ

ନବରଙ୍ଗପୁର: ଅଶୋକ ସାହୁ, ଶାସକ ପ୍ରଶାସକ,ଓଡ଼ିଶା ଫୁଟବଲ ସଂଘ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଏପ୍ରିଲ ୨ ତାରିଖରୁ ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହେବ। ଏ ବାବଦରେ ଓଡ଼ିଶା ଫୁଟବଲ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା…

ମୁଖ୍ୟମନ୍ତ୍ରୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା ଭୁବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ…

ଟ୍ରିପଲ-ଇଂଜିନ ସରକାର ଚାଲିଛି, ତେଣୁ ଛତିଶଗଡ ସହ ବିବାଦର ଆପୋଷ ସମାଧାନ ହେବ – ମୁଖ୍ୟମନ୍ତ୍ରୀ

ବିଶ୍ବ ଜଳ ଦିବସ ସମାରୋହ 2025 ଜଳ ସଂରକ୍ଷଣ ଓ ପରିଚାଳନାରେ ସରକାରଙ୍କ ସହ ବ୍ୟକ୍ତିଗତ ଓ ସାମୁହିକ ଉଦ୍ୟମ ଆବଶ୍ୟକ 1227 କୋଟି ଟଙ୍କାର 18ଟି ବୃହତ ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, 100ଟି ଚେକ୍ ଡ୍ୟାମ ଓ 4ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍…

ଡବଲ ମର୍ଡର: ମା ଓ ଆଈଙ୍କୁ ଟାଙ୍ଗିଆରେ କଲା ହତ୍ୟା ସମ୍ପର୍କୀୟ ପୁତୁରା , ହତ୍ୟାକାରୀ ଗିରଫ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ଗଡ଼ ତୁମୁଲିଆ ଅଞ୍ଚଳରେ ଆଜି ସଂଧ୍ୟା ପ୍ରାୟ ୬ଟାରେ ଘଟିଛି ଏହି ନାରକୀୟ କାଣ୍ଡ। ରିଙ୍କୁ ସ୍ଵିର ନାମକ ୨୫ ବର୍ଷର ଯୁବକ ଟାଙ୍ଗିଆରେ ତାର ଖୁଡି ଓ ଖୁଡିର ମାଁଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି | ମୃତକ ହେଲେ ଖୁଡି ମାହେଲେ…

“ସୁନା ଦୋକାନୀଙ୍କୁ ଲକ୍ଷେ, ମିଲରଙ୍କୁ ଦୁଇ ଲକ୍ଷ ଓ ଶିଳ୍ପାନୁଷ୍ଠାନ ମାନଙ୍କୁ ପାଞ୍ଚ ଲକ୍ଷ ଦାବି”

 ବିଜେପି ଜିଲ୍ଲା ସଭାପତି ଚାନ୍ଦା ମାଗି ରାୟଗଡ଼ା ଜିଲ୍ଲାରେ ଆତଙ୍କରାଜ ଚଳାଇଛନ୍ତି: ବିଜେଡି  ଟଙ୍କା ଦିଅ ନହେଲେ ଏଠୁ ବିଦା ହୁଅ  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ବ୍ୟବସାୟୀ ସଙ୍ଘ ଭୁବନେଶ୍ୱର, ୨୨/୦୩/୨୦୨୫: ସବ୍କା ସାଥ୍ ସବ୍କା ବିକାଶର ନାରା ଦେଇ…

କଳାଭୁମି ଉତ୍ସବ ଉଦଘାଟିତ

ଭୁବନେଶ୍ଵର, ତା: ୨୨/୦୩/୨୫: ସ୍ଥାନୀୟ ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟଠାରେ ଆଜିଠୁ ଆରମ୍ଭ ହୋଇଛି ସପ୍ତମ କଳାଭୁମି ଉତ୍ସବ । ଏହି ୫ ଦିନିଆ ଉତ୍ସବକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ…

ବିରଳ ଅସ୍ତ୍ରୋପଚାର ପ୍ରକ୍ରିୟା ସବୁ ସ୍ଥାନରେ ସମ୍ଭବ: ବିଶିଷ୍ଟ ରୋବୋଟିକ୍ ଅଙ୍କୋ ସର୍ଜନ୍

ଭୁବନେଶ୍ୱର, ମାର୍ଚ୍ଚ ୨୨: ଆଧୁନିକ ଅସ୍ତ୍ରୋପଚାର ପଦ୍ଧତିର ଉଦ୍ଭାବନ ଦ୍ୱାରା ବର୍ତମାନ ଛୋଟ ଛୋଟ ସହରରେ ମଧ୍ୟ ବିରଳ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁଛି । ଏହା ରୋଗୀମାନଙ୍କ ପାଇଁ ବେଶ ଆସ୍ୱସ୍ତିକର ବୋଲି କହିଛନ୍ତି ଭାରତର ପ୍ରଥମ ରୋବୋଟିକ୍ ଅଙ୍କୋସର୍ଜନ ଡକ୍ଟର ଶୈଲେଶ ପୁନ୍ଟାମ୍ବେକର…

ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର,୨୨ା୩: ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ନିଯୁକ୍ତି ସଂକ୍ରାନ୍ତରେ ୨୦୨୦ ମସିହାରେ ନୂଆ ଆଇନ୍‍ ପ୍ରଣିତ ହେବା ପୂର୍ବରୁ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତୀୟ ଯେତେସବୁ ଦରଖାସ୍ତ ରହିଛି ତାହାକୁ ୧୯୯୦ର…