ଓଡିଶା ଦିବସ ଉପଲକ୍ଷେ ଗରିମା ପରିବାର ଦ୍ୱାରା ଶ୍ରୀମତୀ ମଞ୍ଜୁ ଦେବୀ ବଗାରିଆଙ୍କୁ ସେବା ସମ୍ମାନ ପ୍ରଦାନ

ରାଉରକେଲା,(ବସନ୍ତ କୁମାର ଜେନା): ସେବା ଏବଂ ପରୋପକାର ପ୍ରତି ତାଙ୍କର ଅଟଳ ନିଷ୍ଠା ପାଇଁ, ଗୃହସ୍ଥୀ ଉଦ୍ୟୋଗ ପ୍ରା.ଲି. ର ନିଦେଶିକା ଶ୍ରୀମତୀ ମଞ୍ଜୁ ଦେବୀ ବଗାରିଆଙ୍କୁ ଗରିମା ପରିବାର ଦ୍ୱାରା ସେବା ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଓଡିଶା ଦିବସ ଉପଲକ୍ଷେ ତାଙ୍କ ସମାଜସେବାର…

ନୂତନ ୩୩ କେଭି ଲାଇନ ଲଗାଇ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

୩୪ ହଜାର ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା  ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ପ୍ରାଇମେରୀ ସବଷ୍ଟେସନ ଓ ବେଲଗାଁ ପ୍ରାଇମେରୀ ସବଷ୍ଟେସନ ମଧ୍ୟରେ ଏକ ନୂତନ ୩୩ କେଭି ଲାଇନ…

ମୁଖ୍ୟ ଶାସନ ସଚିବଙ୍କ ଆଦେଶ ପାଣିର ଗାର, ମାନିବାକୁ ନାରାଜ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବ ଗତ ବର୍ଷ ତା ୧୧.୧୧.୨୦୨୪ ରିଖରେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳ ମାନଙ୍କୁ ବଦଳି ନିର୍ଦ୍ଦେଶନାମା ପାଇଁ ଅନୁଚିତ ପ୍ରଭାବ ନପକେଇବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜଣେଇଦେବା ନିମନ୍ତେ ଚିଠି ସଂଖ୍ୟା ୩୩୯୩୯ ରେ ଅନୁରୋଧ କରିଥିଲେ…

୫ଜି ଡାଉନଲୋଡ୍ ସ୍ପିଡ୍‌ରେ ଜିଓ ସବୁଠାରୁ ଦ୍ରୁତତମ: ଓକଲା ରିପୋର୍ଟ

- ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮ ଏମବିପିଏସ - ୨୦୫ ଏମବିପିଏସ ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ସହିତ ଏୟାରଟେଲ୍ ଦ୍ୱିତୀୟ ସ୍ଥାନରେ   ନୂଆଦିଲ୍ଲୀ, ୨ ଏପ୍ରିଲ୍, ୨୦୨୫: ରିଲାଏନ୍ସ ଜିଓ ପୁଣିଥରେ ୫ଜି ଡାଉନଲୋଡ୍ ସ୍ପିଡ୍ ଦୌଡ଼ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ…

ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:୦୧-୦୪-୨୯୨୫ରିଖ ଦିନ ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇ ଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳୁ ଏକ ଶୋଭାଯାତ୍ରା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରୁ ଆରମ୍ଭ କରାଯାଇ ସହର ପରିକ୍ରମା…

ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ପାଇଁ ଶୁଭ ଦିଆଗଲା

ଚଳିତ ମାସ ୧୦,୧୨ ଓ ୧୨ ତାରିଖରୁ ଚୈତ୍ର ଯାତ୍ରା ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣୁପୁରସ୍ଥିତ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ପାଇଁ ଆଜି ଶୁଭ ଦିଆଗଲା/ ଏହି ପୂଜା କାର୍ଯ୍ୟକୁ କମିଟିର ସଭାପତି ଟି ଗୋପାଳ ରାଓ ଅଧ୍ୟକ୍ଷତା…

ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ନୂଆ କ୍ୟାମ୍ପସ ଉଦଘାଟିତ।

ପଦ୍ମପୁର:- ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ନୂଆ କ୍ୟାମ୍ପସ ଖୁଣ୍ଟପାଲିରେ ଆଜି ୭ ଘଟିକା ସମୟରେ ଉଦ୍ଘାଟିତ ହୋଇଛି । ଅପରାହ୍ଣ ୫ ଘଟିକା ସମୟରୁ ଅତି ସୁନ୍ଦର ଭାବରେ ଅତିଥି, ଶିକ୍ଷକ, ଅଭିଭାବକ ,ଦାଦା ଦାଦି ଙ୍କୁ ନେଇ ଖୁଣ୍ଟପାଲି ଗାଁର ମନ୍ଦିରରୁ ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ…

ଉଚ୍ଚପ୍ରାଥମିକ ବିଦ୍ୟାଳୟ ପୋଡ଼ାପାଡ଼ି ର ପ୍ରବେଶ ଉତ୍ସବ ପାଳିତ ହେଇଯାଇଛି

                 କାଶୀପୁର ରୁ ବୈକୁଣ୍ଠ ଦୁରିଆ :- ରାୟଗଡା ଜ଼ିଲ୍ଲା  କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଡ଼ାପାଡ଼ି ଠାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ପରିପେକ୍ଷୀରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରାଥମିକ…

ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ

ରାୟଗଡ -ଓଡିଆ ପକ୍ଷ ପାଳନ ଅବସରରେ ତା.୦୨.୦୪.୨୦୨୫ ରିଖ ବୁଧବାର କୁ ଖଡିଛୁଆଁ ଦିବସ ପାଳନ ନିମନ୍ତେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା. ୨୦୬୧, ତା ୨୮.୦୩.୨୦୨୫ ରିଖ ନିର୍ଦେଶନାମାନୁଯାୟୀ ରାୟଗଡ଼ ଜିଲ୍ଲାର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଠାରେ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ” ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ “୨୦୨୫

ନବରଙ୍ଗପୁର ତା:୨.୪.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଆଜି ଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ର ଶୁଭାରମ୍ଭ ସହ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଅଛି। ଏହି ପରିପେକ୍ଷି ରେ ଆଜି ସକାଳ…