ବିଶ୍ଵ ବନ ଦିବସ ରେ ଉତ୍ତମ ବନପାଳ ଭାବେ ସମ୍ବର୍ଦ୍ଧିତ ହେଲେ ଲକ୍ଷ୍ମୀଧର।

ବାସୁଦେବପୁର - ଓଡ଼ିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକ ସେବା ଭବନ ରେ ଆୟୋଜିତ ହୋଇ ଯାଇଛି ବିଶ୍ଵ ବନ ଦିବସ। ଆୟୋଜିତ କାର୍ଯ୍ୟ କ୍ରମ ରେ ସରକାର ଙ୍କ ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲେ। ଏହି ଅବସର…

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କଳା ଓ ସାହିତ୍ୟ ମହୋତ୍ସବ ୨୦୨୫-“ତତ୍ୱ; କଳା ଏବଂ ସାହିତ୍ୟର ସାର” ଆୟୋଜିତ

କଟକ: ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ଅଧ୍ୟାପକ (ଏଫ୍‌ଏସିଆଇଏସ୍‌) ପକ୍ଷରୁ ଆୟୋଜିତ କଳା ଓ ସାହିତ୍ୟ ମହୋତ୍ସବ ୨୦୨୫-“ତତ୍ୱ; କଳା ଏବଂ ସାହିତ୍ୟର ସାର” ମାର୍ଚ୍ଚ ୨୨ ତାରିଖରେ ବିଶ୍ୱବିଦ୍ୟାଳୟର ଶ୍ରୁତି ବିଲ୍ଡିଂ ଅଡିଟୋରିୟମରେ ସଫଳତାର ସହ ଅନୁଷ୍ଠିତ…

ଭାରତ-ନିଉଜିଲାଣ୍ଡ ମଧ୍ୟରେ ଶୈକ୍ଷିକ ବିକାଶ: ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ…

ଭୁବନେଶ୍ୱର, ୨୨ ।୩: ନିଉଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନିଉଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟଫର ଲକ୍‍ସନ, ତେ ପୁକେଙ୍ଗା-ନିଉଜିଲାଣ୍ଡ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସ୍କିଲ୍‍ସ ଆଣ୍ଡ…

ମାସିକ ବିଦ୍ୟୁତ୍ କିଣା ଖର୍ଚ୍ଚ ୩୭୫ କୋଟି ଟଙ୍କା: ଟିପିଡବ୍ଲ୍ୟୁଓଡିଏଲ୍

ବୁର୍ଲା, 22.03.2025: ବିଦ୍ୟୁତ୍ ଭିତ୍ତିଭୂମିର ନିରନ୍ତର ଉନ୍ନତିକରଣ ତଥା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ଦେବା ଦିଗରେ ସଦାସର୍ବଦା ଚେଷ୍ଟିତ ରହିଅଛି ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ।…

ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ସର୍ବଦଳୀୟ…

 ତ୍ୟାଗ, ନିରନ୍ତର ସଂଗ୍ରାମ ବଳରେ ଜନନାୟକ ବନିପାରିଥିଲେ ଡ.ଦେବେନ୍ଦ୍ର ପ୍ରଧାନ : ଶ୍ରୀ ମନମୋହନ ସାମଲ  ଓଡ଼ିଶା ରାଜନୀତିରେ ଡ.ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ସବୁଦିନ ପାଇଁ ଅମର ହୋଇ ରହିବ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ସରଳ ବ୍ୟକ୍ତିତ୍ୱ ବଳରେ ସମସ୍ତଙ୍କ…

ରାଇଘରରେ ଉନ୍ନତ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଯୋଡ଼ିଙ୍ଗା ପିଏସ୍ଏସ୍ କାର୍ଯ୍ୟକ୍ଷମ

 ଯୋଡ଼ିଙ୍ଗାଠାରେ ନୂତନ ପିଏସ୍ଏସ୍ ସ୍ଥାପନ ତୁରୁଢ଼ି ଏବଂ ପ୍ରାଚୀପଡ଼ାରେ ଦୁଇଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ ୭,୫୦୦ ରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ ହେବେ  ବ୍ରହ୍ମପୁର, ଓଡ଼ିଶା - ମାର୍ଚ୍ଚ ୨୧, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି…

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ, 118 ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୫: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର, ଏନଜିଓ ସହାୟ ଏବଂ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ସହଯୋଗରେ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲା। ପ୍ରତିଷ୍ଠାନ ପରିସରରେ ଥିବା ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ଏହି…

୧୩ ତମ ବିଶ୍ବ ବନ ଦିବସରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପୁରସ୍କୃତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ଆଜି ବିଶ୍ୱ ବନ ଦିବସ। ଏହି ପରିପେକ୍ଷୀରେ ଆଜି ରାୟଗଡା ଜିଲ୍ଲା ବନଖଣ୍ଡର ମୁନିଗୁଡା ବନାଞ୍ଚଳ ପକ୍ଷରୁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବିଶ୍ଵ ବନ ଦିବସ ପାଳିତ ଅବସରରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟକୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ରାୟଗଡା…

ବିଧାନସଭା ଘେରାଉ ନେଇ ପୁରୀ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

ପୁରୀ, ୨୨/୩: ଚଳିତ ମାସ ୨୭ ତାରିଖରେ ବିଧାନ ସଭା ଘେରିବ କଂଗ୍ରେସ । ରାଜ୍ୟରେ ମହିଳା ଚାଲାଣ, ଗଣ ଦୁଷ୍କର୍ମ, ବଳାତ୍କାର ଆଦି ତଷ୍କରି କାର୍ଯ୍ୟ ବିରୁଦ୍ଧରେ ବିଗତ ଦିନରେ ଯେଉଁ ଭଳି ଭାବେ କଂଗ୍ରେସ ସ୍ୱରକୁ ଶାଣୀତ କରିଛି , ତାହା ସାରା ଓଡ଼ିଶା ଦେଖୁଛି । ଫଳ ସ୍ୱରୁପ ବିଜେପି ସରକାର ଭୟଭିତ…

ସାନତୁଣ୍ଡି ପଞ୍ଚାୟତ ଠାରେ ମହାମାଇ ମହାସଙ୍ଘର ଭିଜନ ତାଲିମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୧୮ ମାର୍ଚ୍ଚ ୨୦୨୫ ଠାରୁ ୨୨ ମାର୍ଚ୍ଚ ୨୦୨୫ , ୫ ଦିନ ଧରି ଓଡିଶା ଜୀବିକା ମିଶନ ଦ୍ବାରା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତ ଠାରେ ମହାମାଇ ମହାସଙ୍ଘର ଭିଜନ ତାଲିମ ଶେଷ ହୋଇଛି। ଉକ୍ତ ତାଲିମରେ ୩୨ ଜଣ ଇସି ସଭ୍ୟା ଓ…