Sign in
Sign in
Recover your password.
A password will be e-mailed to you.
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଜୈବ ବିଘଟିତ ସାନିଟାରି ନ୍ୟାପକିନର ବାଣିଜ୍ୟିକ ଉତ୍ପାଦକର ଲୋକାର୍ପଣ
ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ନିମନ୍ତେ ଏହି ପଦକ୍ଷେପ ସ୍ବାଗତ ଯୋଗ୍ୟ
ଗୁଣୁପୁର - ୧/୪/୨୫ - ଆଜି ପବିତ୍ର ଉତ୍କଳ ଦିବସ। ସାରା ଓଡ଼ିଶା ଆଜି ଏହି ଦିବସ ପାଳନ କରୁଥିବା ବେଳେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପରିସରର କେନ୍ଦୀୟ କକ୍ଷରେ ନୂଆଦିଲ୍ଲୀ ସ୍ଥିତ ବାୟୋଟେକ୍ନୋଲୋଜି…
କିଟ୍ ଓ କିସ୍ ପକ୍ଷରୁ ଉତ୍କଳ ଦିବସ ପାଳିତ
ଭୁବନେଶ୍ୱର, ୧ ।୪: କିଟ୍ ଓ କିସ୍ ପକ୍ଷରୁ ଉତ୍କଳ ଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍ ଓ କିସ୍ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରାଯାଇଥିଲା।…
ଜଗତସିଂହପୁର ଠାରେ ଉତ୍କଳ ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ “କଲ୍ଲୋଳ-୨୦୨୫” ର ଉଦ୍ଘାଟନୀ ଉତ୍ସବ
ଜଗତସିଂହପୁର-ତା ୧.୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସଦର ମହକୁମା ଠାରେ ଉତ୍କଳ ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉତ୍ସବକୁ ଉଦ୍ଘାଟନ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ମାନ୍ୟବର ମନ୍ତ୍ରୀ ଶିଳ୍ପ,…
ଜିଲ୍ଲାସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ
https://youtu.be/TGsjrqQnxF4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୬ ଘଟିକା ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସହରରେ ଥିବା ସମସ୍ତ…
ନୂଆପଡା ମାରାଗୁଡା ଲୋକ ମହୋତ୍ସବ
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାର ଇତିହାସ ଐତିହ୍ୟ କଳା ସଂସ୍କୃତିର ଗାଥା ବହନ କରୁଥିବା ମାରାଗୁଡ଼ା ଲୋକ ମହୋତ୍ସବ ଦୀର୍ଘ ବାର ବର୍ଷ ପରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପୁଣି ଥରେ ଅନୁଷ୍ଠିତ ହୋଇଛି ।…
ଆଇ.ଆର୍.ବି ବାଟାଲିୟନ୍ ଠାରେ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଦ୍ୟ ଏପ୍ରିଲ୍ ମାସ ୧ ତାରିଖ ୨୦୨୫ ମଙ୍ଗଳ ବାର ଦିନ ଭଞ୍ଜନଗର ସ୍ଥିତ ତନରଡ଼ା ଠାରେ ଥିବା ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀ (ଆଇ.ଆର୍.ବି) ତରଫରୁ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ।
ଏହି…
ପରବାଙ୍ଗି ସତ୍ୟ ମହିମା ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମରେ ଚାଲିଥିବା ବିଶ୍ବଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ-୨୦୨୫ ମଙ୍ଗଳବାର ସକାଳୁ ଉଦଯାପିତ ହୋଇଛି। ମଠାଧୀଶ ସାଧୁ ପ୍ରଭାକର ଦାସଙ୍କ ପ୍ରତକ୍ଷ୍ଯ ତତ୍ବାବଧାନରେ…
ବରିଷ୍ଠ ନାଗରିକ ମଞ୍ଚରେ ଓଡ଼ିଶା ଦିବସ ପାଳିତ ।
(ଶାସକ ପ୍ରଶାସକ/ଶିବରାମଜେନା)-ଖଲିକୋଟ: ୧/୪, ଆଜି ସ୍ଥାନୀୟ ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚରେ,ବରିଷ୍ଠ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଓଡ଼ିଶା ଦିବସ ପାଳନ ହୋଇଥିଲା । ଏଅଵସରରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ, ସଭାପତି ଡକ୍ଟର ହରପ୍ରସାଦ ମହାପାତ୍ର, ମୁଖ୍ୟ ବକ୍ତା…
ଅସ୍ତରଙ୍ଗ ରେ ଓଡ଼ିଶା ଦିବସ ପାଳିତ ।
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଅଞ୍ଚଳ ର ଅସ୍ତରଙ୍ଗ ବ୍ଲକ ସମେତ ସରକାରୀ,ବେ ସରକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ଓଡ଼ିଶା ଦିବସ ତଥା ଉତ୍କଳ ଦିବସ ପାଳିତ ହୋଇ ଜାଇ ଅଛି । ଏହି ଉପଲକ୍ଷେ,ବ୍ଲକ ଅଞ୍ଚଳ ର ବିଭିନ୍ନ ଶିକ୍ଷାନୁଷ୍ଠାନ ବିଶେଷ କରି,ସୁରେନ୍ଦ୍ର ନାଥ ବିଦ୍ୟାପୀଠ…
ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ
ରାୟଗଡା/୧/୪/୨୫: ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ…