Sign in
Sign in
Recover your password.
A password will be e-mailed to you.
ସୁବର୍ଣ୍ଣପୁର ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଓଡିଶା ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ ଅପ୍ରେଲ ୧ ତାରିଖ ଠାରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପକ୍ଷ…
ଜିଲ୍ଲାସ୍ତରୀୟ ଶିକ୍ଷା ସଚେତନତା ରଥ , ଖଡ଼ି ଛୁଆଁ ଓ ଶିଶୁ ବାଟିକା ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ବିଦ୍ୟାଳୟରେ ପିଲାଙ୍କ ଶିକ୍ଷା ସଚେତନତା ରଥ , ଖଡ଼ି ଛୁଆଁ ଓ ଶିଶୁ ବାଟିକା ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ନାମଲେଖାକୁ ସ୍ମରଣୀୟ…
ଦୁଇ ମାସ ଯାଇନି କଂକ୍ରିଟ ରାସ୍ତା ଫାଟି ଆଁ କଲାଣି।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏମିତି , ଅନ୍ୟ ଅଂଚଳ କଥା କଣ କହିବା !
କେନ୍ଦୁଝର/ ଦିଲ୍ଲୀପ ସାହୁ ,ତା୧/୪- ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ୯ ମାସ ବିତି ସାରିଲାଣି ତଥାପି ଠିକାଦାର ପ୍ରୀତି ଚାଲିଥିବା ଅଭିଯୋଗ ହେଉ ଥିଲା ଯାହାର ସତ୍ୟତା ପାଟଣାରେ ପ୍ରମାଣିତ ହୋଇଛି। ପାଟଣା ବଜାର ମୁଖ୍ୟ…
ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶୁଭାରମ୍
ଜଗତସିଂହପୁର,ତା-୦୨.୦୪.୨୦୨୫/ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜଗତସିଂହପୁର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କର କମଳରେ ଶିକ୍ଷା ସଚେତନତା ରଥର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା…
ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ” ର ଦ୍ଵିତୀୟ ସଂଧ୍ୟା
ଜଗତସିଂହପୁର,ତା-୦୨.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସଦର ମହକୁମାଠାରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଦ୍ଵିତୀୟ ସଂଧ୍ୟା ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଆଜି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ବନ ଦୁର୍ଗାଙ୍କ କୁଷ୍ମାଣ୍ଡା ଓ ସ୍କନ୍ଧମାତା ଅବତାର
ପଦ୍ମପୁର :- ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜା ର ଚତୁର୍ଥ ଓ ପଞ୍ଚମ ଦିନ ମାତା ଦୁର୍ଗା କୁଷ୍ମଣ୍ଡା ଓ ସ୍କନ୍ଧମାତା ରୂପରେ ଧରାପୃଷ୍ଟ ରେ ଅବତରଣ କରି ଭକ୍ତ ବତ୍ସଳ ଙ୍କୁ ଦର୍ଶନ ଦେଇଥିଲେ, ଏଥିର ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ତତ୍ୱାଧନରେ ଦେବୀ…
ଅନ୍ତରକିଆରୀ ଓ ବାଣପୁର ନୋଡାଲ ହାଇ ସ୍କୁଲରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ l
ବାଣପୁର:(ସେକ କୌସର): ବୁଧବାର ବାଣପୁର ବ୍ଲକ ଅଧିନସ୍ଥ ମାନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଅନ୍ତରକିଆରୀରେ ବ୍ଲକ ସ୍ତରୀୟ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମକୁ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ ଏବଂ ବ୍ଲକ ଶିକ୍ଷାଧିକାରିଣୀ ସି. ଏଚ ବିଜୟାଲକ୍ଷ୍ମୀ ଅତିଥି…
ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଶିଶୁ ବାଟିକାର ଶୁଭାରମ୍ଭ
ପୁରୀ ୨/୪ ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ ରେ ବୁଧବାର ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ସଭିଏଁ ସ୍କୁଲ ଯିବାର ଅଭିପ୍ରାୟ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ରେ ପାଳନ କରାଯାଇଛି।
ପୂର୍ବାହ୍ନ ରେ ଅତିରିକ୍ତ…
ଖଡ଼ି ଛୁଆଁଇଲେ ମୋହନ
ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ
ଭୁବନେଶ୍ୱର ସ୍ଥିତ ବଡଗଡ ଉଚ୍ଚ ବିଦ୍ୟାଳୟ ପରିସରରେ 'ଶିଶୁ ବାଟିକା' ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୨୦୨୫-୨୬ ଶିକ୍ଷା…
ତାଳପଦର ସରସ୍ବତୀ ଶିଶୁମନ୍ଦିର ର ପ୍ରବେଶ ଉତ୍ସବ
ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁମନ୍ଦିର ଠାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ପରିପେକ୍ଷୀରେ ସମସ୍ତ ଛାତ୍ର ଛାତ୍ରୀ ଓ ଗୁରୁଜୀ ଗୁରୁମା ଜଗନ୍ନାଥ ମନ୍ଦିର ତାଳପଦର ଆସିପୂଜାର୍ଚନା ପୂର୍ବକ ଜଗନ୍ନାଥ ଙ୍କ ଆଶୀର୍ବାଦ ଗ୍ରହଣ କରି ନବାଗତ…