Sign in
Sign in
Recover your password.
A password will be e-mailed to you.
ଶ୍ରୀମତୀ ସାଗରିକା ରଏ ଏବଂ ସ୍ବର୍ଗତ ଡ଼ଃ ସମୀର କୁମାର ରଏଙ୍କର ନିଆରା ପ୍ରେମ କାହାଣୀ |
ରାୟଗଡ : ସ୍ବର୍ଗତ ଡ଼ଃ ସମୀର କୁମାର ରଏ ଜଣେ ବେଙ୍ଗଲୀ ଡାକ୍ତର l ସେ ବିଷମକଟକରେ ନିଜର କର୍ମକ୍ଷେତ୍ର ରହିଥିବା ବେଳେ ସେ ମୁନିଗୁଡାରେ ରହୁଥିଲେ l ସ୍ବର୍ଗତ ଡ଼ଃ ରଏଙ୍କର ୨୦୨୩ ମସିହାରେ ମୃତ୍ୟୁ ଘଟିଥିଲା । ସ୍ବର୍ଗତ ଡ଼ଃ ରଏଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ଏବଂ ଦୁଇ ପିଲା ବହୁତ ଏକୁଟିଆ…
ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ
ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ସୁବୁଦ୍ଧିପାଟଣା ସ୍ଥିତ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଚାରି ଦିନ ବ୍ୟାପି ଶୈବ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରବିବାର…
ସିଦ୍ଧେଶ୍ଵର ସାହିତ୍ୟ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ।
ବାସୁଦେବପୁର: ବାସୁଦେବପୁର ବ୍ଲକ ଅନ୍ତର୍ଗତ ଗୁଆଗଢିଆ ଗ୍ରାମପଞ୍ଚାୟତ ସଭାଗୃହରେ ଓଡ଼ିଶା ଦିବସ ଉପଲକ୍ଷେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ସାହିତ୍ୟ ଓ ସଂସ୍କୃତି ପରିଷଦର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ସୁଦର୍ଶନ ଅଗସ୍ତି ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବିଧାୟକ…
ଗୁଣ ସାର୍ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ।
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସହନ ପ୍ରକ୍ଲପ ଊ ପ୍ରା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୁଣନିଧି ପଟ୍ଟନାୟକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇ ଜାଇ ଅଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକ ର ଅବସରପ୍ରାପ୍ତ…
ଗୋଷ୍ଠୀସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ୨୦୨୫
ଟିଟିଲାଗଡ଼:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଗୋଷ୍ଠୀ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପରାସରା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଇଚଗାଁ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଗୋଷ୍ଠୀ…
ରାଜ୍ୟପାଳଙ୍କ ଦ୍ଵାରା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ , ପାରଳାଖେମୁଣ୍ଡିରେ (AIU) ଜାତୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ର…
https://youtu.be/vOdNNSA6zrQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ମହିଳା ଛାତ୍ର ସଂସଦର (AIU) ତୃତୀୟା ସଂସ୍କରଣକୁ ଓଡିଶାର ମହାମହିମ ରାଜ୍ୟପାଳ ଡ଼.ହରି ବାବୁ କମ୍ଭମ୍ପତିଙ୍କ ଦ୍ଵାରା ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟ ପାରଳାଖେମୁଣ୍ଡି , ଗଜପତିରେ ଉଦ୍ଘାଟିତ ହୋଇଛି।…
ସୋଆ ଆଇବିସିଏସ୍ ପକ୍ଷରୁ ଏସ୍ପିଏସ୍ଏସ୍ ସମ୍ପର୍କିତ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ଏପ୍ରିଲ ୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ‘ଷ୍ଟାଟିଷ୍ଟିକାଲ ଡାଟା ଆନାଲିସିସ୍ ୟୁଜିଂ ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ ଫର ସୋସିଆଲ୍ ସାଇନ୍ସେସ୍’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ…
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ ପ୍ରବେଶ ଉତ୍ସଵ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ l
ଟିଟିଲାଗଡ଼:-02/04 ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଓଡ଼ିଶା ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା…
ଡୁଙ୍ଗୁରିପାଲି ବ୍ଲକ ରେ ଗଡିଲା ଶିକ୍ଷା ସଚେତନତା ରଥ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ବିଭିନ୍ନ ଗାଁ ରେ ଶିକ୍ଷାସଚେତନତା ରଥ ଗଡିଛି l ପ୍ରଥମେ ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ସମ୍ମୁଖରେ ଶିକ୍ଷା ସଚେତନତା…
ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗଜବନ୍ଧ ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ହାରାଧନ ବେରିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ…