Sign in
Sign in
Recover your password.
A password will be e-mailed to you.
ଲବଣ ସତ୍ୟାଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ ୮/୫ ଅସ୍ତରଙ୍ଗ ବ୍ଲକ କୁହୁଡି ଠାରେ ପ୍ରତି ବର୍ଷ ମେ ୨୧ କୁ ଲବଣ ସତ୍ୟାଗ୍ରହ ସ୍ମୃତି ଦିବସ ଭାବେ ପାଳନ କରାଯାଏ।ଏହି ଉତ୍ସବ କୁ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ପକ୍ଷରୁ ଆୟୋଜନ କରାଯାଇଥାଏ।ଚଳିତ ବର୍ଷ ଏହି ଉତ୍ସବ କୁ ଶୃଙ୍ଖଳିତ ଓ…
ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ଗିରଫ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ନିକଟସ୍ଥ ମକରାପଲ୍ଲୀ ଗ୍ରାମରେ ବେଆଇନ୍ ଦେଶୀ ମଦ ବିକ୍ରି କରୁ୍ଥିବା ଅଭିଯୋଗରେ ଗାଙ୍ଗପୁର ପୋଲିସ୍ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକ ଏବଂ ପୋଲିସ୍…
ଯାତ୍ରା ସମୟରେ ଘନ ଘନ ବିଦ୍ୟୁତ୍ କାଟ,ବେଲଗୁଣ୍ଠା ବାସୀଙ୍କ ଅସନ୍ତୋଷ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଛି ମାଁ ବ୍ରାହ୍ମଣ ଦେବୀଙ୍କ ଐତିହାସିକ ଯାତ୍ରା। ଯାତ୍ରାକୁ ସରସ, ସୁନ୍ଦର କରିବା ପାଇଁଁ ଯାତ୍ରା କମିଟି ଓ ବିଭିନ୍ନ ସାହି ତରଫରୁ ପ୍ରସ୍ତୁତି ଆରଂଭ ହୋଇଗଲାଣି ।ଏହାରି ମଧ୍ୟରେ ମାଁ ବ୍ରାହ୍ମଣ ଦେବୀଙ୍କ ସିଂହ ବାହିନୀ ବେଶରେ ନଗର…
ଶିବମନ୍ଦିର ପ୍ରତିଷ୍ଠା ଅବସରେ ରକ୍ତଦାନ ଶିବିର
ବିଜେପୁର :-ବିଜେପୁର ବ୍ଲକ ଟି.ଗଣ୍ଡପାଲି ଠାରେ ଚାଲିଥିବା ଶିବମନ୍ଦିର ପ୍ରତିଷ୍ଠା ଅବସରରେ ବୀର ବଜରଙ୍ଗବଳୀ ସେବା ଟ୍ରଷ୍ଟ, ଟି.ଗଣୁପାଲି ଗ୍ରାମବାସୀ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସାମାଜିକ କର୍ମୀ ରୋହିତ…
ନୃସିଂହନାଥ ମନ୍ଦିର ଓ ବୈଶାଖ ମେଳା
ଓଡ଼ିଶାର ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ ପାଇକମାଳ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତର ଦିଗର ପାଦ ଦେଶରେ ନୃସିଂହ ମହାପ୍ରଭୁଙ୍କ ମନ୍ଦିର ଅବସ୍ଥିତ l ଯାହା ପଶ୍ଚିମ ଓଡ଼ିଶାର ତୀର୍ଥସ୍ଥଳୀ ନୃସିଂହନାଥ ପୀଠ ନାମରେ ପରିଚିତ l କିମ୍ବଦନ୍ତୀ ଅନୁଯାୟୀ ଅଷ୍ଟାଦଶ ଶତାବ୍ଦୀର କବି ଯୁଗ…
ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ ।।
ପାଇକମାଲ,୭ ୵ ୫: ଆଜି ସକାଳ ଭୋର ୫ଟା ସମୟରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଇ ଶ୍ରୀ ବିଜୟ କୁମାର…
ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଆଜି (ବୁଧବାର) ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…
କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତିସତ୍ୱେ ୪୮ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବାକୁ ପୁନଃସ୍ଥାପିତ କରାଗଲା:…
ବୁର୍ଲା/ବରଗଡ଼, ୭ ମଇ, ୨୦୨୫: ଗତ ଶନିବାର (ତା. ୦୩.୦୫.୨୦୨୫ରିଖ) ସନ୍ଧ୍ୟା ସମୟରେ ବରଗଡ଼ ଜିଲ୍ଲାରେ କାଳବୈଶାଖୀ ଝଡ଼ ତାଣ୍ଡବ ରଚିଥିଲା । ଯାହା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।
ସୂଚନାଯୋଗ୍ୟ ଯେ, ଦ୍ରୁତଗତିରେ ପବନ ପ୍ରବାହ…
ଭୁବନେଶ୍ୱରର ସହିଦନଗରଠାରେ ଖୋଲିଲା ଗୀତାଞ୍ଜଳି ଆୱାର୍ଡସର ନୂଆ ଏକ୍ସକ୍ଲୁସିଭ ଶୋ’ରୁମ
ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ଆୱାର୍ଡସ ମାନୁଫ୍ୟାକ୍ଚରର ଗୀତାଞ୍ଜଳି ଆୱାର୍ଡସ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ୱରର ସହିଦନଗରଠାରେ ଏକ ନୂଆ ଏକ୍ସକ୍ଲୁସିଭ ଶୋ’ରୁମର ଶୁଭାରମ୍ଭ ସହିତ ନିଜର ଉପସ୍ଥିତି ବିସ୍ତାର କରିଛି। ପୂର୍ବରୁ ଏହି ନୂଆ ଶୋ’ରୁମର ସଫ୍ଟ ଲଂଚିଙ୍ଗରେ ଓଡିଶାର ଉଚ୍ଚଶିକ୍ଷା,…
ନିୟମିତ ରକ୍ଷଣାବେକ୍ଷଣ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ବିଦୁ୍ୟତ କାଟ୍ ହେବନାହିଁ – ଟିପିସିଓଡିଏଲ୍
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ୨୦୨୫ ଜୁନ୍ ୧୫ ପର୍ଯ୍ୟନ୍ତ ନିୟମିତ ରକ୍ଷଣାବେକ୍ଷଣ ପାଇଁ…