Sign in
Sign in
Recover your password.
A password will be e-mailed to you.
ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟାଙ୍କ ଦ୍ୱାରା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ
ବିଜେପୁର :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପାଟକୁଲୁଣ୍ଡା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା କାର୍ଯ୍ୟକ୍ରମକୁ ପହଞ୍ଚି ତାଙ୍କ କୋମଳ ହସ୍ତରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏଇ ଶୁଭ…
ତାଳପଦର ସାପ୍ତାହିକ ବଜାର ରେ ପିଇବା ପାଣି ସମସ୍ୟା
ବିଜେପୁର :-ବିଜେପୁର ବ୍ଲକ ତାଳପଦର ସାପ୍ତାହିକ ବଜାର ଠାରେ ପିଇବା ପାଣି ସମସ୍ୟା ଦେଖା ଦେଲାଣି l ସୂଚନା ଯୋଗ୍ୟ ଯେ ପ୍ରତି ମଙ୍ଗଳବାର ତାଲପଦର ଠାରେ ବଜାର ବସିଥାଏ ଦୂର ଦୁରାନ୍ତରୁ ବ୍ୟବସାୟୀ ମାନେ ଏଠାକୁ ସାମଗ୍ରି ବିକ୍ରୟ ପାଇଁ ଆସିଥାନ୍ତି lଏପରିକି ପାଖ ଆଖ ଅନେକ ଗାଁ ର ଅନେକ ଲୋକ…
ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହ ଠାରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ
ପଦ୍ମପୁର:- ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହ ଠାରେ ସଭାପତି ସହକାରୀ ଜିଲ୍ଲାପାଳ ସୁଶ୍ରୀ ନିତୁଶ୍ରୀ ମେହେର ଙ୍କ ତତ୍ୱାବଧାନରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନ ଓ…
ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ
ନବରଙ୍ଗପୁର : 01/04/2025,ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷରେ ଉତ୍କଳ ପରିଷଦ ପକ୍ଷରୁ ୯୦ ତମ ଉତ୍କଳ ଦିବସ ତଥା ଓଡ଼ିଶା ଦିବସ ପାଳନ କରାଯାଇଛି । ପ୍ରଥମେ ଉତ୍କଳ ପରିଷଦର ସମସ୍ତ କର୍ମକର୍ତ୍ତା ସକାଳ ଆଠ ଘଣ୍ଟା ସମୟରେ ସହର ମଧ୍ୟରେ ଥିବା ସମସ୍ତ…
ଭଞ୍ଜନଗରଠାରେ ଉପଖଣ୍ଡସ୍ତରୀୟ ୯୦ ତମ ଓଡିଶା ଦିବସ ମହାଆଡମ୍ବରରେ ପାଳିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ଆଜି ଏପ୍ରିଲ୍ ମାସ ୧ ତାରିଖ ୨୦୨୫ ମଙ୍ଗଳବାର ଦିନ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ରମାକାନ୍ତ ସେବା ଫାଉଣ୍ଡେସନ ର ସଫେଇ କାର୍ଯ୍ୟ କ୍ରମ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ନାୟକାନଡିହି ରେ ଥିବା ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ପାଖ ପଞ୍ଚାୟତ କରଞ୍ଜଆଡ଼ିଆ ରେ ଥିବା ଖେମେଶ୍ୱର୍ ଶିବ ମନ୍ଦିର ପରିସର ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା…
୨୫ ରୁ ସପ୍ତମ ବାସୁଦେବପୁର ସୌରଭ ସମ୍ମାନ:ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲା ନବ ନିର୍ମାଣ ସେନା।
ବାସୁଦେବପୁର - ସପ୍ତମ ବାସୁଦେବପୁର ସୌରଭ ସମ୍ମାନ ୨୦୨୫ ବାସୁଦେବପୁର ରେ ଆସନ୍ତା ଏପ୍ରିଲ ମାସ ପଚିଶ ତାରିଖ ରୁ ଆରମ୍ଭ ହୋଇ ମେ ମାସ ଚାରି ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ନବ ନିର୍ମାଣ ସେନା ଅଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ। ମଙ୍ଗଳବାର ହୋଟେଲ ସ୍ନେହା ରେ ଅନୁଷ୍ଠିତ…
ସୁବର୍ଣ୍ଣପୁର ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ସୁବର୍ଣ୍ଣପୁର ନୀଉଁ ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ କରାଯାଇଛି l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁ ଯୋଗ ଦେଇ ପୋଲିସ ଅଭିବାଦନ ଗ୍ରହଣ କରିଥିଲେ…
ଉତ୍କଳ ଦିବସ କୁ କଳା ଦିବସ ଭାବେ ପାଳନ କରିଛି କୋଶଳସେନା
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ହେଉଛି ଏପ୍ରିଲ ଏକ ଉତ୍କଳ ଦିବସ ସାରା ରାଜ୍ୟରେ ଓଡିଶା ଦିବସ ମନାଉ ଥିବା ବେଳେ କୋଶଳସେନା କଳା ଦିବସ ଭାବେ ପାଳନ କରିଛନ୍ତି l ଏପରି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୋଶଳସେନା ପକ୍ଷରୁ ଉତ୍କଳ ଦିବସ କୁ କଳା…
ଜିଓ ଅସୀମିତ କ୍ରିକେଟ୍ ଅଫର ୧୫ ଏପ୍ରିଲ ଯାଏଁ ବୃଦ୍ଧି, ଜିଓ ହଟଷ୍ଟାରରେ ମାଗଣା ଆଇପିଏଲ ଦେଖିବା ସୁଯୋଗ
- ବର୍ତ୍ତମାନର ଜିଓ ଉପଭୋକ୍ତା ଏବଂ ନୂତନ ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର ଅଫର
- ଟିଭି / ମୋବାଇଲରେ ୪କେ ଗୁଣବତ୍ତାରେ ୯୦ ଦିନର ମାଗଣା ଜିଓହଟଷ୍ଟାର
- ୫୦ ଦିନ ପାଇଁ ମାଗଣା ଜିଓ ଫାଇବର / ଏୟାର ଫାଇବର ଟ୍ରାଏଲ୍ ସଂଯୋଗ
ମୁମ୍ବାଇ, ୦୧ ଏପ୍ରିଲ ୨୦୨୫:…