Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ନୀରବ ପ୍ରତିବାଦ:ଆକ୍ରମଣକାରୀଙ୍କୁ ଗିରଫ ଦାବି
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମା ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି । ଓଡ଼ିଶା ମେଡିକାଲ ସେବା ସଂଘ ନିଷ୍ପତ୍ତିକ୍ରମେ ଆଜିଠାରୁ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ୟୁଟି ସରିବା ପରେ ନୀରବ…
ଚଳନ୍ତା କାର ରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ଡ୍ରାଇଭର
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୬/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ - ଉମରକୋଟ ରାଜ୍ୟ ରାଜପଥ ମୁଖ୍ୟରାସ୍ତା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟ ସମୟରେ ଏକ ଚଳନ୍ତା କାର ରେ ନିଆଁ ଲାଗି ସମ୍ପୂର୍ଣ ପୋଡି ଯାଇଛି।ଏଥିରେ କାର ଚଳାଉଥିବା…
ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ…
ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ…
ନବରଙ୍ଗପୁର ତା ୧୦.୬.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଠାରେ ଜିଲାସ୍ତରୀୟ ବିକାଶ ମେଳା ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ)ତପନ…
ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବିଜେପି ଟିମ୍
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ଐତିହାସିକ ରଥଯାତ୍ରା ପାରଳାଖେମୁଣ୍ଡି ଠାରେ ବହୁ ବର୍ଷ ଧରି ଆୟୋଜନ ହେଇଆସୁଛି। ଆଗମୀ ଦିନରେ ହେବାକୁ ଥିବା ରଥଯାତ୍ରା ପୂର୍ବ ରୁ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ବିଜେପି ଜିଲ୍ଲା ସଭାପତି ନବ କିଶୋର ଶବର…
ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର ୧୦.୬.୨୦୨୫ ଅଶୋକ ସାହୁ, ଶାସକ ପ୍ରଶାସକ,: ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ ଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବରିଷ୍ଠ ନାଗରିକ ମାନେ ରାସ୍ତାରେ ଚାଲି ଚାଲି ଗଲେ।
ଧରଣୀଧର ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରଖିବାକୁ ଦିଆଗଲା ଦାବିପତ୍ର।
କେନ୍ଦୁଝର,ତା୧୦/୬- କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ହେଲା ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ। ଏଠାରୁ ପାସ କରି ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶରେ ଉଚ୍ଚ ପଦବୀରେ ଅବସ୍ଥାପିତ। ନିକଟରେ ଅବସର ନେଇଥିବା…
ସମ ହସ୍ପିଟାଲରେ ପ୍ରଥମ ଥର ପାଇଁ ଫିଜିଓଥେରାପି ମାଧ୍ୟମରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍ଭିକ୍ ଫ୍ଲୋର…
ଭୁବନେଶ୍ୱର, ଜୁନ ୧୦: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଟ୍ରାନ୍ସଭଜାଇନାଲ୍ ଓ ଟ୍ରାନ୍ସରେକ୍ଟାଲ୍ ପେଲ୍ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା ଗତ ଜୁନ୍ ୭ ଓ ୮ ତାରିଖ ଦୁଇ ଦିନ ଧରି ହସ୍ପିଟାଲ ପରିସରରେ ଆୟୋଜିତ…
କେନ୍ଦୁଝର ଜିଲ୍ଲା ତେଲକୋଇ ଆମ୍ରପଲ୍ଲୀ ଆମ୍ବ ଇଟାଲୀ ବଜାରରେ ଆଦର ପାଇବ
କେନ୍ଦୁଝର,ତା୯/୬- କେନ୍ଦୁଝର ତେଲକୋଇ ଅଞ୍ଚଳର ଆମ୍ବ ଚାଷୀ ଜାନକୀ ପ୍ରଧାନ, ମହେଶ୍ୱର ପ୍ରଧାନ, ଯଶୋଦା ପ୍ରଧାନ, ପଞ୍ଚାନନ ସାହୁଙ୍କ ବଗିଚାରୁ ଉନ୍ନତ ମାନର ଆମ୍ରପଲ୍ଲୀ ଆମ୍ବ ଚଳିତ ବର୍ଷ ଇଟାଲୀର ଖାଉଟି ବଜାର ଦଖଲ ଅଭିଯାନ ଆରମ୍ଭ କରିଛି। ଆଜି ପ୍ରଥମ ପର୍ଯ୍ୟାୟ ରେ ଦୁଇ ଟନ ଆମ୍ବକୁ ବିଜିନେସ…
ଲମ୍ବା ଭାଷଣ ଓ ବଡ ବଡ ବିଜ୍ଞାପନରେ ବିକାଶ ଆସେନି : ନବୀନ
ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଙ୍କ ଶଙ୍ଖ ଭବନ ରେ ଦଳର ନେତା ମାନଙ୍କୁ ଉଦବୋଧନ
"ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ Responsible Opposition ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର…